IBN ଓଡ଼ିଶା ବ୍ୟୁରୋ

ମୋବାଇଲ ଦେବାକୁ ମନା କରିଦେଲା ସ୍ଵାମୀ, ରାଗିଯାଇ ସ୍ତ୍ରୀ ସ୍ଵାମି ସହ ଯାହା କଲା ଜାଣି ଆପଣଙ୍କ ରୋମ ଟାଙ୍କୁରି ଉଠିବ… ଦେଖନ୍ତୁ Video

ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ବିବାଦ କଥା ଆପଣ ମାନେ ଶୁଣିଥିବେ । କିମ୍ବା ଦେଖିଥିବେ । କିନ୍ତୁ ସାମାନ୍ଯ ମୋବାଇଲ ପାଇଁ ନିଜ ସ୍ଵାମୀ କୁ ସ୍ତ୍ରୀ ପ-ନି-କି ରେ ଆ-କ୍ର-ମ-ଣ କରିବା କେବେ ହେଲେ ଶୁଣି ନ ଥିବେ । ହେଲେ ଏମିତି ଏକ ଘଟଣା ଏବେ ବଲାଙ୍ଗୀର ରୁ ସାମନା କୁ ଆସିଛି । ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ସ୍ତ୍ରୀ ର ପ-ନି-କି ଚୋ-ଟ ରେ ଲ-ହୁ ଲୁ-ହା-ଣ ହେଲା ସ୍ଵାମୀ ।

ଗୁ-ରୁ-ତ-ର ଅବସ୍ଥାରେ ମେଡିକାଲ ରେ ଚାଲିଛି ଚିକିତ୍ସା ସ୍ବାମୀଙ୍କର । ଏ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପୂଇତଳା ଥାନା କେସରକାଲା ଗାଁ ର ଗଣେଶ୍ଵର ସୁନା । ଗତ 6 ବର୍ଷ ତଳେ ଗଣେଶ୍ଵର ଛତିଶଗଡ ବିଳାସପୁର ର ଈଶ୍ଵରୀ କୁମାରୀ ଙ୍କୁ ବିବାହ କରିଥିଲେ । ଗଣେଶ୍ଵର ଙ୍କ କହିବା ଅନୁଯାୟୀ ଗତ କାଲୀ ସନ୍ଧ୍ୟାରେ ତାଙ୍କ ସ୍ତ୍ରୀ ତାଙ୍କୁ ମୋବାଇଲ ମାଗିଥିଲେ ।

କିନ୍ତୁ ଡାଟା ସରିଯିବ ବୋଲି କହି ସ୍ତ୍ରୀ ଙ୍କୁ ମୋବାଇଲ ଦେବାକୁ ମନା କରି ଦେଇଥିଲେ । ସେତେବେଳେ ତାଙ୍କ ସ୍ତ୍ରୀ କିଛି ନ କହି ଚୁପ ରହିଲେ । ହେଲେ ବିଳମ୍ବିତ ରାତିରେ ସ୍ଵାମୀ ଶୋଇଥିବା ଅବସ୍ଥାରେ ପ-ନି-କି ଆଣି ଚୋଟ ପରେ ଚୋ-ଟ ମାରିଥିଲେ ସ୍ତ୍ରୀ । ପତ୍ନୀ ଙ୍କ ମୁଣ୍ଡରେ ପଶିଲା ମୋବାଇଲ ରାଗ । ସ୍ଵାମୀ ଙ୍କୁ ପ-ନି-କି ରେ ହା-ଣି ଫେରାର ହୋଇ ଯାଇଛନ୍ତି ସ୍ତ୍ରୀ ଈଶ୍ଵରୀ । ଉଭୟଙ୍କର 4 ବର୍ଷର ଝିଅ ମଧ୍ୟ ଅଛି ।

ତାକୁ ସାଥି ରେ ଧରି ଫେରାର ହୋଇ ଯାଇଛନ୍ତି ସ୍ତ୍ରୀ ଈଶ୍ଵରୀ ବୋଲି ଅ-ଭି-ଯୋ-ଗ କରିଛନ୍ତି ଗୁରୁତର ସ୍ଵାମୀ । ଏପରିକି ଗଣେଶ୍ଵର ସ୍ତ୍ରୀ ଙ୍କୁ ପ୍ରତିବାଦ କରିବାର ତାଙ୍କ ହାତ କୁ ବି ଆ-କ୍ର-ମ-ଣ କରିଥିଲେ ରାଗରେ ଜଳୁଥିବା ସ୍ତ୍ରୀ । ସ୍ଥାନୀୟ ଲୋକେ ଗଣେଶ୍ଵର ଙ୍କୁ ଉଧାର କରି ବଲାଙ୍ଗୀର ଭୀମଭୋଇ କଲେଜ ମେଡିକାଲ ରେ ଭର୍ତ୍ତି କରିଥିଲେ । ଏବେ ତାଙ୍କର ଚିକିତ୍ସା ଚାଲିଛି ।

ଅନ୍ୟ ପଟେ ଫେରାର ସ୍ତ୍ରୀ ଙ୍କୁ ଉଭୟ ପରିବାର ଲୋକେ ଖୋଜୁ ଛନ୍ତି । ଗଣେଶ୍ଵର ଗୁରୁତର ଅବସ୍ଥାରେ ମେଡିକାଲ ରେ ଥିବାରୁ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି ପରିବାର ଲୋକେ । ହେଲେ ସାମାନ୍ଯ ମୋବାଇଲ ପାଇଁ ସ୍ବାମୀ କୁ ପ-ନି-କି ରେ ହା-ଣି ଦେବା ଘଟଣା ସହଜରେ ଗ୍ରହଣ କରି ହେଉ ନାହି ।

ଏତାଲା ଦେବା ପରେ ଯାଇ ପୋଲିସ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରିବ । ପ୍ରକୃତରେ ପ-ନି-କି ଚୋ-ଟ ପଛରେ ମୋବାଇଲ ନା ଆଉ ଇଛି କାରଣ ରହିଛି ତାର ପର୍ଦ୍ଦାଫାସ ହେବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button