IBN ଓଡ଼ିଶା ବ୍ୟୁରୋ

ନିଜ ସ୍ପେଶାଲ ପର୍ଶନଙ୍କ କଥା ଭାବି ମନ ପସନ୍ଦର ଏକ ନମ୍ବର ବାଛନ୍ତୁ, ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ କଣ ଅଛି… Love Quiz

ଆମ ପ୍ରିୟ ବ୍ୟକ୍ତିର ମନ କଥା ଜାଣିବା ପାଇଁ ଆମେ ସବୁବେଳେ ଚାହିଁଥାଉ । ଯେ ସେ ଆମ ପାଇଁ ତା’ ମନରେ କଣ ଭାବୁଛି । ଯଦି ଆପଣ ମାନେ ମଧ୍ୟ ଆପଣଙ୍କ କୌଣସି ପ୍ରିୟ ଲୋକର ମନର କଥା ଜାଣିବାକୁ ଚାହୁଁଛନ୍ତି । ତେବେ 1 ଠାରୁ ଆରମ୍ଭ କରି 9 ପର୍ଯ୍ୟନ୍ତ କୌଣସି ଏକ ନମ୍ବର ବାଛି ନିଅନ୍ତୁ । ଏହାପରେ ଆମେ ଆପଣଙ୍କୁ କହିବୁ । ଯେ ସେହି ବ୍ୟକ୍ତି ଆପଣଙ୍କ ପାଇଁ ତାଙ୍କ ମନରେ କି ପ୍ରକାର ଭାବନା ରଖିଛନ୍ତି ।

1-ଯେଉଁ ମାନେ ନିଜ ଫେବ୍ରେଟ ପର୍ଶନର ମନର କଥା ଜାଣିବା ପାଇଁ ଏହି ନମ୍ବରଟିକୁ ବାଛିଛନ୍ତି । ଆପଣଙ୍କ ପର୍ଶନ ଆପଣଙ୍କୁ ବହୁତ ଅଧିକ ଭଲ ପାଆନ୍ତି । ତାଙ୍କ ଜୀବନରେ ଆପଣଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ।

2-ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଉପରେ ବର୍ତ୍ତମାନ ସମୟରେ ନାରାଜ ରହିଛନ୍ତି । ତେଣୁ ସେ ଆପଣଙ୍କ ସହ କଥା ହେଉନାହାନ୍ତି ।

3-ଆପଣଙ୍କର ସେହି ସ୍ପେଶାଲ ପର୍ଶନ ଜଣଙ୍କ ଆପଣଙ୍କୁ ବହୁତ ଅଧିକ ମିସ୍ କରୁଛନ୍ତି । ତେଣୁ ଆପଣଙ୍କ ସହ ଦେଖା କରିବାକୁ ଚାହୁଁଛନ୍ତି ।

4-ଆପଣ ଯାହାଙ୍କ ପାଇଁ ଏହି ନମ୍ବରଟି ବାଛିଛନ୍ତି । ସେ ଆପଣଙ୍କୁ ପ୍ରକୃତରେ ବହୁତ ଭଲ ପାଆନ୍ତି । ସେ ହିଁ ଆପଣଙ୍କ ପ୍ରକୃତ ପ୍ରେମ ଅଟନ୍ତି ।

5-ଆପଣଙ୍କର ପ୍ରିୟ ପର୍ଶନ ଆପଣଙ୍କୁ ନିଜ ଠାରୁ କେବେବି ଦୂରେଇ ଦେବାକୁ ଚାହାନ୍ତି ନାହିଁ । ସେ ସବୁବେଳେ ତାଙ୍କ ସହ ଆପଣଙ୍କୁ ଦେଖିବାକୁ ଚାହାନ୍ତି ।

6-ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ତାଙ୍କ ମନର କଥା କହିବା ପାଇଁ ଚାହୁଁଛନ୍ତି । ହେଲେ କହିବେ କହିବେ ବୋଲି ଆପଣଙ୍କୁ କିଛି ବି ନିଜ ମନର କଥା କହିପାରୁନାହାନ୍ତି ।

7-ଏହି ନମ୍ବର 7 କୁ ଚୁଜ କରିଥିବା ଲୋକଙ୍କୁ କହିବୁ । ଯେ ଆପଣଙ୍କୁ ଏହି ବ୍ୟକ୍ତି କେବେବି ତାଙ୍କ ଜୀବନରେ ଆପଣଙ୍କୁ ଧୋକା ଦେବାକୁ ଚାହାନ୍ତି ନାହିଁ । ଆପଣଙ୍କ ମୁହଁରେ ସବୁବେଳେ ସୁନ୍ଦର ସ୍ମାଇଲ ଦେଖିବାକୁ ପସନ୍ଦ କରନ୍ତି ।

8-ଆପଣଙ୍କ କଥାକୁ କେବେ ମଧ୍ୟ କାଟିପାରନ୍ତି ନାହିଁ । ଆପଣଙ୍କର ସବୁ କଥାକୁ ମଧ୍ୟ ମାନନ୍ତି ।

9-ଏହି ବ୍ୟକ୍ତି ଜଣଙ୍କ ଜୀବନରେ ଆପଣ ବହୁତ ହିଁ ଜଣେ ଖାସ୍ ବ୍ୟକ୍ତିତ୍ବଟିଏ ଅଟନ୍ତି । ତେଣୁ ସେ ଆପଣଙ୍କୁ ସବୁବେଳେ ତାଙ୍କ ଲାଇଫରେ ସ୍ପେଶାଲ ପର୍ଶନ ବୋଲି ମାନନ୍ତି । ଯଦି ଏହି ଲଭ କୁଇଜ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button