IBN ଓଡ଼ିଶା ବ୍ୟୁରୋ

କେବଳ 5 ମିନିଟ ପର୍ଯ୍ୟନ୍ତ ଏହି ଆଙ୍ଗୁଠି ଦବାଇ ରଖନ୍ତୁ, ଏହାପରେ ଜାଣିଯିବେ ଆଙ୍ଗୁଠି ଦବାଇବାର ଆଶ୍ଚର୍ଯ୍ୟ କରିଦେବା ଭଳି ଫାଇଦା

, ଆମ ଶରୀର କୁ ସୁସ୍ଥ ସବଳ ରଖିବାର ଶକ୍ତି ଆମ ଶରୀରର ଭିତରେ ହିଁ ରହିଥାଏ । ଯାହା ବିଷୟରେ ଆମେ ଅଜ୍ଞ ରହିଥାଉ , କିନ୍ତୁ ଯଦି ଆମେ ଏହାର ପ୍ରୋୟଗ କରୁ  ତେବେ ଅନେକ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇଥାଉ । ଆୟୁବେଦ ଅନୁସାରେ ଆମ ଶରୀର ପଞ୍ଚଭୂତ ରେ ଗଠିତ ହୋଇଥାଏ । ଯେ ପଯ୍ୟନ୍ତ ଏହା ସମତୁଲ ରହିଥାଏ ଆମ ଶାରୀର ମଧ୍ୟ ସୁସ୍ଥ ରହିଥାଏ ।

 

ଏହାର ଅସମତୁଳ ଯୋଗୁ ଥାଇରଏଡ , ମୋଟାପଣ , ଡାଇବେଟିସ , ବ୍ଲଡ଼ ଫ୍ରେସର ଆଦି ସମସ୍ୟା ଦେଖାଯାଇଥାଏ । ଯଦି ଆପଣମାନ ଏହି ସବୁ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଆଜି ମୁଁ ଯେଉଁ ଉପାୟ କହିବି ତାହାକୁ ନିହାତି କରନ୍ତୁ । ଆପଣ ଦେଖିବେ ଏହି ସାମାନ୍ଯ ଉପାୟ ଆପଣଙ୍କ ସମସ୍ତ ରୋଗ କୁ ଦୂର କରିଥାଏ । ଆମର ପୂର୍ବପୁରୁଷ ମାନେ ଆଗରୁ ଏହି ଉପାୟ କୁ ଜାଣିଥିଲେ  ଏବଂ ଏହାକୁ କରି ସୁସ୍ଥ ଜୀବନ ଅତିବାହିତ କରୁଥିଲେ ।

ଆସନ୍ତୁ ଜାଣିବା ଏହି ଟେକନିକ୍  ସମ୍ବନ୍ଧରେ । ତାହା ହେଉଛି ସୂର୍ୟ ମୁଦ୍ରା ଯାହାକୁ କରିବା ଦ୍ଵାରା ସୂର୍ଯ୍ୟଙ୍କ ତେଜ ଭଳି ଆପଣଙ୍କ ଶରୀର ମଧ୍ୟ ତେଜମାୟୀ ଏବଂ ଅଧିକ ଶକ୍ତିଯୁକ୍ତ ହୋଇଥାଏ । ଏହି ମୁଦ୍ରା କୁ କରିବା ଦ୍ଵାରା ଶରୀର ଯେଉଁ ଅଂଶରେ ଅସନ୍ତୁଳନ ରହିଥାଏ ତାହା ସନ୍ତୁଳିତ ହୋଇଯାଇଥାଏ । ଆମ ଶରୀର ପ୍ରାୟ ସମସ୍ତ ରୋଗ ପେଟ ବାଟେ ହୋଇଥାଏ , କାରଣ ଆନେ ଖାଇଥିବା ଖାଦ୍ୟ ଭଲଭାବରେ ହଜମ ହୋଇନଥାଏ ।

 

ଯଦି ଆମେ ସୂର୍ଯ୍ୟ ମୁଦ୍ରା କୁ କରିବା ପେଟ ସମସ୍ୟା ଦୂର ହୋଇଥାଏ । ସୂର୍ଯ୍ୟ ମୁଦ୍ରା କୁ କରିବା ଦ୍ଵାରା ଓଜନ ଦ୍ରୁତ ଗତିରେ କମି ଥାଏ । ଏହାକୁ କରିବାର ପ୍ରଥମ ଦିନତୁ ଆପଣ ଜାଣିପାରିଥାନ୍ତି । ସୂର୍ଯ୍ୟ ମୁଦ୍ରା କୁ କରିବା ଦ୍ଵାରା  ସୂର୍ଯ୍ୟଙ୍କ ପରି ଆମ ମୁହଁ ପ୍ରକାଶିତ ହୋଇଥାଏ । ସୂର୍ଯ୍ୟଙ୍କ ମୁଦ୍ରା କୁ କରିବା ଦ୍ଵାର ମାସିକ ଋତୁସ୍ରାବ ନିୟନ୍ତ୍ରଣ ହୋଇଥାଏ ।

 

ଏହା ହୃଦୟ ସମ୍ବନ୍ଧିତ ସମସ୍ୟା କୁ କମ୍ କରିଥାଏ କାରଣ ଏହା ଆମ ଶରୀରରେ ଥିବା ମନ୍ଦ କୋଲୋଷ୍ଟ୍ରୋଲ କୁ ବାହାର କରିଥାଏ । ସୂର୍ଯ୍ୟ ମୁଦ୍ରା କୁ କରିବା ଆପଣଙ୍କ ଡାଇବେଟିସ ସମସ୍ୟା କୁ ଆସିବାକୁ ଦେଇନଥାଏ । ଯେଉଁମାନଙ୍କ ଥଣ୍ଡା , କାଶ , ଗଣ୍ଠି , ଆଣ୍ଠୁ ବିନ୍ଧା ରହିଥାଏ ସେମାନେ ସବୁ ଦିନ ଏହାକୁ କରିବା ନିହାତି ଜରୁରୀ ହୋଇଥାଏ ।

ଅନେକ ଲୋକମାନେ କାମ କରିବାକୁ ଅଳସୁଆ ଅନୁଭବ କରିଥାନ୍ତି ସେମାନେ ଏହି ସୂର୍ଯ୍ୟଙ୍କ ମୁଦ୍ରା କୁ କରିବା ଉଚିତ୍ । ଏହା ଦ୍ଵାରା ସେମାନଙ୍କ ଅଳସୁଆ ଦୂର ହୋଇଥାଏ । ଆମ ପରି ଆଙ୍ଗୁଠିକୁ ହାତ ପାପୁଲି ରେ ଦବାଇ ରଖିଲେ ଏହାକୁ ଆମେ ସୂର୍ୟ ମୁଦ୍ରା କହିଥାଏ । ସକାଳ ଖାଲି ପେଟ ଥିବା ସମୟରେ ଏହାକୁ କରିବା ଆମ ଶରୀର ପାଇଁ ଉପଯୁକ୍ତ ହୋଇଥାଏ । ଏହା ନିଶ୍ଚିତ ସବୁ ଦିନ କରିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button