ଭଗବାନ ଆପଣଙ୍କୁ କେଉଁ ପ୍ରକାର ସଂକେତ ଦେବାକୁ ଯାଉଛନ୍ତି, ଇଶ୍ଵରଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର ! Tarot Card Reading

ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ସୁଖ ସହିତ ଦୁଃଖ ମଧ୍ୟ ରହିଥାଏ । ବ୍ୟକ୍ତିର ଜୀବନ ସମସ୍ଯା ତ ଆସିଥାଏ । ହେଲେ ସେହି ସମସ୍ଯାକୁ ସମାଧାନ କରିବା ପାଇଁ ଭଗବାନ ସାହାଜ୍ଯ ମଧ୍ୟ କରିଥାନ୍ତି । ତେବେ ଆଜି ଆପଣଙ୍କୁ ଆମେ ଏଠାରେ କହିବା ପାଇଁ ଯାଉଛୁ । ଭଗବାନ ଆପଣଙ୍କୁ କେଉଁ ପ୍ରକାର ସନ୍ଦେଶ ଦେବା ପାଇଁ ଯାଉଛନ୍ତି । ଏଥିପାଇଁ ଆପଣଙ୍କୁ 1 ଠାରୁ 4 ନମ୍ବର ପର୍ଯ୍ୟନ୍ତ କୌଣସି ଏକ ନମ୍ବରକୁ ଭଗବାନଙ୍କୁ ସ୍ମରଣ କରି ବାଛି ନିଅନ୍ତୁ ।

1-ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ଭଗବାନଙ୍କୁ ସ୍ମରଣ କରି ନିଜର କାର୍ଯ୍ୟ ଆରମ୍ଭ କରନ୍ତୁ । ହେଲେ ଯେଉଁ ପର୍ଯ୍ୟନ୍ତ ଆପଣ ନିଜେ ମାନସିକ ଭାବେ କୌଣସି କାମକୁ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇ ନହନ୍ତୁ । ସେଥି ପର୍ଯ୍ୟନ୍ତ ଆପଣ କିଛି କାର୍ଯ୍ୟ କରିବାକୁ ସମର୍ଥ ହୋଇପାରିବେ ନାହିଁ । ତେଣୁ ଯେତେବେଳେ ନିଜ ମନ ମଧ୍ୟରୁ ଏକ ଆବାଜ ଆସିବ ଭଗବାନ ଆପଣଙ୍କୁ ଈଷାରା ଦେବେ । ସେତେବେଳେ ନିଜ ମନରେ ସାହାସ ଯୁଟାଇ ସେହି କାର୍ଯ୍ୟ ଆରମ୍ଭ କରିଦେବେ ।
2- ଆପଣ ଯଦି କୌଣସି ପ୍ରକାର ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି । ଯେଉଁଥି ପାଇଁ ଆପଣ ବହୁତ ଦ୍ଵନ୍ଦରେ ରାହୁଥାନ୍ତି । ତେବେ ପ୍ରଥମେ ସେହି କଥାର ପରିସ୍ଥିତିକୁ ଭଲରେ ବୁଝିବାକୁ ଚେଷ୍ଟା କରନ୍ତୁ । ଯେଉଁ କାର୍ଯ୍ୟ ବି କରିବାକୁ ଚାହୁଁଛନ୍ତି । ମନରୁ ଭଲ ଭାବରେ ବୁଝି ବିଚାରୀ ଯଦି କରିବେ । ତେବେ ଆପଣଙ୍କର ସବୁ ଦ୍ଵନ୍ଦ ଧୀରେ ଧୀରେ କରି ଦୂର ହୋଇଯିବ ।

3-ଯେଉଁ ମାନେ ନମ୍ବର 3 କୁ ବାଛିଛନ୍ତି । ସେମାନଙ୍କ ପାଇଁ ବହୁତ ହିଁ ଭଲ ସମୟ ଆସିବା ପାଇଁ ଯାଉଛି । ଆପଣ ଯେଉଁ କାମ ପାଇଁ ହଁ କି ନା ଏହିଭଳି ଦ୍ଵନ୍ଦରେ ରହୁଥିଲେ । ନିଜର ନିଷ୍ପତ୍ତି ନେବାରେ ବହୁ ସମୟ ବିଳମ୍ବ କରୁଥିଲେ । ତେବେ ସେହି କାର୍ଯ୍ୟ ପାଇଁ ଭଗବାନଙ୍କ ତରଫରୁ ହଁ ର ନିର୍ଦ୍ଦେଶ ଆସିଛି । ବହୁତ ହିଁ ଭଲ ସମୟ ଆପଣଙ୍କର ଆଗାମୀ ଦିନ ଗୁଡିକ ହେବା ପାଇଁ ଯାଉଛି ।

4-ତେବେ ଆପଣଙ୍କ ପାଇଁ ବହୁତ ଭଲ ପଜିଟିଭ ଏନର୍ଜି ଭଗବାନଙ୍କ ପକ୍ଷରୁ ରହିଛି । ହେଲେ ନିଜ ଉପରେ ସବୁବେଳେ ବିଶ୍ବାସ ରଖନ୍ତୁ । ଭଗବାନଙ୍କ ଉପରେ ମଧ୍ୟ ଭରଷା ରଖନ୍ତୁ । ଆପଣଙ୍କର ଚଲାପଥ କୁସୁମିତ ହେବ । ହେଲେ ଯଦି ଦରକାର ପଡୁଛି, ତେବେ କିଛି ଭଲ ପାଇବା ପାଇଁ ହେଲେ କିଛି ସମୟ ଅପେକ୍ଷା ନିହାତି କରିବାକୁ ପଡିବ । ଭଗବାନଙ୍କ ସାଥ୍ ଆପଣଙ୍କ ସାଥିରେ ରହିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ




