IBN ଓଡ଼ିଶା ବ୍ୟୁରୋ

Health Tips: ଭୃସଙ୍ଗ ପତ୍ରର ଏହି ଚମତ୍କାରୀ ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଓ ଦେଖନ୍ତୁ ଚମତ୍କାର

ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର ଆମେ ଖାଦ୍ଯର ସ୍ଵାଦ ବଢାଇବା ପାଇଁ କରିଥାଉ । ହେଲେ ଏହାର ଅସଲ ଉପକାରିତା ବୋଧ ହୁଏ ବହୁତ କମ୍ ଲୋକ ଜାଣିଥାନ୍ତି । ଯେଉଁମାନଙ୍କୁ ଏହାର ଉପକାରିତା ବିଷୟରେ ଜଣା ଅଛି ସେମାନେ ପ୍ରତିଦିନ ଏହି ପତ୍ରର ସେବନ କରିଥାନ୍ତି । କାରଣ ଏହା ସ୍ୱାସ୍ଥ୍ୟ ମଧ୍ୟ ଅତ୍ୟନ୍ତ ଲାଭକାରୀ ହେବାସହ ଆୟୁର୍ବେଦ ଅନୁଯାୟୀ ବିଭିନ୍ନ ପ୍ରକାରର ପୋଷକତ୍ଵତ୍ତ୍ଵରେ ପରିପୂର୍ଣ୍ଣ ଅଟେ । ଏହା ଅନେକ ଗୁଡିଏ ରୋଗକୁ ଭଲ କରିବାରେ ମଧ୍ୟ କାମରେ ଆସିଥାଏ ।

ତେବେ ଆମେ ଯେଉଁ ପତ୍ର ବିଷୟରେ ଆପଣଙ୍କୁ କହୁଛୁ ତାହା ହେଉଛି ଭୃସଙ୍ଗ ପତ୍ର । ଭୃସଙ୍ଗ ପତ୍ରରେ ଏତେ ଆୟୁର୍ବେଦିକ ତତ୍ତ୍ଵ ରହିଛି ଯେ ତାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଭଲ କରିପାରେ । ଯଦି ଆପଣ ଭୃସଙ୍ଗ ପତ୍ରର ସେବନ କରୁନାହାନ୍ତି ତେବେ ଆଜି ଠାରୁ ହିଁ ଏହି ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ

ଯଦି କାହାକୁ କୋଲେଷ୍ଟ୍ରୋଲର ସମସ୍ଯା ରହିଛି ତେବେ ଭୃସଙ୍ଗ ପତ୍ରର ସେବନ ତାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । କାରଣ ଏହା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରୋଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । ହୃଦୟ ସମ୍ବନ୍ଧିତ ରୋଗୀଙ୍କ ପାଇଁ ମଧ୍ୟ ଭୃସଙ୍ଗ ପତ୍ରର ସେବନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ଯଦି ଆପଣଙ୍କ କେଶ ଅତ୍ୟଧିକ ଭାବେ ଝଡୁଛି ତେବେ ଆପଣ ନିହାତି ଭାବେ ଭୃସଙ୍ଗ ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଏହି ପତ୍ରର ସେବନ ଦ୍ଵାରା ଆପଣଙ୍କ କେଶ ଘନ, ଲମ୍ବା ଏବଂ ଚମକଦାର ବନିଥାଏ । ଏହା ସେବନ କରିବା କେଶ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଥାଏ ।

ଯଦି ଆପଣଙ୍କୁ ବ୍ଲଡ଼ ସୁଗାର ଭଳି ସମସ୍ଯା ରହିଛି ତେବେ ଆପଣ ଭୃସଙ୍ଗ ପତ୍ରର ସେବନ ନିହାତି ଭାବେ କରନ୍ତୁ । ଏହା ଆପଣଙ୍କ ବ୍ଲଡ଼ ସୁଗାର ଲେବୁଲକୁ କଣ୍ଟ୍ରୋଲରେ ରଖିବା ପାଇଁ ବହୁତ ସାହାଯ୍ୟ କରିଥାଏ । ଆପଣଙ୍କ ପେଟ ଏବଂ ଲିଭର ପାଇଁ ମଧ୍ୟ ଭୃସଙ୍ଗ ପତ୍ର ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆପଣଙ୍କର ଗ୍ଯାସ ଏବଂ ଏସିଡିଟି ଭଳି ସମସ୍ଯା ରହିଛି ତେବେ ନିହାତି ଭାବେ ଭୃସଙ୍ଗ ପତ୍ରର ସେବନ କରନ୍ତୁ । ଏହାଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଯଦି ଆପଣଙ୍କ ଲିଭରରେ କକିଛି ବି ସମସ୍ଯା ଅଛି ଓ ଆପଣଙ୍କ ଖାଦ୍ଯ ହଜମ ହେଉନାହିଁ ତେବେ ଆପଣ ଭୃସଙ୍ଗ ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଆପଣଙ୍କର ଏହି ସମସ୍ଯା ମଧ୍ୟ କିଛି ଦିନ ମଧ୍ୟରେ ମୂଳରୁ ଶେଷ ହୋଇଯିବ ।

ଏହି ପତ୍ର ଅନେକଙ୍କ ବାଡି ବଗିଚାରେ ଅତି ସହଜରେ ମିଳିଥାଏ । ଏହି ଭୃସଙ୍ଗ ପତ୍ରକୁ ଆପଣ ତରକାରୀରେ ପକାଇ ସେବନ କରିପାରିବେ କିମ୍ବା କଞ୍ଚା ପତ୍ର ମଧ୍ୟ ଚୋବେଇ ଖାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button