IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମେଷ ରାଶି ଆଗାମୀ 44 ଦିନ ଘଟିବ କିଛି ଏଭଳି କି ଭୁଲି ପାରିବେ ନାହିଁ, ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଜଣାଇବୁ ଆଗାମୀ ୪୪ ଦିନ ଯାଏଁ ମେଷ ରାଶିର ବ୍ୟକ୍ତିଙ୍କ ଜୀବନରେ ବଦଳିବାକୁ ଯାଉଛି । ଏମାନଙ୍କ ଜୀବନରେ ବଡ ଉପଲବ୍ଧି ପ୍ରାପ୍ତ ହେବାକୁ ଯାଉଛି । ଆସନ୍ତୁ ଜାଣିବା ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ୪୪ ଦିନ କିପରି ରହିବାର ଅଛି । ଆପଣଙ୍କର ରାଶିର ଗ୍ରହ ମଙ୍ଗଳ ଆଜି ଠାରୁ ବଡ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରୁ ବାହାରୁଛନ୍ତି । ଯାହା କି ସ୍ଥିତିକୁ ପୂର୍ଣ୍ଣ ଭାବେ ବଦଳାଇ ଦେବ । ଏବେ ଯାଏଁ ମଙ୍ଗଳ ଆପଣଙ୍କୁ ଯେଉଁ କଷ୍ଟ ଦେଉଥିଲେ ତାହାର ଅନ୍ତ ହେବାକୁ ଯାଉଛି । ଆପଣଙ୍କୁ ପ୍ରତେକ କ୍ଷେତ୍ରରୁ ପ୍ରତେକ ଗ୍ରହଙ୍କର ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ମଙ୍ଗଳ ଏବେ ୪୪ ଦିନ ଯାଏଁ ଭାଗ୍ୟ ସ୍ଥାନରେ ବସିବେ ଯାହା ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ।

ମଙ୍ଗଳ ଆପଣଙ୍କର ଭାଗ୍ୟକୁ ଚମକାଇ ପାରନ୍ତି । ଏହି ସମୟରେ ଆପଣ ନିଜର ଭାଗ୍ୟକୁ ପରୀକ୍ଷା କରିପାରିବେ । ଭାଗ୍ୟ କାରଣରୁ ଆପଣଙ୍କୁ ବହୁତ କିଛି ମିଳିଯିବ । ଆପଣଙ୍କୁ କର୍ମ ଫଳ ଓ ଫଳ ଅଧିକ ମିଳିବାର ଯୋଗ ଅଛି । ଗୋଟେ ସ୍ଥାନରେ ଏମାନେ କେବେ ଅଟକି ରୁହନ୍ତି ନାହି । ଅଷ୍ଟମ ଭାବରେ ମଙ୍ଗଳ ବହୁ ପ୍ରକାରରେ ଜୋସରେ ଅଭାବ ଦେଉଥିଲେ ।

କିନ୍ତୁ ଏବେ ଏହା ବଢିବାର ଅଛି । ଆପଣଙ୍କର ରେଜଲ୍ଟ ଭଲ ରହିବ । ବ୍ୟାପାରର କ୍ଷେତ୍ରରେ ଶୁଭ ସମୟ ଆସୁଛି । ଧାର୍ମିକ କ୍ଷେତ୍ରରେ ଉପଲବ୍ଧି ରାପ୍ତ ହେବ । ଏହି ସମୟରେ ରାଜନୀତିରେ ଆଗ୍ରହୀ ହେଉଥିଲେ ଠିକ ହେବ । ଡିଫେନସ ସର୍ଭିସରେ ଟ୍ରାଏ କରିଲେ ଭଲ ଚାକିରି ମିଳିପାରେ । ଆପଣ ଏହି ସମୟରେ ଖେଳକୁଦ କ୍ଷେତ୍ରରେ ଆଗକୁ ଯାଇପାରନ୍ତି ।

ନାମ, ଧନ ଅର୍ଜନ କରିବାର ସୁଯୋଗ ପ୍ରାପ୍ତ ହେବ । ଆପଣଙ୍କର ଆତ୍ମସମ୍ମାନ, ସ୍ବାଭିମାନ ଉଚ୍ଚ ସ୍ଥାନକୁ ପ୍ରାପ୍ତ କରାଇବ । ଭଲ ଚାକିରି ମିଳିପାରେ । ବିଦେଶ ଯାତ୍ରାର ଯୋଗ ବନୁଛି ଯାହା ଆପଣଙ୍କ ପାଇଁ ମନେ ରଖିବା ଭଳି ସାବ୍ୟସ୍ତ ହେବ । ଯେଉଁ ମାନେ ବିବାହର ଅପେକ୍ଷାରେ ରହିଛନ୍ତି ଜନ୍ମ ଭୂମି ଠାରୁ ପ୍ରସ୍ତାବ ଆସିପାରେ ଓ ବିବାହ ସ୍ଥିର ହୋଇପାରେ ।

ଯେଉଁ ମାନେ ସନ୍ତାନ ସୁଖରୁ ବଞ୍ଚିତ ହେଉଥିଲେ ସେମାନଙ୍କର ଇଚ୍ଛା ପୂରଣ ହେବ । ଆପଣଙ୍କ ସ୍ଵଭାବରେ ସାମାନ୍ୟ ପରିବର୍ତ୍ତନ ଆସିପାରେ କିନ୍ତୁ ଆପଣଙ୍କର କିଛି କ୍ଷତି ହେବ ନାହି । କଥା କହିବାର ଶୈଳୀ ଉପରେ ଧ୍ୟାନ ରଖିବାର ଅଛି । ନୂତନ ଗୃହ ନିର୍ମାଣ, ଘର କ୍ରୟ କରିବାକୁ, ଗୃହ ଅନୁକୂଳ କରିବାକୁ ଚାହୁଁଛନ୍ତି ତେବେ ସମୟ ଶୁଭ ଆସୁଛି ।

ଏହି ୪୪ ଦିନ ମଧ୍ୟରେ ନିଜ ପାଇଁ ଘର ଆରମ୍ଭ କରୁଥିଲେ ନିସ୍ପତି ସଠିକ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଭଲ ରହୁଛି । ଶାରୀରିକ ପୀଡାରୁ ମୁକ୍ତି ପାଇବେ । ଏହି ସମୟରେ ଧର୍ମ ସ୍ଥାନରେ ଚାଉଳ, ଗୁଡ, କ୍ଷୀର ଦାନ କରୁଛନ୍ତି ଆପଣଙ୍କର ସବୁ କାମ ଶୀଘ୍ରତାର ସହ ପୂରଣ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button