IBN ଓଡ଼ିଶା ଏକ୍ସକ୍ଲୁସିଭ୍

Chanakya Neeti- ସମସ୍ତଙ୍କୁ କୁକୁଡାଠାରୁ ଶିଖିବା ଉଚିତ ଏହି 4 ବିଶେଷ ଗୁଣ, କୋଟିପତି ବନିବାରୁ କେହିବି ରୋକି ପାରିବେନି

ଆଜି ଆମେ କହିବୁ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଚାର ବିଷୟରେ ବନ୍ଧୁଗଣ ଚାଣକ୍ୟ କୁହନ୍ତି ଠିକ୍ ସମୟରେ ଉଠିବା, ଲଢ଼ିବା, ଭାଈ ମାନଙ୍କୁ ବାହାର କରିଦେବା ଏବଂ ସେମାନଙ୍କ ସମ୍ପତି ନିଜେ ଖାଇଦବା ଏହି ଚାରି କଥା କୁକୁଡ଼ା ପାଖରୁ ଶିଖିବା କଥା । ଚାଣକ୍ୟ କୁହନ୍ତି ପ୍ରଶଂସା ଯେତେ ବି କର କିନ୍ତୁ ଅପମାନ ଭାବିଚିନ୍ତି କରିବା ଦରକାର । କାରଣ ଅପମାନ ହେଉଛି ସେହି ଋଣ ଯାହା ଲୋକେ ସମୟ ସାଙ୍ଗରେ ସୁଦ୍ଧ ସହିତ ସୁଜାଇ ଥାନ୍ତି ।

ସେତିକି ନାଁ ରୁହ ଯେତିକି ଆବଶ୍ୟକ । ବିନା କାରଣରେ ନଇଁବା ମାନେ ଅନ୍ୟକୁ ମୁହଁ ଦବା । ଚାଣକ୍ୟ କୁହନ୍ତି ଜଦି କପଡାରୁ ଚରିତ୍ର ସ୍ଥିର ହୁଅନ୍ତା ତେବେ କପଡା ଦୋକାନକୁ ମନ୍ଦିର ବୋଲି ଭାବନ୍ତେ । ଆଗକୁ ଚାଣକ୍ୟ କୁହନ୍ତି ଯେ ଗୋଟିଏ ବାଛୁରୀ ତାର ମା ପଛରେ ୧୦୦୦ ଗାଇଙ୍କ ଦଳ ମଝିରେ ଚାଲିଥାଏ । ସେମିତି ମଣିଷର ଭଲ ଏବଂ ଖରାପ କର୍ମ ତାହା ପଛରେ ଚାଲିଥାଏ ।

କାହାର ଖରାପ ସମୟରେ ତାକୁ ଉପହାସ କରନ୍ତୁ ନାହିଁ । ଏହି ସମୟ ଯେଉଁଟା ମନେରଖେ । ଚାଣକ୍ୟ କୁହନ୍ତି ଜଦି କେହି ଜଦି ତୁମ କାମ ଉପରେ ସନ୍ଦେହ କରେ ତେବେ କରିବାକୁ ଦିଅନ୍ତୁ । କାହିଁକି ନା ସନ୍ଦେହ କେବଳ ସୁନାର ସୁଦ୍ଧତାରେ କରାଯାଏ, କୋଇଲାର କଳା ଉପରେ ନୁହଁ । ଚାଣକ୍ୟ କୁହନ୍ତି ସବୁଠାରୁ ବଡ଼ ଗୁରୁ ଠୋକର । ଠୋକର ଯେତେ ଖାଇ ଚାଲିବ ସେତିକି ଶିକ୍ଷା ପାଇବ ।

ମୁଁ ସବୁଜାଣେ ଏହି ଚିନ୍ତାଧାରା ଲୋକଙ୍କୁ ବୋକା କରିଦିଏ । ଚାଣକ୍ୟ କୁହନ୍ତି ଯେକୌଣସି ଜିନିଷ ନିଜ ପରିଶ୍ରମ ପଇସାରେ କିଣନ୍ତୁ ସୈକ୍ ଆପେ ଆପେ ଶେଷ ହୋଇ ଯିବ । ଦୁଗ୍ଧରେ ମିଶା ପାଣିବି ଦୁଧହୀନ ହୋଇ ଥାଏ । ବହୁତ କଷ୍ଟ ହୁଏ ସେହି ଲୋକକୁ ହରାଇବା ଯିଏ ଠୋକର ଖାଇ ଚାଲିବା ଶିଖିଛି । ଦୁଇ କଥା ଯାହା ମାନସିକ ଦୁର୍ବଳତାକୁ ଦର୍ଶାଏ । ଗୋଟିଏ ହେଲା କହିବା ସମୟରେ ଚୁପ୍ ରହିବା ଏବଂ ଚୁପ୍ ରହିବା ସମୟରେ କହିବା ।

ବିପତ୍ତି ସମୟରେ ଧନର ରକ୍ଷା କରିବା ଦରକାର, ହେଲୁ ତାଠାରୁ ଅଧିକ ନିଜ ସ୍ତ୍ରୀର ରକ୍ଷା କରିବା । ଜଦି କଥା ହବ ତୁମ ମାନ ସମ୍ମାନର ତେବେ ସମୟ ଆସିଲେ ପଇସା ଏବଂ ସ୍ତ୍ରୀର ବଳିଦାନ ଦବାକୁ ପଡ଼ିଥାଏ । ଆପଣ ଜଦି ରୋଜଗାର କ୍ଷମ ନୁହଁନ୍ତି ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଜଦି କୈାଣସି ବିଷୟରେ ଜାଣି ନାହାନ୍ତି ତେବେ ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମସ୍ତ ମଣିଷ ନିଜ ଜୀଭ ତଳେ ଲୁଚି ରୁହନ୍ତି, ଜଦି ଆପଣ ତାକୁ ବୁଝିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କଥା ହେବାକୁ ଦିଅନ୍ତୁ ।

ଆପଣ ମୂଲ୍ୟବାନ ସେତେବେଳେ ହେବେ ଯେତେବେଳେ ଆପଣଙ୍କର ଦରକାର ପଡିବ । କିଏ କୁହେ ଯେମିତି ସାଙ୍ଗ ସେମିତି ରଙ୍ଗ । ମଣିଷ ବିଲୁଆଙ୍କ ସାଙ୍ଗରେ ନ ରହିଲେ ମଧ୍ୟ ଚତୁର । ମଣିଷ ଏମାନଙ୍କ ସାଙ୍ଗରେ ନ ରହିଲେ ବି ହିଂସ୍ରୁକ ଏବଂ କୁକୁର ସାଙ୍ଗରେ ରହି ମଧ୍ୟ ବିଶ୍ଵସ୍ତ ନୁହଁନ୍ତି । ଚାଣକ୍ୟ କୁହନ୍ତି ଜୀବନରେ ପଶ୍ଚାତାପ କରିବା ଛାଡ, କିଛି ଏମିତି କର ଯେମିତି ତମକୁ ଛାଡ଼ିଯିବା ଲୋକ ପସ୍ତାଇବ । ଜିଏ ନିଜ ନିନ୍ଦା ଅପବାଦ ସହିପାର ସେ ସମଗ୍ର ଦୁନିଆରେ ବିଜୟ ପ୍ରାପ୍ତି କରେ ।

ବୁଦ୍ଧିମାନ ବ୍ୟକ୍ତିଙ୍କୁ ବିନା କାରଣରେ ସମାଜ ସେବା କରିବା ଦରକାର । କିଛି ଲୋକ ଆପଣଙ୍କ ଠାରୁ ଶିଖି ଆପଣଙ୍କୁ ଶିଖାନ୍ତି । ମଧୁର ବଚନ ଦାନ ସହିତ ସମାନ । ଭୁଲ୍ ତ ସେମାନେ କରନ୍ତି ଯିଏ କାମକୁ କରେ, ନିକମା ସିଏ ଅନ୍ୟର ଭୁଲ୍ ଯିଏ ସବୁବେଳେ ଖୋଜେ । ନିନ୍ଦା ପାଇଁ କେବେ ଲକ୍ଷକୁ ବଦଳାନ୍ତୁ ନାହିଁ, କାରଣ ଲକ୍ଷ କରୁଥିବା ଲୋକଙ୍କ ମତ ବଦଳାଯାଇ ପାରେ । ପିମ୍ପୁଡ଼ି ଠାରୁ ପରିଶ୍ରମ କରିବା ଶିଖନ୍ତୁ ଏବଂ ହରିଣ ଠାରୁ ବୁଦ୍ଧି ଓ ବୁଢିଆଣୀ ଠାରୁ କାରିଗରୀ ।

ବିକାଶ ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରନ୍ତୁ କାରଣ ସଂଘର୍ଷ ହିଁ ଜୀବନ । ନିଜର ଦିନକୁ କେବେବି ନିନ୍ଦା କରନ୍ତୁ ନାହିଁ, ଭଲ ଦିନ ଖୁସି ଆଣେ ଏବଂ ଖରାପ ଦିନ ଅନୁଭବ । ଗୋଟିଏ ସଫଳ ଜୀବନ ପାଇଁ ଦୁଇଟା ଜରୁରୀ । ବେଳେବେଳେ ଲୋକ ମାନଙ୍କ କଥା ବହୁତ କଷ୍ଟ ଦେଇ ଥାଏ, ଆମେ ଭାବନ୍ତି ସତରେ କ’ଣ ଆମେ ଏତେ ଖରାପ । ଚିନ୍ତାଧାରା ଭଲ ହେବା ଦରକାର ଅର୍ଥାତ୍ ଆଖିର ଚିକିତ୍ସା ହୋଇଯିବ ହେଲେ ନଜରର ନୁହେଁ ।

ଆମକୁ ସେହି ଲୋକ ଆଙ୍ଗୁଳି ଉଠାନ୍ତି ଯାହାର ଆମକୁ ଛୁଇଁବିକୁ ସକ୍ଷମ ନାହିଁ । ଦୁନିଆରେ ଏମିତି ବ୍ୟକ୍ତି ନାହିଁ ଯାହାର ସମସ୍ୟା ନାହିଁ ଏବଂ ଏମିତି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ ‌ । ସମସ୍ୟା ବିଷୟରେ ଭାବିବା ବାହାନା ମିଳେ, ସମାଧାନ ଖୋଜିଲେ ରାସ୍ତା ମିଳେ ‌ । ଜୀବନ ସରଳ ନୁହେଁ କେବଳ ନିଜକୁ ମଜବୁତ ବନାନ୍ତୁ । ଉତ୍ତମ ସମୟ କେବେବି ଆସେନି ସମୟକୁ ଉତ୍ତମ ବନାଇବାକୁ ପଡ଼ିଥାଏ ।

ଚାଣକ୍ୟ କୁହନ୍ତି ମଣିଷ କେବେ ଧର୍ଯ୍ୟ କେବେ ହରାଇବା କଥା ନୁହେଁ । ପାହାଡ଼ରୁ ବହୁଥିବା ନଦୀ କେବେ ସମୁଦ୍ରର ରାସ୍ତା ପଚାରେନି । ଭରସା ଏବଂ ଆଶିର୍ବାଦ କେବେ ଦେଖା ଯାଇଥାଏ ହେଲେ ଅସମ୍ଭବକୁ ସମ୍ଭବ କରିଥାଏ । ଚାରି ସମ୍ପର୍କୀୟ ସେତେବେଳେ ଚାଲନ୍ତି ଯେତେବେଳେ ପାଞ୍ଚ ଜଣକ କାନ୍ଧ ଉପରେ ଥାଏ । ସମ୍ପୂର୍ଣ୍ଣ ସତ୍ୟ ଏହା ଭାବିକି ବିତାଇ ଦିଅନ୍ତି ଯେ ଚାରି ଲୋକେ କ’ଣ କହିବେ ? ଅନ୍ତରଜ ଚାରିଜଣ ଏହା କୁହନ୍ତି ‘ରାମ୍ ନାମ୍ ସତ୍ୟ ହେ’ ।

ମନ ସୁନ୍ଦର ତ ସଂସାର ବି ସୁନ୍ଦର । ଜୀବନରେ କେବେ ନିଜ କଳା ଉପରେ ଗର୍ବ କରନ୍ତୁ ନାହିଁ । ପଥର ଯେତେବେଳେ ପାଣିର ବୁଡେ କେବଳ ନିଜ ଓଜନ ପାଇଁ । ବେଳେବେଳେ ତୋଫାନ ଆସେ ଆମ ରାସ୍ତା ଅଟକାଇବାକୁ ନୁହେଁ ବରଂ ରାସ୍ତା ସଫା କରିବାକୁ । ଚାଣକ୍ୟ କୁହନ୍ତି ଲୋକଙ୍କୁ ସେତିକି ଇଜ୍ଜତ ଦିଅ ଯେତିକିରେ କମ୍ ନହବ । ଏଥି ପାଇଁ କିଛି ଲୋକ ମୁଣ୍ଡରେ ଚଢିଯାଆନ୍ତି । ଆଜାଦ୍ ରୁହନ୍ତୁ ବିଚାର ଠାରୁ କିନ୍ତୁ ବାନ୍ଧି ହୋଇ ରୁହନ୍ତୁ ସଂସ୍କାର ସହିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button