IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମୋ ପୁଅ ଆଦିତ୍ୟକୁ ମାରିଛି ବିକାଶ, ଆଉ ଏବେ ତା ଆଶ୍ରମକୁ ତଳିତଳାନ୍ତ କରିବାକୁ ଲାଗିପଡିଛି…Adityaଙ୍କ ମା’ ଆଣିଲେ ସାଂଘାତିକ ଅଭିଯୋଗ

ନମସ୍କାର ବନ୍ଧୁଗଣ, ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ ମାନବ ପ୍ରେମୀ ଆଦିତ୍ୟ ଙ୍କୁ । ତାଙ୍କର ମୃ-ତ୍ୟୁ କୁ ନେଇ ସାରା ଓଡିଶାରେ ଖୁବ ଚର୍ଚ୍ଚା ଲାଗି ରହିଥିଲା । ଆଉ ଆଦିତ୍ୟ ଙ୍କ ଯିବା ପରେ ସେ ଗଢିଥିବା ଆଶ୍ରମ କୁ ତାଙ୍କ ସ୍ତ୍ରୀ, ମା ଚଲାଉଛନ୍ତି । ଆଉ ତାଙ୍କର ସହଯୋଗୀ ଭାବେ ଆଦିତ୍ୟ ଙ୍କ ସାଙ୍ଗ ବିକାଶ ମଧ୍ୟ ଏହି ଆଶ୍ରମର ଦେଖାଶୁଣା କିଛି ଦିନ କରିଥିଲେ ।

କିନ୍ତୁ ପରେ ବିକାଶର ପ୍ରକୃତ ଚେହେରା ସମସ୍ତଙ୍କ ଆଗକୁ ଆସିଥିଲା । ଆଉ ଏବେ ଏବେ ଗଣମାଧ୍ୟମ ରେ ବିକାଶ କୁ ନେଇ ଏଭଳି କିଛି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଆଦିତ୍ୟ ଙ୍କ ମା । ଆଦିତ୍ୟ ଙ୍କ ମା ଗଣାମଧ୍ୟମ ରେ କହିଛନ୍ତି ଯେ “ଆମ ଆଶ୍ରମକୁ ନ ଆସି ତାର ପ୍ଳାନ ଥିଲା ନିଜର ଆଶ୍ରମ ବନାଇବା ପାଇଁ । ସେଥିପାଇଁ ମୋ ପୁଅ ଆଦିତ୍ୟର ଓମିନୀ ଗାଡି, ପଙ୍ଖା, ରୋଷେଇ ସାମଗ୍ରୀ ସବୁ ଘରେ ରଖୁଥିଲା ।

ଏହା ସବୁ ଆଗକୁ ପ୍ଳାନ ଥିଲା ବିକାଶର । ଅଫିସରୁ ଆଲମାରି, ଘଣ୍ଟା ସବୁ ନେଇଯାଇଛି ଆଦିତ୍ୟ । ଆମେ ଆଶ୍ରମରେ ଅନେକ ବୃଦ୍ଧ ବୃଦ୍ଧାଙ୍କୁ ଆଣି ରଖିଲୁ । ତାଙ୍କର ସେବା ଯତ୍ନ ମୋ ଆଦିତ୍ୟ କରିଲା । ତା ପରେ ବିକାଶ ତାଙ୍କୁ ଶିଖାଇକି ଆମ ନାଁ ରେ ମିକ କହିବାକୁ କହିଥିଲା । ଯାହା ନକ୍ଷତ୍ର ଟିଭିରେ ମିଛ ଖବର ପ୍ରଚାର ହୋଇଥିଲା । ଯେଉଁ ଦିନ ମଉସା ମାଉସୀଙ୍କୁ ବିକାଶ ନେଇକି ଗଲା ସେଦିନ ଆମେ ଥାନାରେ ଏତାଲା ଦେଇଥିଲୁ ।

ମୁଁ ମାନବ ପ୍ରେମୀ ଆଦିତ୍ୟା ଦାସ ର ମା କହୁଛି ଯଦି ବିକାଶର ମନରେ କପଟ ନାହି ତେବେ ସେ ଆଶ୍ରମକୁ ହାସଲ କରିବାକୁ ଚାହୁଁଛି କାହିଁକି ? ଆଜି ମୋ ମନ ଡାକୁଛି ମୋ ପୁଅ ଯେଉଁ ଆଶ୍ରମରେ ରହିଛି ସେହି ଆଶ୍ରମ ସାମନାରେ ସେହି ଆଦିତ୍ୟ ଆଗରେ କହୁଛି ବିକାଶ ହିଁ ମୋ ପୁଅ କୁ ମା-ରି-ଛି । ଏଟା ପ୍ରକୃତ ସତ କଥା । ସେ ଯଦି ଆଦିତ୍ୟକୁ ମା-ରି ନାହି ତେବେ କାହିଁକି ଆମକୁ ଏମିତି ହାଇରାଣ କରୁଥିଲା ।

ଆଉ ଏବେ ମୋ ପୁଅ ଆଦିତ୍ୟ ଯିବା ପରେ ଆଶ୍ରମକୁ ତଳି ତଳାନ୍ତ କରିବାରେ ଲାଗି ପଡିଛି । ବିକାଶ ଅନାଥ ଆଶ୍ରମରେ ରହୁଥିବା ବୃଦ୍ଧ ବୃଦ୍ଧା ଙ୍କ ଠାରୁ ସବୁ ଖାଇବା ଜିନିଷ ଠାରୁ ଆରମ୍ଭ କରି ଅନେକ ଜିନିଷ ନେଇ ତା ଘରେ ପୁରାଉ ଥିଲା । ବିକାଶ ନାଁ ରେ କେହି ଅଭିଯୋଗ କରିଥିଲେ ମୁଁ ତାକୁ ଗା-ଳି ଦେଇଛି । ମୋ ପୁଅ ଆଦିତ୍ୟ ବୁଢା ବୁଢୀ ମାନଙ୍କର ବହୁତ ସେବା କରିଛି ।

 

କିନ୍ତୁ ବିକାଶ ଲୋକଙ୍କୁ ଚିକିତ୍ସା କରାଇବା ବାହାନାରେ ଲୋକ ଙ୍କୁ ଲୁଟିବାରେ ଲାଗିଛି । ଲୋକଙ୍କର ଚିକିତ୍ସା ନ କାରୟ ଏବେ ଆଶ୍ରମକୁ ହଡପ କରିବାରେ ଲାଗି ପଡିଛି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button