IBN ଓଡ଼ିଶା ବ୍ୟୁରୋ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ ଆଜି ରାତି ଠାରୁ ଏହି 5ଟି ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ବଜରଙ୍ଗବଲି

ଆଜି ରାତି ଠାରୁ ଗ୍ରହର ସେନାପତି କୁହା ଯାଉଥିବା ମଙ୍ଗଲ ଦେବ ଉଦୟ ହେବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ କାରଣରୁ ଆସୁଥିବା ସମୟ କିଛି ରାଶିଙ୍କ ପାଇଁ ଭଲ ରହିବାର ଅଛି । ଯାହାର ଫାଇଦା ଏହି ରାଶି ଉଠାଇବାକୁ ଚାହିଁବେ ତେବେ ଉଠାଇ ପାରିବେ । କାରଣ ଏହି ରାଶିଙ୍କ ପାଇଁ ଏହି ସମୟ ବେହତର ରହିବାର ଅଛି । ଏମାନଙ୍କର ବିଗିଡି ଯାଇଥିବା କାମ ଏବେ ପୁରା ହେବ । ଏମାନଙ୍କ ଉପରେ ପୱନ ପୁତ୍ର ବଜରଙ୍ଗବାଲିଙ୍କ କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ଏମାନଙ୍କ ଘରେ ପ୍ରହୁ ହନୁମାନଙ୍କ ପାଦ ପଡିବାକୁ ଯାଇଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : ଆଜି ରାତି ଠାରୁ ଆପଣଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ହନୁମାନ । ଆପଣଙ୍କର ଖରାପ ଦିନ ଶେଷ ହେବାକୁ ଯାଉଛି । ଅଚାନକ ଧନ ଲାଭ ହେବ । ବ୍ୟାପାର ବାଣିଜ୍ୟରେ ଦୁଇ ଗୁଣା ଲାଭ ହେବ । ଘର ପରିବାରର ମାହୋଲ ଭଲ ରହିବ । ନୂଆ ପ୍ରୋଜେକ୍ଟ ଉପରେ କାମ କରିବେ । ଚାକିରିରେ ସାଲାରି ରେ ବୃଦ୍ଧି ହେବ ।

ସିଂହ ରାଶି : ଆଜି ରାତି ଠାରୁ ପ୍ରଭୂ ହନୁମାନଙ୍କ ବିଶେଷ କୃପା ଆପଣଙ୍କ ଉପରେ ପଡିବାକୁ ଯାଉଛି । ଆପଣଙ୍କୁ ସବୁ କ୍ଷେତ୍ରରୁ ଜବରଦସ୍ତ ଲାଭ ମିଳିବ । ମହତ୍ଵ ପୂର୍ଣ୍ଣ ଦିଲ ଫାଇନାଲ କରିବେ । ଦାଂପତ୍ଯ ଜୀବନରେ ଖୁସି ହିଁ ଖୁସି ରହିବ । ପରିବାର ଲୋକେ ପରସ୍ପର ସହ ମିସିକି ରହିବେ । ଧାର୍ମିକ କାର୍ଯ୍ୟରେ ହେବାରୁ ଖର୍ଚ୍ଚ କରିବେ ।

କନ୍ୟା ରାଶି : ଆଜି ରାତି ଠାରୁ ପ୍ରଭୁ ହନୁମାନଙ୍କ ପାଦ ଆପଣଙ୍କ ଘରେ ପଡିବାକୁ ଯାଉଛି । ଯାହା ଦ୍ଵାରା ଆପଣଙ୍କର ସବୁ କଷ୍ଟ ଦୁଖ ଦୂରେ ହେବ । ଆପଣଙ୍କ ଜୀବନରେ ନୂଆ କିରଣ ଆସିବ । ପଜେଟିଭ ଊର୍ଜା ସୃଷ୍ଟି ହେବ । ପାଠ ପଢା ରେ ବିଦ୍ୟାର୍ଥୀ ଧ୍ୟାନ ଦେବେ । ପ୍ରତିଯୋଗି ପରିକ୍ଷା ରେ ସଫଳ ହେବେ । ସମାଜରେ ମାନ ସାମନାରେ ବୃଦ୍ଧି ହେବ । ଆୟ କରିବାର ନୂଆ ସ୍ରୋତ ମିଳିବ ।

ଧନୁ ରାଶି : ଆଜି ରାତି ଠାରୁ ପ୍ରଭୁ ହନୁମାନ ଆପଣଙ୍କର ସବୁ କଷ୍ଟ ଦୂର କରିବେ । ଦାଂପତ୍ଯ ଜୀବନରେ ଯାହା ବି ସମସ୍ଯା ତାହା ଦୂର ହେବ । ବିଦେଶକୁ ଯାତ୍ରା କରିବେ । ବଡ କମ୍ପାନୀରୁ ଅଫର ଆସିପାରେ । ଅଫିସରେ ଆପଣଙ୍କର ମାନ ସମାନ ବଢିବ । କିଛି ମହତ୍ଵ ପୂର୍ଣ୍ଣ କାର୍ଯ୍ୟରେ ଲାଭବାନ ହେବେ ।

ମିଥୁନ ରାଶି : ଭଗବାନ ହନୁମାଙ୍କ କୃପା ଦୃଷ୍ଟିରୁ ଆପଣଙ୍କର ସବୁ ସମସ୍ଯା ଦୂର ହେବ । କିସ୍ମତ ଚମକିବ । ନୂଆ ବେପାର ଆରମ୍ଭ କରିବେ । ଲଟେରୀ ଲାଗିପାରେ । ଆୟରେ ବୃଦ୍ଧି ହେବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଯେଉଁ ମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନଙ୍କର ପ୍ରେମ ବିବାହ ହୋଇପାରେ । କୌଣସି କ୍ଷେତରୁ ଧନ ଲାଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button