IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମଙ୍ଗଳବାର ଲୁଣର ଏହି ଉପାୟ ବନେଇଦିଏ ଆପଣଙ୍କୁ କୋଟିପତି, ଥରେ ନିଶ୍ଚୟ କରିକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଖାଦ୍ୟର ସ୍ଵାଦକୁ ଯେଭଳି ଲୁଣ ବଢାଇ ଦେଇଥାଏ ସେହିଭଳି ଆପଣଙ୍କ ଜୀବନରେ ସୁଖକୁ ମଧ୍ୟ ଲୁଣ ବଢାଇବାରେ ସାହାର୍ଯ୍ୟ କରିଥାଏ । ଲୁଣ ସହ ଏଭଳି କିଛି ଚମତ୍କାରୀ ଉପାୟ ଅଛି ଯାହାକୁ ଆପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଯେଉଁ ଉନ୍ନତି ହେବାକୁ ଲାଗିଥାଏ ତାହାକୁ ଆପଣ ବିଶ୍ଵାସ କରିପାରିବେ ନାହିଁ । ଜୀବନରେ ଅଭାବ ଅସୁବିଧାରୁ ମୁକୁଳିବା ପାଇଁ ନିଶ୍ଚୟ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଥିବା ଲୁଣର ଉପାୟକୁ କରନ୍ତୁ ଆଉ ଧନବାନ ହୁଅନ୍ତୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ଏହି ଉପାୟଟିକୁ କରିବା ପାଇଁ ୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ ନାଲି ଲଙ୍କା, ଏକ ପ୍ୟାକେଟ ଲୁଣ, ଶହେ ଗ୍ରାମ ସୋରିଷ ତେଲ ଏବଂ ଏକ ବୋତଲ ପାଣି ନିଅନ୍ତୁ । ଏହି ସବୁ ସାମଗ୍ରୀକୁ ଆପଣ ମଙ୍ଗଳବାର ଦିନ ନେଇ କୌଣସି ପୁରୁଷ କିମ୍ବା ମହିଳାଙ୍କୁ ଦାନ କରିଦିଅନ୍ତୁ । ଏବଂ କାହାକୁ କିଛି ନ କହି ଚୁପ ଚାପ ଆପଣଙ୍କ ଘରକୁ ଚାଲିଆସନ୍ତୁ ।

ଆପଣ ଏହି ଉପାୟଟି କରିବା ଦ୍ଵାରା ଆପଣଙ୍କ ଭାଗ୍ୟର ସୂର୍ଯ୍ୟ ଉଦୟ ହେବ ଚାକିରି ଏବଂ ବ୍ୟାପାରରେ ଉନ୍ନତି ହେବ । ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆକର୍ଷିତ ହୋଇ ଆସିବେ । ଆପଣଙ୍କ ଘର ପରିବାର ଭିତରେ ଖୁସିର ଆଗମନ ହେବ । ଭଗବାନ ଶନିଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ । ଆପଣଙ୍କ ବୃହସ୍ପତି ଗ୍ରହ ମଜବୁତ ହୋଇଯିବ । ଆପଣଙ୍କ ଶୁକ୍ର ଗ୍ରହ ବି ମଜବୁତ ହେବ ।

ଏହି ଉପାୟ ଆପଣଙ୍କୁ ଏତେସବୁ ଲାଭ ଦେବ କି ତାହାର କଳନା ମଧ୍ୟ ଆପଣ କରିପାରିବେ ନାହିଁ । ଆପଣଙ୍କ ଜୀବନରେ ଯେତେ ଅଧିକ ଖରାପ ପରିସ୍ଥିତି ଥାଉ ନା କାହିଁକି ଆପଣ ଯେତେ ବି ଗରିବ ହୁଅନ୍ତୁ ନା କାହିଁକି ବାସ ଆପଣ ଏହି ଉପାୟଟିକୁ କରିବା ଦ୍ଵାରା ସମସ୍ତ ସମସ୍ୟା ଆପଣଙ୍କ ଜୀବନରୁ ଦୂର ହୋଇଯାଏ । ଆପଣ ଏହି ଉପାୟଟିକୁ କରିବା ପୂର୍ବରୁ କାହାକୁ ମଧ୍ୟ ଜଣାଇବା ଉଚିତ ନୁହେଁ ।

କାହାକୁ କିଛି ନ କହି ଆପଣ ଏହି ଉପାୟ କରିବା ଦ୍ଵାରା ହିଁ ଫଳ ପାଇପାରିବେ । ଆପଣ ଯେଉଁ କାମରେ ବି ହାତ ଦେବେ ତାହା ଆପଣଙ୍କର ସଫଳ ହେବ । କରଜରୁ ସହଜରେ ମୁକ୍ତି ପାଇବେ । ଆପଣ ନିଜ ଘରେ ସର୍ବଦା ଲୁଣକୁ କାଚର ପାତ୍ରରେ ରଖିବା ଉଚିତ । ଏହାକୁ ବହୁତ ଅଧିକ ଶୁଭ ମନାଯାଏ ।

ଶାସ୍ତ୍ର ଅନୁଯାୟୀ ଆପଣ ଧ୍ୟାନ ରଖନ୍ତୁ ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନେବା କିମ୍ବା ଦେବା ଉଚିତ ହୋଇନଥାଏ । ଯଦି ଆପଣ ଏହି ସମସ୍ତ କଥାକୁ ମନେ ରଖିବେ ତେବେ ଆପଣଙ୍କ ପାଇଁ ଲାଭଦାୟୀ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button