IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆପଣଙ୍କର କୋଟି କୋଟି ଟଙ୍କା ଥିଲେ ବି ଏହି ଅଭ୍ୟାସ ତୁମକୁ କରିଦେବ କାଙ୍ଗାଳ! ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆପଣ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ବି ଏହି ସବୁ ଅଭ୍ୟାସ ଆପଣଙ୍କୁ କରି ଦେବ କାଙ୍ଗାଳ । ଯେତେ ରୋଜଗାର କରିଲେ ବି କିଛି ଆପଣଙ୍କ ପାଖରେ ରହିବ ନାହି ସବୁ କୁଆଡେ ପଳେଇବ କିଛି ବି ଜାଣି ପାରିବେ ନାହି । ଆଉ ସର୍ବ ଶେଷରେ ଦେଖିଲା ବେଳକୁ ଆପଣ ପୁରା କାଙ୍ଗାଲ ହୋଇ ଯାଇଥିବେ । କଣ ଆପଣ ଙ୍କ ପାଖରେ ଏଭଳି କିଛି ଅଭ୍ଯାସ । ତେବେ ଆସନ୍ତୁ ଜାଣିବା କେଉଁ ଅଭ୍ଯାସ ଆପଣଙ୍କୁ କରି ଦେବ କାଙ୍ଗାଳ ।

ଗରୁଡ ପୁରାଣକୁ ସନାତନ ଧର୍ମରେ ବଡ ପୁରାଣ ବୋଲି ମାନା ଯାଇଥାଏ । ଏହାର ମୁଖ୍ୟ ଦେବତା ହେଉଛନ୍ତି ଭଗବାନ ବିଶୁଣୁ । ଲୋକଙ୍କ କହିବା ଅନୁଯାୟୀ ଗରୁଡ ପୁରାଣରେ ଗୋଟିଏ ବ୍ଯକ୍ତିର ଜୀବନକୁ ସରଲା କରିବାର ସବୁ ଉପାୟ ଲେଖା ଅଛି । ଯିଏ ଏହି ଉପାୟକୁ ଅନୁସରଣ କରିବ ସେହି ସଫଳତା ପାଇବେ । ଏହି ପୁରାଣରେ ଭଗବାନ ବିଶୁଣୁ ବହନ ଗରୁଡ ଓ ନାରଦ ଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ପୁରା କଥା ଲେଖାଅଛି । ତେବେ ଗରୁଡ ପୁରଣର ୫ଟି କଥା ଯାହା ଆପଣଙ୍କୁ ଭିକାରି କରି ଦେବ ଆସନ୍ତୁ ଜାଣିବା ତାହା କଣ ।

୧- ଯଦି ଆପଣ ଭିକାରି ହେବାକୁ ଚାହୁଁ ନାହନ୍ତି ତେବେ ଭଲ କପଡା ପିନ୍ଧନ୍ତୁ । ଆଦି କେହି ମଇଳା କପଡା ପିନ୍ଧେ ତେବେ ମା ଲକ୍ଷ୍ମୀ ସେଠାରୁ ଦୂରେଇ ରୁହନ୍ତି । ମା ଲକ୍ଷ୍ମୀ ଙ୍କୁ ସଫା ସୁତୁରା ବହତୁ ପସନ୍ଦ ହୋଇଥାଏ । ମା ଲକ୍ଷ୍ମୀ ସଫା ପରିବେଶରେ ବାସ କରନ୍ତି ।

୨- ଗରୁଡ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଅନ୍ୟର ଖରାପ ଗୁଣ ବାହାର କରିବାକୁ ଚେଷ୍ଟା କରିଥାଏ ତା ଜୀବନରେ ଦାରିଦ୍ରତା ସବୁ ବେଳେ ଭରି ରହିଥାଏ । ବିନା କାରଣରେ ଅନ୍ୟ ଉପରେ ରାଗିବା ବା ଅନ୍ୟର ଖରାପ ଚିନ୍ତା କରିଲେ ବ୍ୟକ୍ତି କାଙ୍ଗାଳ ହୋଇଯାଏ ।

୩- କଥାରେ ଅଛି ଆମେ ଆମ ଜୀବନରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଉଚିତ । ଗରୁଡ ପୁରାଣ ଅନୁଯାୟୀ ଅଧିକ ସମୟ ସୋଇ ରହିଲେ ବ୍ୟକ୍ତି ଅଳସୁଆ ହୋଇଯାଏ । ଏଭଳି ବ୍ୟକ୍ତିଙ୍କ ଜୀବନରେ ଅନେକ ସୁବିଧା ଆସିଥାଏ । ଏଥିପାଇଁ ଆପଣ ମାନେ କରୁଥିବା କାମରେ ଅଳସପଣ ଦେଖା ଦେଇଥାଏ ।

୪- ଯେଉଁ ମାନେ ଧନକୁ ନେଇ ଅନ୍ୟ ଆଗରେ ଗର୍ବ କରନ୍ତି ସେମାନେ ବହୁତ କମଜୋର ହୋଇଥାନ୍ତି । ଏମାନଙ୍କ ଘରେ ମା ଲକ୍ଷ୍ମୀ ଅଧିକ ଦିନ ଯାଏଁ ତିଷ୍ଠି ରୁହନ୍ତି ନାହି ।

୫- ଏହା ଛଡା ଯଦି କେହି ପରିଶ୍ରମ କରିବାରୁ ଠକାନ୍ତି ବା ତାଙ୍କୁ ଦିଆ ଯାଇଥିବା କାମ କରନ୍ତି ନାହି ସେମାନଙ୍କ ଉପରେ ମା ଲକ୍ଷ୍ମୀ ଖୁସି ରୁହନ୍ତି ନାହି । ଯେଉଁ ମାନେ ମେହନତ ନ କରି ଅନ୍ୟକୁ ତଳେ ପକାଇ ଉପରକୁ ଉଠିବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ସଫଳତା କେବେ ବି ମିଳେ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button