IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରେ ଏହି 9ଟି ପଶୁପକ୍ଷୀ ଆସିଲେ ମିଳିଥାଏ ଶୁଭ ଅଶୁଭ ସଂକେତ, ହୋଇଥାଏ ଅଚାନକ ଧନର ପ୍ରାପ୍ତି… ଆପଣଙ୍କ ଘରକୁ ଆସୁଛନ୍ତି କି

ବନ୍ଧୁଗଣ ପଶୁପକ୍ଷୀ ଙ୍କର ଗୃହକୁ ଆଗମନ ହେବା କିଛି ନା କିଛି ସଂକେତ ଦେଇଥାଏ । ଶାସ୍ତ୍ର ଅନୁଯାୟୀ କିଛି ବିଶେଷ ପ୍ରକାରର ପଶୁପକ୍ଷୀ ବାତାବରଣ ରେ କିରଣର ଅନୁଭବ କରିଥାନ୍ତି । ପଶୁପକ୍ଷୀ ମାନ ଙ୍କୁ ଊର୍ଜାବାନ ସ୍ଥାନକୁ ଯିବା ଦ୍ଵାରା ପ୍ରସନ୍ନତା ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୃହକୁ ସ୍ବଚ୍ଛ ରଖିବା ଉଚିତ । ଏହା ଦ୍ଵାରା ପଶୁପକ୍ଷୀ ସେଭଳି ଗୃହକୁ ଆଗମନ କରିଥାନ୍ତି ।

ଏମିତି ନ ହେଲେ ଘରର ଲୋକଙ୍କର ଉନ୍ନତି ହୁଏ ନାହି । ଶାସ୍ତ୍ର ଅନୁଯାୟୀ କିଛି ପଶୁପକ୍ଷୀ ଗୃହକୁ ଆସିବା ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ବିସ୍ତାର ଭାବେ । ୧- ଚୁଚୁନ୍ଦ୍ରା : ଯେଉଁ ଘରେ ମୂଷା ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । କୌଣସି ବ୍ୟକ୍ତିଙ୍କ ଚାରିପଟେ ଚୁଚୁନ୍ଦ୍ରା ବୁଲିଗଲେ ତାର ଭାଗ୍ୟ ବଦଳିଯାଏ ।

୨- ମୂଷା : ଭଗବାନ ଗଣେଶଙ୍କର ବାହନ ମୂଷା ଅଟେ । କିନ୍ତୁ ମୂଷାକୁ ଅଶୁଭ ଶକ୍ତିର ପ୍ରତୀକ ମାନାଯାଏ । ଘରେ ଅଧିକ ସଂଖ୍ୟାରେ ମୂଷା ରହିଲେ ବୁଦ୍ଧିର ନାସ ହୋଇଥାଏ । ମୂଷା ଘରେ ରହିଲେ ରୋଗ ବ୍ୟାପୀଥାଏ ।

୩- ମହୁମାଛି : ମହୁମାଛି ଘରେ ବସା ବାନ୍ଧିଲେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ । ଏହା ଦ୍ଵାରା ଜୀବନ ପ୍ରତି ବିପଦ ରହିଥାଏ ।

୪- ବୁଢିଆଣୀ ଜାଲ : ବାସ୍ତୁ ଅନୁଯାୟୀ ବୁଢିଆଣୀ ଜାଲ ଘରେ ରହିବା ଆଶୁଭ ହୋଇଥାଏ । ଏହା ଅନେକ ଘଟଣାର ସଂକେତ ଦେଇଥାଏ । ମଣିଷ ଜୀବନରେ ଉନ୍ନତି ହୁଏ ନାହି ।

୫- ପ୍ରଜାପତି : ଗୃହକୁ ପ୍ରଜାପତି ଆସିବା ଶୁଭ ସଂକେତ ହୋଇଥାଏ । ମାନାଯାଏ କି ପ୍ରଜାପାତି ବାରମ୍ବାର ଘରେ ଦେଖିଲେ ଶୁଭ ଖବର ମିଳିବାର ସୂଚକ ହୋଇଥାଏ । ଜୀବନରେ ଖୁସିର ରଙ୍ଗ ଭରିଥାଏ ପ୍ରଜାପତି ।

୬- କଳା ଭଉଁରୀ : କଳା ଭଉଁରୀ ଦେଖିଲେ ବିବାହକୁ ନେଇ ଶୁଭ ସୂଚନା ମିଳିଥାଏ । ଭଉଁରୀ ଭୁଲରେ ବି ମାରିବା ଉଚିତ ନୁହେଁ । ଏହା ଘରକୁ ଆସିଲେ ଶୁଭ ସମୟର ଆଗମନ ଅଇଥାଏ ।

୭- ବିଛା : କୁହାଯାଏ ସ୍ଵପ୍ନରେ ବିଛା ଦେଖାଗଲେ ସଙ୍କଟ ଆସିବାର ସୂଚନା ମିଳିଥାଏ । କଳା ବିଛା ଘରୁ ବାହାରିଲେ ମା ଲକ୍ଷ୍ମୀଙ୍କ ଯିବାର ସୂଚନା ଆମିଳିଥାଏ । ହଳଦିଆ ବିଛା ଘରୁ ବାହାରିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୮- ପିମ୍ପୁଡି : କଳା ପିପୁଡି ଗୃହକୁ ଆସିଲେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏମାନଙ୍କୁ ଖାଦ୍ୟ ଦେଲେ ଶୁଭ ହୋଇଥାଏ । ସଞ୍ଚିତ ଧନରେ ବୃଦ୍ଧି ହୋଇଥାଏ । କଳା ପିମ୍ପୁଡି ଭୌତିକ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ ।

୯- ଝିଟିପିଟି : ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦୀପାବଳି ଦିନ ଝିଟିପିଟି ଦେଖିଲେ ବହୁତ ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଘରର ପୂଜା ଘରେ ଝିଟିପିଟି ଦେଖାଗଲେ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଝିଟିପିଟି ମୁଣ୍ଡ ଉପରେ ପଡିଲେ ଅଶୁଭ ହୋଇଥାଏ । କିନ୍ତୁ ଛାତି ବା ହାତରେ ପଡିଲେ ଶୁଭ ସଂକେତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button