ଘର ଭିତରେ ମ-ରି ପଡିଛନ୍ତି ପୁରା ପରିବାର, କାନ୍ଦି କାନ୍ଦି ପରିବାର ଲୋକେ ଯାହା କହୁଛନତି ଶୁଣି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ କୋରାପୁଟ ଜିଲ୍ଲା ରେ ଘଟିଛି ଲୋମ ହର୍ଷଣକାରି ଘଟଣା । ଗୋଟେ ଜାଗାରେ 3ଟି ମ-ର ଶ-ରୀ-ର ପଡିଛି । କୋରାପୁଟ ଲକ୍ଷ୍ମୀପୁର ଥାନା ତୋୟାପୁଟରୋ ଗୋଟିଏ ଘରୁ ମିଳିଛି ସ୍ବାମୀ, ସ୍ତ୍ରୀ ଏବଂ ଛୁଆର ମୃ-ତ ଦେହ । ସ୍ବାମୀ ଲି-ଙ୍ଗ ବିଷୋଇ ଙ୍କ ମୃ-ତ ଦେ-ହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପାଖରେ ଥିବା ସୋଫା ରୁ ସ୍ତ୍ରୀଙ୍କ ମୃ-ତ ଦେହ ମିଳିଛିା ଛୋଟ ଛୁଆର ମ-ର ଶ-ରୀ-ର ସୋଫା ତଳେ ପଡ଼ି ରହିଛି ।

ଏଭଳି କିଛି ଛାତି ଥରିଲା ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଲକ୍ଷ୍ମୀପୁରା ବ୍ଲକ ଅନ୍ତର୍ଗତ ତୋୟାପୁଟୋରୋ ଗାଁରେ । ଏ ନେଇ ମୃ-ତ-କ ଙ୍କ ବଡ ଭାଇ କହିଛନ୍ତି ଯେ ଆମେ ଘରକୁ ଆସି କବାଟ ବାଡେଇଲୁ କିନ୍ତୁ କେହି ଫିଟାଇଲେ ନାହି । ମୋ ଭାଇ ଏବେ ଏବେ ନୂଆ ଗାଡି କିଣିଥିଲା । ଭଲ ବିଜେନ୍ସ କରିଥିଲା । ତାର କଣ ସମସ୍ଯା ଥିଲା ଆମକୁ କିଛି କହି ନାହି ।
ଏହା ସହ ମୃତକ ଙ୍କ ଶ୍ଵଶୁର କହିଛନ୍ତି କି ଏ ବିଷୟରେ ମୁଁ କିଛି ଜାଣି ନାହି । ଆମକୁ 6ଟା ବେଳକୁ ଫୋନ ଆସିଲା ତା ପରେ ଆମେ ଆସି ପହଞ୍ଚିଲୁ । ମୋ ଝିଅର ବାହାଘର 3 ରୁ 4 ବର୍ଷ ହୋଇଛି । ସବୁ ଭଲରେ ଥିଲେ । ଆମ ଘରକୁ ଯିବା ଆସିବା କରୁଥିଲେ ଝିଅ ଜ୍ଵାଇଁ । ଗତ କାଲି ଆମେ କାହା ସହ କଥା ହୋଇ ନାହୁଁ । ପହର ଦିନ ମୁଁ ଝିଅ ସହ କଥା ହୋଇଥିଲି । ଆଉ ନରମାଲ କଥା ହୋଇଥିଲା ଝିଅ ।

ଏମିତି କାହିଁକି ଘଟିଲା ଆମେ କିଛି ଚିନ୍ତା କରିପାରୁ ନାହୁଁ । ଉଭୟଙ୍କ ମଧ୍ୟରେ କିଛି ବି ପାରିବାରିକ ବିବାଦ ନ ଥିଲା ସବୁ ଭଲ ଥିଲା । ଲିଙ୍ଗରାଜ ବିଶୋଇ ଙ୍କ ବାପା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ଯେ ମୋ ପୁଅ, ବୋହୁ ନାତୁଣୀ ଗଳା ର ହାର ଥିଲେ । ସବୁ ଭଲ ଥିଲା । ମୁଁ ଆଉ ମୋ ସ୍ତ୍ରୀ, ବଡ ପୁଅ ଦୋକାନ କୁ ଯାଇ ବେପାର କରୁଥିଲୁ । ଆଜି ସକାଳେ ଆମେ ମିସିକି ଖାଇଛୁ ।
କିନ୍ତୁ ଘରକୁ ଫେରି ଦେଖିଲା ବେଳକୁ 3 ଜଣଙ୍କର ମୃ-ତ ଶ-ରୀ-ର ପଡିଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃ-ତ ଶ-ରୀ-ରକୁ ଉଧାର କରିବା ସହ ଯାଞ୍ଚ ଆରମ୍ଭ କରିଛି । ତେବେ ଏଭଳି ଘଟଣା କାହିଁକି ଘଟିଲା କେମିତି ହେଲା ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।




