ସ୍ତ୍ରୀ ମାନେ ନିଜର ଏହି 5 ଟି ଜିନିଷ କୁ ଏବେ ହିଁ ଘରୁ ବାହାର କରିଦିଅନ୍ତୁ, ନଚେତ ସ୍ଵାମୀ ପରିବାର ହୋଇଯିବେ ବରବାଦ

ଆଜିର ଦୁନିଆରେ ସମସ୍ତେ ନିଜ ଘରକୁ ବାସ୍ତୁ ସଙ୍ଗତ କରିବାକୁ ପସନ୍ଦ କରିଥାନ୍ତି । ଯେମିତିକି ତାଙ୍କ ଘରେ କୌଣସି ପ୍ରକାରର ବାସ୍ତୁ ଜନିତ ସମସ୍ୟା ହେବ ନାହି କି କୌଣସି ଖରାପ ପରିସ୍ଥିତିର ସାମନା କରିବାକୁ ପଡିବ ନାହି । ଯଦି ନାରୀ ମାନେ ନିଜ ପରିବାରର ମଙ୍ଗଳ ଚାହୁଁଛନ୍ତି ତେବେ ଏହି ୫ଟି ଜିନିଷକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ । ନ ହେଲେ ପୁରା ଘର ବରବାତ ହେବା ସହ ସ୍ବାମୀଙ୍କର ଅନିଷ୍ଟ ହୋଇପାରେ । ଏହା ଛାଡ ଘର ପରିବାରକୁ କଠିନ ପରିସ୍ଥିରୀ ସମାନା କରିବାକୁ ପଡିପାରେ । ବାସ୍ତୁ ଅନୁଯାୟୀ ଏମିତି କିଛି ଜିନିଷ ଅଛି ଯାହାକୁ ମହିଳାମାନେ ଘରୁ ବାହାର କରିବା ଉଚିତ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ବାସ୍ତୁ ଅନୁଯାୟୀ ନିଜ ର ଫଟା ବା ଚିରା କପଡା ମହିଳା ମାନେ ଯଥା ସମ୍ଭବ ବାହାରକୁ ଫୋପାଡିବା ଉଚିତ । କାରଣ ଚିରା କପଡା ପିନ୍ଧିବା ଦ୍ଵାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଯାହା ଫଳରେ ଏହାର ପ୍ରଭାବ ଘରେ ଉପରେ ପଡିଥାଏ । ଚିରା କପଡା ପିନ୍ଧିବା ଦ୍ଵାରା ନାରିଙ୍କର ଅପମାନ ହେବା ସହ ରାହୁ, କେତୁ, ଶନି ଙ୍କର କୁ-ଦ୍ରୁଷ୍ଟି ପଡିଥାଏ । ସେଥିପାଇଁ ଜେଣ ନାରୀକୁ ସର୍ବଦା ସଫା ସୁତୁରା ବସ୍ତ୍ର ପିନ୍ଧିବା ଉଚିତ ଯାହାଦ୍ୱାରା ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ପରିବାର ମଧ୍ୟ ହସ ଖୁସି ରେ ରହିଥାନ୍ତି ।
୨- କୌଣସି ପର ନାରିଙ୍କ ଜିନିଷକୁ ମହିଳା ନିଜ ଘରେ ରଖିବା ଅନୁଚିତ । ଯଦି ଏହି କଥା ଅନ୍ୟ କାହାକୁ ଜଣା ପଡେ ତେବେ ନିଜର ନାମ ଖରାପ ହୋଇଥାଏ । ଏମିତିରେ ଆମେ ଜାଣି ନ ଥାଉ ଯେଉଁ ନାରିଙ୍କ ଜିନିଷ ଆମେ ବ୍ୟବହାର କରୁଛୁ ତାର ପ୍ରକୃତି ଖରାପ ବା ସେ ଚୋରୀ କରି ଆଣିଥିବ । ସେଥିପାଇଁ ଅନ୍ୟ ସ୍ତ୍ରୀର ଜିନିଷ ଘରେ ରଖନ୍ତୁ ନାହି ।

୩- ମହିଳାମାନେ ତାଙ୍କ କେଶ କୁ କୁଣ୍ଡାଇବା ସମୟରେ ଅଡୁଆ କେଶକୁ ଘରେ ପକାଇବା ଦ୍ଵାରା ସମସ୍ଯା ଗୁଡିକ ବର୍ଷା ପାଇ ଭଳି ମାଡିଯାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ପରିବାରକୁ ସମସ୍ୟାର ସାମ୍ନା କରିବାକୁ ପଡେ ।
୪- ମହିଳାମାନେ ଫଟା ଚୁଡି ପିନ୍ଧିବା ଅନୁଚିତ । ଏହା ଦ୍ଵାରା ସ୍ଵାମୀ ଦୁଖ ପାଇବା ସହ ସନ୍ତାନ ମାନେ ଦୁଖ ପାଇଥାନ୍ତି । ଏହା ସହ ଘରେ ଅଶୁଭ ଶକ୍ତି ପ୍ରବେଶ କରିବା ସହ ବାସ୍ତୁ ଦୋଷ ଲାଗିଥାଏ । ତେଣୁ ଭଙ୍ଗା ଚୁଡି ଘରୁ ବାହାର କରିବା ଉଚିତ ।

୫- ମହିଳାମାନେ ଖାସ କରି ବାପଘର ବା ପଡିସା ଘର ଲୋକଙ୍କ କଥାରେ ଭାସି ଯାଇଥାନ୍ତି । ଆଉ ସେମାନଙ୍କ କଥାରେ ପଡି ନିଜ ପରିବାର ନଷ୍ଟ କରିଥାନ୍ତି । ଇତିହାସ ସାକ୍ଷୀ ଅଛି କି ପର କଥା ରେ ଘର ଭାଙ୍ଗିଥାଏ । ତେଣୁ ଘର କଥା ସବୁବେଳେ ଘରେ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।




