IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବିଜିନେଶ୍ ରେ ହାନି କି ଧନର ଅଭାବ, ସବୁ ସମସ୍ୟାକୁ ଦୂର କରିବ କଳା ହଳଦୀର ଏହି ଉପାୟ, ଜାଣନ୍ତୁ

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବୁ ତାହା ଆପଣଙ୍କର ଜୀବନର ଦିଗକୁ ପୁରା ବଦଳାଇ ଦେବ । ଆଜି ଆମେ ଆପଣଙ୍କୁ କହିବୁ କଳା ହଳଦିର ଗୁଣ ଓ ଏହା ଦ୍ଵାରା ହେଉଥିବା ଉପାୟ ବିଷୟରେ । କହିଦେଉଛୁ କି ଶାସ୍ତ୍ରରେ କଳା ହଳଦୀକୁ ଏକ ଭଲ ପଦାର୍ଥ ବୋଲି କୁହାଯାଇଛି, ଯାହାକି କେବେ ବି ଅସଫଳ ହୁଏ ନାହିଁ । କୁହାଯାଏ କି କଳା ହଳଦୀରେ ତାନ୍ତ୍ରିକ ଓ ମାନ୍ତ୍ରିକ ଦୁଇ ପ୍ରକାରର ଶକ୍ତି ଲୁଚି ଥାଏ ।

ଏହାର ଉପଯୋଗ କରି ଏକ ଅସୁସ୍ଥ ବ୍ୟକ୍ତିକୁ ବି ସୁସ୍ଥ କରାଯାଇ ପାରିବ । ଯଦି ଏହାର ତାନ୍ତ୍ରିକ ବିଦ୍ଧିକୁ ସିଦ୍ଧ କରାଯାଏ ତେବେ ଏହା କାହାକୁ ବି ଧନବାନ କରି ଦେଇଥାଏ । ତେବେ ଚାଲନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଏହା ଦ୍ଵାରା କରାଯାଉଥିବା କିଛି ଖାସ ଉପାୟ ବିଷୟରେ କହିଦେଉଛୁ ।

ଧନ ପାଖରେ ରହିବା ପାଇଁ କଳା ହଲଦିର ଉପାୟ

ପ୍ରାୟତଃ ଏମିତି ହୋଇଥାଏ କି ଆପଣ ବହୁତ ଟଙ୍କା ଆୟ କରନ୍ତି କିନ୍ତୁ ଆପଣଙ୍କ ପାଖରେ ଟଙ୍କା ରୁହେ ନାହିଁ , କୌଣସି ନା କୌଣସି କାରଣରୁ ତାହା ଖର୍ଚ୍ଚ ହୋଇଯାଏ । ତେବେ ଏମିତିରେ କଳା ହଳଦିର ଉପାୟ ଆପଣଙ୍କ ଟଙ୍କା ଖର୍ଚ୍ଚ ହେବାରୁ ଅଟକାଇ ପାରିବ । ଏଥିପାଇଁ ଆପଣ ଶୁକ୍ଲପକ୍ଷର ପ୍ରଥମ ଶୁକ୍ରବାର ଦିନ ଚାନ୍ଦିର ଡବାରେ କଳା ହଳଦୀ, ନାଗକେଶର ଓ ସିନ୍ଦୂର ଏକା ସହିତ ରଖି ମାତା ଲକ୍ଷ୍ମୀଙ୍କ ଚରଣରେ ସ୍ପର୍ଶ କରି ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଟଙ୍କା ଅଧିକ ଖର୍ଚ୍ଚ ହେବ ନାହିଁ ।

ବିଜନେସରେ ଲାଭ ପାଇଁ କଳା ହଳଦିର ଉପାୟ

ଯଦି ଆପଣଙ୍କର ବିଜନେସରେ ବହୁତ ଚେଷ୍ଟା କରିବା ପରେ ବି କ୍ଷତି ହେଉଛି ତେବେ କଳା ହଳଦୀ ଦ୍ଵାରା ନିଜର ବିଜନେସକୁ ଆଗକୁ ବଢାନ୍ତୁ । ଏଥିପାଇଁ ଶୁକ୍ଲପକ୍ଷର ପ୍ରଥମ ଗୁରୁବାର ଦିନ ହଳଦିଆ କପଡାରେ କଳା ହଳଦୀ, ୧୧ ଟି ଅଭିମନ୍ତ୍ରିତ ଗୋମତୀ ଚକ୍ର, ଚାନ୍ଦିର କଏନ ଓ ୧୧ ଟି ଅଭିମନ୍ତ୍ରିତ ଧନଦାୟକ କଉଡି ବାନ୍ଧି ୧୦୮ ଥର ‘ଓଁ ନମୋ ଭଗବତେ ବାସୁଦେବ ନମଃ’ର ଜପ କରି ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

ମେସିନ ଖରାପ ହେଲେ କରନ୍ତୁ କଳା ହଳଦିର ଉପାୟ

ଯଦି ଆପଣଙ୍କର ବିଜନେସ ସମ୍ବନ୍ଧିତ ମେସିନ ଅଛି ଓ ତାହା ବାରମ୍ଭାର ଖରାପ ହେଉଛି ତେବେ ଏମିତିରେ ଆପଣ କଳା ହଳଦିକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ କେଶର ଓ ଗଙ୍ଗାପଣି ମିଶାଇ ତାହା ଦ୍ଵାରା ବୁଧବାର ଦିନ ସେହି ମେସିନ ଉପରେ ସ୍ୱସ୍ତିକ ଚିହ୍ନ୍ନ କରନ୍ତୁ । ଏହି ଉପାୟ ମେସିନକୁ ଖରାପ ହେବାକୁ ଦିଏ ନାହିଁ ।

ଦୀପାବଳିରେ କଳା ହଳଦିର ଉପାୟ

ଦୀପାବଳି ଦିନ ହଳଦିଆ ରଙ୍ଗର ବସ୍ତ୍ରରେ ଚାନ୍ଦି କଏନ ସହିତ କଳା ହଳଦୀ ବାନ୍ଧି କରି ଧନ ରଖୁଥିବା ସ୍ଥାନରେ ରଖିଲେ ମାତା ଲକ୍ଷ୍ମୀଙ୍କର କୃପା ହୋଇଥାଏ ।

ନଜର ଉତାରିବା ପାଇଁ କଳା ହଲଦିର କରନ୍ତୁ ଉପାୟ

ଯଦି ଆପଣଙ୍କର ପିଲାକୁ ନଜର ଲାଗିଛି ତେବେ ଆପଣ କଳା କପଡାରେ ହଳଦୀ ବାନ୍ଧି ୭ ଥର ତାହା ଉପରୁ ବୁଲାଇ ଆଣି ପାଣିରେ ପ୍ରବାହିତ କରି ଦିଅନ୍ତୁ । ଏହା କରିବା ଦ୍ଵାରା ନଜର ଓଲ୍ହାଇ ଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button