IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ କେମିତି ବଢ଼େଇବେ ଆପଣଙ୍କର ମୁହଁର ସୌନ୍ଦର୍ଯ୍ୟ! ଦେଖନ୍ତୁ Ajira Anuchinta

ବନ୍ଧୁଗଣ ଆଜିକାଲି ଝିଅ ମାନେ ମହିଳା ମାନେ ବଜାର ରେ ମିଳୁଥିବା କସମେଟିକ ଜିନିଷ ର ଅଧିକ ବ୍ୟବହାର କରୁଛନ୍ତି । କାରଣ ମୁହଁ ରଙ୍ଗ ଗୋରା ହେବ ବା କଳା ଦାଗ ଛଡାଇବା ପାଇଁ ବା ମୁହଁ କୁ ସୁନ୍ଦର କରିବା ପାଇଁ କସମେଟିକ ଜିନିଷ ର ପ୍ରୟୋଗ କରୁଛନ୍ତି । ଯାହା ଫଳରେ କିଛି ସମୟ ପାଇଁ ମୁହଁ ରେ ଗ୍ଲୋ ଆସି ଅଯାଉଛି ଆବ ସେମାନେ ସୁନ୍ଦର ଦେଖା ଯାଉଛି । କିନ୍ତୁ ପରେ ମୁହଁ ରେ ଅନେକ ସାର ସମସ୍ଯା ଦେଖା ଯାଉଛି । ଯେମିତି କି ପିମ୍ପଲ ହେବା, କଳା ପଡିଯିବା, ବ୍ରଣ ହେବା ଇତ୍ୟାଦି ସମସ୍ଯା ।

ଯାହା ଫଳରେ ଝିଅ ମାନେ ଅନ୍ୟ କିଛି କସମେଟିକ ଜିଇସ ବ୍ୟବହାର କରିଥାନ୍ତି ଏହା ଦୂର କରିବା ପାଇଁ । କିନ୍ତୁ ଯଦି ଅଧିକ ରିୟାକସନ ହୋଇଯାଏ ତେବେ ଡାକ୍ତର ଙ୍କ ପରାମର୍ଶ ନେଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ବିନା କସମେଟିକ ରେ ମୁହଁ ରେ ସୌନ୍ଦର୍ଜ୍ୟ ଆସି ପାରିବ । ପ୍ରତି ଦିନ ସକାଳୁ ଉଠିବା ପରେ ଅଳ୍ପ ଟିକେ କଞ୍ଚା କ୍ଷୀର ରେ ଫାଳେ ଲେମ୍ବୁ ଚିପୁଡି ଦିଅନ୍ତୁ ।

କଞ୍ଚା କ୍ଷୀର ଓ ଲେମ୍ବୁ ର ରସ କୁ ମୁହଁ ରେ ଗୋଟେ ମାସ ଲଗାତାର ଲଗାନ୍ତୁ । ଦେଖିବେ ମୁହଁ ରେ ସୌନ୍ଦର୍ଜ୍ୟ ଦୁଇ ଗୁଣା ବଢିଯିବ । ଏହି କଥା ଟି ଲକ୍ଷଣ ମିଶ୍ର ଙ୍କ ଯୋଗମାୟା ବହି ରେ ଏହା ଲେଖା ଅଛି । ତେବେ କଞ୍ଚା କ୍ଷୀର ଆମ ସ୍କିନ ପାଇଁ ବହୁତ ଭଲ ହୋଇଥାଏ । ଆଉ ଲେମ୍ବୁ ରେ ଭିଟାମିନ-ସି ମଧ୍ୟ ରହିଥାଏ ଯାହା ଆମ ସ୍କିନ କୁ ସଫ୍ଟ କରିବାରେ ସହାୟକ ହୋଇଥାଏ । ତେବେ ଝିଅ ମାନେ ମହିଳା ମାନେ ଯଦି କସମେଟିକ ଜିନିଷ ର ପ୍ରୟୋଗ ଅଧିକ କରୁଛନ୍ତି ତେବେ ତାହାକୁ ବନ୍ଦ କରି ଦିଅନ୍ତୁ ।

ଆଉ ଏହି ଛୋଟ ଉପାୟ ଟି ନିଶ୍ଚୟ ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କ ମୁହଁ ରେ ଥିବା ବ୍ରଣ, କଳା ଦାଗ, ପିମ୍ପଲ ଭଳି ସମସ୍ଯା ବହତ ଜଲ୍ଦି ଦୂର ହୋଇଯିବ । ଏହି ଟିପ୍ସ ଟି ଆପଣ ମାନେ ପୁରା ୧ ମାସ ଯାଏଁ ଲଗାତାର କରନ୍ତୁ । ଦେଖିବେ ଆପଣ ମୁହଁ ରେ ଗ୍ଲୋ ଆସିବ ଆପଣ ପୂର୍ବର ପେକ୍ଷା ଆହୁରି ଅଧିକ ସୁନ୍ଦର ଦେଖାଯିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button