IBN ଓଡ଼ିଶା ବ୍ୟୁରୋ

17 ଜାନୁୟାରୀ 2023, ଶନି ଚଳନ! ଏହି 3ଟି ରାଶି ରେ ଘଟିବ 7ଟି ବଡ ଘଟଣା… ଦେଖନ୍ତୁ କଣ ରହିବ ପ୍ରଭାବ

ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଶନିଦେବ ଙ୍କୁ ସବୁଠାରୁ ପାପୀ ଗ୍ରହ ବୋଲି ବିଚାର କୁହାଯାଏ । ଏମିତିକି କୁହାଯାଏ ଶନିଙ୍କର ପ୍ରଭାବ ଯେଉଁ ବ୍ୟକ୍ତି ଉପଡ଼େ ପଡିଥାଏ ତାଙ୍କ ଜୀବନରେ ସମସ୍ୟମାନ ଆରମ୍ଭ ହୋଇଥାଏ । କିନ୍ତୁ ଏପରି ସର୍ବଦା ହୋଇ ନ ଥାଏ । ଯେବେ ଶନିଦେବ କାହା ଉପରେ ପ୍ରସନ୍ନ ହୋଇଥାନ୍ତି ତ ତାଙ୍କର ଶୁଭ ସମୟ ଆରମ୍ଭ ହୋଇଥାଏ । ଆସିବାକୁ ଥିବା ସମସ୍ୟାରୁ ମୁକ୍ତି ମିଳିଥାଏ ।

ଜ୍ୟୋତିଷଙ୍କ କଥା ମାନିବା ତ ଗ୍ରହ ମାନଙ୍କର ଚଳନରୁ ଏପରି ଶୁଭ ସଂଯୋଗ ବନୁଅଛି ଯାହା ପାଇଁ କିଛି ରାଶିଙ୍କର ଭାଗ୍ୟ ଜାନୁଆରୀ 17ରୁ ଖୋଲିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ସିଂହ ରାଶି : ମା ଲକ୍ଷ୍ମୀ ଙ୍କ କୃପା କାରଣରୁ ଆପଣଙ୍କର ଚାକିରି ରେ ସମ୍ଭାବନା ରହୁଛି । ଶନିବାର ଦିନ ଶନି ଚାଳିଶାର ପାଠ କରିବା ଉଚିତ । ଆପଣଙ୍କର ଯୋଜନା ସଫଳ ହେବ ।

ଆପଣ ନିଜ ହିସାବ ରେ ଯୋଜନାରୁ ଲାଭ ମିଳିପାରେ । ନୂଆ ବନ୍ଧୁ ସ୍ଥାପନ କରିବାର ନିସ୍ପତି ନେବେ । ଆପଣଙ୍କର ସମ୍ମାନ ବଢିଯିବ  । ଆପଣଙ୍କ ଦ୍ଵାରା ଚାକିରି ପାଇଁ କରା ଯାଉଥିବା ପ୍ରତେକ ପ୍ରୟାସର ପରିଣାମ ର ସମୟ ଆସି ଯାଇଛି । ସମାଜରେ ଲୋକେ ଆପଣଙ୍କର ରାୟ ମାଗିବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ ।

ଧନୁ ରାଶି : ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ଯର ସହଯୋଗ ପ୍ରାପ୍ତ ହେବ । କୌଣସି ବଡ ଧରଣର ଲାଭର ସମ୍ଭାବନା ରହୁଛି । ଅଳ୍ପ ପରିଶ୍ରମ କାରଣରୁ ଭାଗ୍ଯର ସହଯୋଗ ରେ ଭଲ ପରିଣାମ ଦେଖିବାକୁ ମିଳିବ । ଚିନ୍ତା ବିଚାର କରି ବ୍ୟାପାର ରେ ନିବେଶ କରିବା ଦ୍ଵାରା ଅଧିକରୁ ଅଧିକ ଲାଭପ୍ରଦ ହେବ । ଚିନ୍ତା ଦୂର ହେବ । ଶୁଭ ସମାଚାର ପ୍ରାପ୍ତ ହେବ । ସମ୍ପର୍କ ମଧ୍ୟରେ ଚାଲୁଥିବା ବିବାଦ ଦୂର ହେବ ।

ପଢା ପ୍ରତି ଏକାଗ୍ରତା ବଢିବ । କୋର୍ଟ କଚେରୀ ନିସ୍ପତି ଆପଣଙ୍କ ପକ୍ଷରେ ରହିପାରେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଠିକ ରହିବ । ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି । ସମାଜରେ ମାନ ସମାନ ବୃଦ୍ଧି ହେବ । ଲୋକେ ଆପଣଙ୍କର ପ୍ରଶଂସା କରିବେ ।

କୁମ୍ଭ ରାଶି : ଶନିଦେବଙ୍କ କୃପାରୁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଆର୍ଥିକ ସ୍ଥିତି ପୂର୍ବର ଅପେକ୍ଷା ମଜବୁତ ହେବ । ଭାଗ୍ଯର ଦୟା ହେବ । ଅଚାନକ ଧନ ଲାଭର ସଂଯୋଗ ରହୁଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ମା ଲକ୍ଷ୍ମୀ ଙ୍କ କୃପାରୁ ସବୁ ସମସ୍ୟାର ଅନ୍ତ ହେବ । ଶନିଦେବଙ୍କ କୃପାରୁ ଅଟକିଥିବା ଧନ ଫେରି ପାଇବେ । ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି ।

ଯେଉଁ ମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନେ କାହାକୁ ଭଲ ପାଉଥିଲେ ପ୍ରପୋଜ କରିବା ପାଇଁ ସମୟ ଉତ୍ତମ ଅଟେ । ଜୀବନରେ ଯାହା ବି ନିସ୍ପତି ନେବେ ବିଚାର କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button