ମୃତ ସ୍ତ୍ରୀ ନାଁ ରେ ଏଭଳି ଅଭୋଯୋଗ ଲଗାଇଲେ ସ୍ଵାମୀ, କହିଏଲ “ସ୍ତ୍ରୀ ଧମକାଉଥିଲା, ଯଦି ଡିଭୋର୍ସ ନେବୁ ତାହେଲେ ଛୁଆକୁ…” ଦେଖନ୍ତୁ Video

ବନ୍ଧୁଗଣ ଜଣେ ବ୍ୟକ୍ତିଙ୍କ ଦ୍ଵିତୀୟ ସ୍ତ୍ରୀ ତାଙ୍କ ପ୍ରଥମ ସ୍ତ୍ରୀର ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ଏବେ ବିବାଦ ଦେଖାଯାଇଛି । ଏନେଇ ବ୍ୟକ୍ତି ଜଣକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ “ଦେଢ ବର୍ଷ ଭୀତରେ 90% ମୋ ସ୍ତ୍ରୀ ତାଙ୍କ ଘରେ ବିତାଇଛି ତାହେଲେ ଏ ସବୁ ଦୋଷର କାରଣ କିଏ ? ଗୋଟେ ଝିଅର ଘର ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ଝିଅର ମା । ଏଟା ସବୁ ଜାଗାରେ ହେଉଛି ।

ଯେଉଁ ଘରେ ଝିଅର ମା ମୁଣ୍ଡ ପୁରାଇଲା ସେଟା ଭାଙ୍ଗିବ ହିଁ ଭାଙ୍ଗିବ । ସବୁବେଳେ ମୋ ପରିବାରକୁ କୁକୁର ମା କଡା ଭଳି ବ୍ୟବହାର କରେ ମୋ ସ୍ତ୍ରୀ ର ପରିବାର । ମୁଁ ଆଉ କାହାର ନାଁ ରେ ଅଭିଯୋଗ କରିବି ଆଗରୁ କରିଥିଲି ଏବେ କାହା ପାଇଁ କରିବି । ସେ ମୋତେ ମାରିଲା ନାହି ସେ ଜାଣିଛି ମୋତେ ମାରି ଦେଲେ କିଛି ହେବନି । ସେ ମାରିଦେଲା ମୋ ପୁଅକୁ । ସେ ଜାଣିଥିଲା ପ୍ରଥମ ସ୍ତ୍ରୀକୁ ମୁଁ ଭଲ ପାଇ ବାହା ହୋଇଥିଲି ।
ସେ ମୋ ପୁଅକୁ ମାରି ଦେଲା କାରଣ ମୁଁ ଯେମିତି ଜୀବନସାରା କାନ୍ଦି କାନ୍ଦି ମରିବି । କାହାକୁ ଦାୟୀ କରିବି ମୁଁ ଯାହାକୁ ଦାୟୀ କରିବା କଥା ସେ ତ ମରିଗଲା ନାଁ । ତାଙ୍କ ପରିବାର ଲୋକ ତା ଜୀବନ ବରବାତ କରିଦେଲେ । ମୋ ସ୍ତ୍ରୀକୁ ବାରମ୍ବାର ବୁଝାଇଛି ଯେତିକି ଦରକାର ସେତିକି ପରିବାର ସହ ମିଶିବାକୁ କିନ୍ତୁ ସେ ଶୁଣିଲା ନାହି । ପ୍ରେତକ ଦିନ ଚୋରୁ ଛୋଟ ଘଟଣା ଘର ଲୋକଙ୍କୁ କୁହେ ମୋ ସ୍ତ୍ରୀ ।

ସେମାନେ କଣ ମୋ ସ୍ତ୍ରୀକୁ ଶିଖାଇବେ ସେ ମୋ ସହ ଦୁଇ ଦିନ କଥା ହେବନି । ମୁଁ ଗୋଟେ ମଲ୍ଟି ନ୍ୟାସନାଲ ଇଞ୍ଜିନିୟର କମ୍ପାନୀରେ ସେଲ୍ସରେ ଅଛି । ମୋ ଶ୍ଵଶୁର ଘର ଲୋକେ କହୁଛନ୍ତି ମୁଁ ମୋ ସ୍ତ୍ରୀ କୁ ପୋଷିପାରୁ ନାହି ସେଥିପାଇଁ ମୁଁ ଘରୁ ପଳାଇ ଥିଲି । ଯଦି ସବୁ କଥାରେ ମୋ ସ୍ତ୍ରୀ ର ବାପା ତାକୁ ପୋଷୁଛୁ ସେଥିପାଇଁ ମୁଁ କହିଥିଲି ସେ ମୋ ପାଖରେ କାହିଁକି ରହିବ ।
କେତେବେଳେ ଛୁଆକୁ ପୋଷୀ ପାରୁନି କେତେବେଳେ ସ୍ତ୍ରୀ କୁ ପୋଷୀ ପାରୁନି ମୁଁ ପଇସା ତା ହେଲେ କରୁଛି କଣ ? ଆମର ଝଗଡା ହେଲା ମୋ ସ୍ତ୍ରୀ କୁହେ ମୁଁ ମରିଜିବି ତୋ ଛୁଆକୁ ମାରି ଦେବି । ପ୍ରତି କଥାରେ ସେ ଡିଭୋର୍ସ କଥା ଉଠାଏ । ମୁଁ ଯେତେବେଲେ ଅତି ବିରକ୍ତ ହୋଇ ଥାନାରେ ତା ନାଁ ରେ ଏଫାୟାର ଦେଲି ସେ ମୋତେ ଧମକ ଦେଲା ଯଦି ତୁ ଡିଭୋର୍ସ ଦେବୁ ତୋ ଛୁଆକୁ ମାରି ଦେବି ।
ଏଟା 6 ମାସ ତଳର କଥା ହେଲାଣି ଆଜିର କଥା ନୁହେଁ । ଯେଉଁ ଝିଅ ସୁସାଇଟ ପାଇଁ ପଦକ୍ଷେପ ନେଇ ପାରୁଛି ସେ ମୋ ନାଁ ରେ କଣ ଥାନାରେ ଯାଇ ଏଫାୟାର ଦେଇ ପାରିଲା ନାହି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।




