IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନୂଆବର୍ଷ 2023, ଏହି 5ଟି ରାଶିରେ ଧନର ବର୍ଷା…. ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ

ବନ୍ଧୁଗଣ ଆମେ ସବୁ ଜାଣିଛୁ ଆସୁଅଛି ନୂଆବର୍ଷ ୨୦୨୩ । ଏହି ନୂଆବର୍ଷରେ ୫ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଦୀର୍ଘ ୧୫୧ ବର୍ଷ ପରେ ଏହି ନୂଆବର୍ଷରେ ଏକ ଅଦଭୂତ ମହା ସଂଯୋଗ ବନିବାକୁ ଯାଉଛି । ଯାହା ଫଳରେ ମା ଲକ୍ଷ୍ମୀଙ୍କ କୃପା ଏହି ୫ଟି ରାଶି ଉପରେ ରହିବ । ଯାହା ଫଳରେ ଏମାନଙ୍କର ଭାଗ୍ଯର କବାଟ ଖୋଲିବାକୁ ଯାଉଛି । ବର୍ଷ ୨୦୨୩ରେ ଏମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ନୂଆବର୍ଷର ଅପେକ୍ଷା ଆମେ ସବୁ କରିଥାଉ ।

ଏହା ସହ ନୂଆବର୍ଷରେ ସମୟ କିପରି କଟିବ, କଣ ସବୁ ଖୁସି ଖବର ମିଳିବ ତାହା ମଧ୍ୟ ଜାଣିବାକୁ ଇଚ୍ଛା କରିଥାଉ । ଏବେ ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ମନରେ ପଜେଟିଭ ଊର୍ଜା ବଢିବ । ଏହା ଫଳରେ ଆପଣଙ୍କୁ କୌଣସି ବଡ ଧରଣର ଲାଭ ମିଳିପାରେ । କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ବହୁତ ଦିନରୁ ପଡି ରହିଥିବା କାର୍ଯ୍ୟର ଉଚିତ ଫଳ ନୂଆବର୍ଷ ଆରମ୍ଭ ହେବା ମାତ୍ରେ ମିଳିବାକୁ ଲାଗିବ । ବିଜେନେସରେ ବଡ ଧରଣର ଲାଭ ହେବାର ସମ୍ଭାବନା ଅଛି । ଅଫିସରେ ପରିବେଶ ଠିଆ ରହିବ ।

ବୃଷ ରାଶି : ଆପଣଙ୍କର ଯାହା ବି ସମସ୍ଯା ରହିଛି ତାହା ନୂଆବର୍ଷ ଆରମ୍ଭ ହେବା ମାତ୍ରେ ଧୀରେ ଧୀରେ ସୁଧୁରିବାରେ ଲାଗିବ । ଆପଣଙ୍କୁ କୌଣସି ପ୍ରତିସ୍ଥିତି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ବା ସହଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ । ଜୀବନ ସାଥିଙ୍କ ସହଯୋଗ ପାଇବେ । ମାନ ସାମନାରେ ବୃଦ୍ଧି ହେବ ।

ତୁଳା ରାଶି ; ନୂଆବର୍ଷ ଠାରୁ ଲୋକେ ଆପଣଙ୍କ ଉପରେ ପ୍ରଭାବିତ ହେବେ । ଧନ ପ୍ରାପ୍ତିର ନୂଆ ସମ୍ଭାବନା ଅଛି । ଆପଣ କୌଣସି ଏକ ମହତ୍ଵ ପୂର୍ଣ୍ଣ ନିସ୍ପତି ନେଇ ପାରନ୍ତି । ଏହି ସମୟରେ ଆପଣଙ୍କର ସବୁ ବିବାଦ ଦୂର ହେବାର ସମ୍ଭାବନା ଅଛି । ଏହି ରାଶିର ମହିଳା ସ୍ଵାସ୍ଥ୍ୟକୁ ନେଇ ସତର୍କ ରହିବାର ଅଛି ।

ସିଂହ ରାଶି : ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ନା କାହିଁକି ସେଥିରେ ମେହନତ ଅପେକ୍ଷା ସଫଳତା ଅଧିକ ପାଇବେ । ପ୍ରତେକ କାର୍ଯ୍ୟ କୁ ଚିନ୍ତା ବିଚାର କରି ନିସ୍ପତି ନିଅନ୍ତୁ । ଲୋକଙ୍କ ସହ ସମ୍ପର୍କ ବଢାନ୍ତୁ । ନୂଆ ନୂଆ ବିଚାର ପ୍ରାପ୍ତ ହେବ । ଆପଣଙ୍କର ଧନ ଲାଭର ଯୋଗ ଅଛି । ପରିବାରରେ ଥିବା ମନାନ୍ତର ଦୂର ହେବ । ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀଙ୍କ ପଢାରେ ମନ ଲାଗି ରହିବ ।

କୁମ୍ଭ ରାଶି : ବ୍ୟାପାର ଓ ଚାକିରି କ୍ଷେତ୍ରରେ ଧନ ଲାଭର ଯୋଗ ଅଛି । କିଛି ନୂଆ ମିତ୍ର ସୃଷ୍ଟି ହେବେ । ଯାହା ଆପଣଙ୍କ ପାଇଁ ଅନୁକୁଳ ହେବ । ଆପଣ ଚେଷ୍ଟା କରିଲେ ବିଶେଷ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରନ୍ତି । କୌଣସି କାର୍ଯ୍ୟକୁ ପାର୍ଟନରସିପରେ କରିବା ଲାଭଦାୟକ ହେବ । ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ମନୋରୋମା ସ୍ଥାନକୁ ଭ୍ରମଣ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button