IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମହାନ ଋଷି ଶୁକ୍ରାଚାର୍ଜ୍ୟ ନିଜ ନୀତିବାଣୀରେ ଏହି ୪ଟି ପୁରୁଷଙ୍କ ବିଷୟରେ କହିଛନ୍ତି ଯେଉଁମାନେ ନିଜ ଜୀବନରେ ଯେତେ ଚେଷ୍ଟା କରିଲେ ବି ସଫଳତା ପାଇପାରନ୍ତି ନାହି । ନିଜ ଜୀବନରେ ଦରିଦ୍ରତା ଓ ନିରାଶାର ସାମନା କରିଥାନ୍ତି । ନିଜ କାମରେ ଜାନ ଲଗେଇଦେଲେ ବି ସେମାନେ କେବେ ବି ସଫଳ ହୁଅନ୍ତି ନାହି । ଆଉ କିଛି ଲୋକ କମ ଚେଷ୍ଟା କରି ମଧ୍ୟ ସଫଳ ହୋଇଥାନ୍ତି । ସେମାନେ ନିଜର ତେଜ ଭାଗ୍ୟ ପାଇଁ ସଫଳ ହୋଇଛନ୍ତି ବୋଲି ମାନି ନେଇଥାନ୍ତି । ଶୁକ୍ରାଚାର୍ଜ୍ୟଙ୍କ ମତରେ ମନୁଷ୍ୟକୁ ତାର ଉଦେଶ୍ୟ ହିଁ ସଫଳତା ଦେଇଥାଏ । ଯେଉଁ ଲୋକମାନେ ସ୍ତ୍ରୀଙ୍କର ସମାନ କରି ନଥାନ୍ତି ଓ ତାଙ୍କୁ ନିର୍ଯ୍ୟାତନା ଦେଇଥାନ୍ତି ସେମାନେ ଦରିଦ୍ରତାର ସମୁଖିନ୍ନ ହୋଇଥାନ୍ତି । ମଣିଷ ନିଜ କର୍ମ ବଳରେ ନିଜ ଭାଗ୍ୟ ନିର୍ଦ୍ଧାରିତ କରିଥାଏ । ଏହି ବିବରଣୀରେ ଶୁକ୍ରାଚାର୍ଜ୍ୟ ଏମିତି କିଛି ନିୟମ କହିଛନ୍ତି ଯେଉଁଥିରେ ବ୍ୟକ୍ତି ଯେତେ ଚେଷ୍ଟା କରିଲେ ବି ଜୀବନରେ ସଫଳ ହୋଇନ ଥାଏ । Do You Remember Her? Wait Until You See Her Today Buzz Day Formerly Conjoined Twins Now Living Apart? See Their New Lives Buzz Day मधुमेह हमेशा के लिए ख़त्म हो जाएगा! सोने से पहले करें ये काम Insulux Diabetic Support They Found Something Under Stone That Changes History Zestradar ପ୍ରଥମ ନୀତିବାଣୀ : ଶୁକ୍ରାଚାର୍ଜ୍ୟଙ୍କ ମତରେ ଯେଉଁ ମଣିଷ ଅନ୍ୟକୁ ଦେଖାଇବା ପାଇଁ କାମ କରିଥାନ୍ତି ସେମାନେ କେବେ ବି ନିଜ ଜୀବନରେ ସଫଳ ହୋଇନଥାନ୍ତି । ଯେଉଁ ବ୍ୟକ୍ତି ଅନ୍ୟକୁ ନିଚା ଦେଖାଇବା ଓ ନିଜକୁ ମହାନ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାଏ ସେମାନେ ସଫଳ ହୋଇ ନଥାନ୍ତି । ଯେଉଁ ବ୍ୟକ୍ତି ପଇସା ରୋଜଗାର କରି ଓ ଅନ୍ୟକୁ ତାର ସ୍ଥାନ ଦେଖାଇବାକୁ ଚେଷ୍ଟା କରିଥାଏ ସେ ତା ଜୀବନରେ ଦୁଖର ଓ ନିରାଶାର ସାମନା କରିଥାଏ । ସେଥିପାଇଁ ଅନ୍ୟକୁ ନିଚା ନ ଦେଖାଇ ଅନ୍ୟର କଲ୍ୟାଣ ପାଇଁ କାମ କରିଲେ ଜୀବନରେ ସଫଳତା ପାଇପାରିବେ । अन्य जबरदस्त कंटेंट मधुमेह हमेशा के लिए ख़त्म हो जाएगा! सोने से पहले करें ये काम Insulux Diabetic Support Do You Remember Her? Wait Until You See Her Today Buzz Day Formerly Conjoined Twins Now Living Apart? See Their New Lives Buzz Day They Found Something Under Stone That Changes History Zestradar ଦିତୀୟ ନୀତିବାଣୀ : ଏହି ନୀତିବାଣୀରେ ଯେଉଁମାନେ ପ୍ରତିଶୋଧ ନିଆଁରେ ଜଳିଥାନ୍ତି ସେମାନେ ନିଜ କାର୍ଯ୍ୟରେ କେବେ ବି ସଫଳତା ହୋଇ ନଥାନ୍ତି । ବିଦ୍ଵାନ ଲୋକମାନେ କେବେ ବି ଅନ୍ୟଠାରୁ ପ୍ରତିଶୋଧ ନେବାକୁ ଭାବି ନ ଥାନ୍ତି । ସେମାନେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିଥାନ୍ତି । ଯେଉଁମାନେ ଅନ୍ୟ ଉପରେ ଚିତ୍କାର କରିଥାନ୍ତି ସେମାନେ ନିଜ ଜୀବନରେ ଉନ୍ନତି କରିପାରି ନଥାନ୍ତି । ତୃତୀୟ ନୀତିବାଣୀ : ଯେଉଁ ମଣିଷ ସ୍ତ୍ରୀକୁ ପାଇବା ପାଇଁ ଖରାପ କାମ କରିଥାଏ ସେ ତା ଜୀବନରେ ନଷ୍ଟ ହୋଇଯାଏ । ବଡ ବଡ ରାଜା ମହାରାଜାମାନେ ସ୍ତ୍ରୀଙ୍କୁ ପାଇବା ପାଇଁ ନିଜ ରାଜ୍ୟ ସହ ମାନ ସମାନ ହରାଇ ବସିଥିଲେ । ତେଣୁ କୋଣସି ସ୍ତ୍ରୀକୁ ପାଇବା ପାଇଁ ଖରାପ କାମ କରିବା ନିଜର ମୂର୍ଖତାର ପରିଚୟ ଅଟେ । ଏହିଭଳି ଲୋକମାନେ ନିଜ ଜୀବନରେ ଦୁଖ ଭୋଗ କରିଥାନ୍ତି । ଚତୁର୍ଥ ନୀତିବାଣୀ : ଯେଉ ଲୋକମାନେ ପଇସା ପଛରେ ନିଜର ସବୁ ସମୟ ଲଗାଇଥାନ୍ତି ସେମାନେ ନିଜ ଜୀବନରେ ସଫଳ ହୋଇ ନଥାନ୍ତି । ବ୍ୟକ୍ତିକୁ ନିଜ ଚେଷ୍ଟା ମାଧ୍ୟମରେ ଓ ଅନ୍ୟର କଲ୍ୟାଣରେ ସମୟ ବାହାର କରିବା ଉଚିତ । ସେହି କାମଟି ଶ୍ରେଷ୍ଠ ହୋଇଥାଏ । କିନ୍ତୁ ଯେଉଁମାନେ ଅନ୍ୟକୁ ଲୁଟି ପଇସା ରୋଜଗାର କରିବାର ଶୈଳୀକୁ ଆପଣେଇଥାନ୍ତି ସେମାନେ ନିଜ ଜୀବନରେ ସଫଳତା ପାଇପାରିନଥାନ୍ତି । ଦର୍ଶକବନ୍ଧୁ ଯଦି ଆପଣମାନଙ୍କୁ ଶୁକ୍ରାଚାର୍ଯ୍ୟଙ୍କର ଏହି ନୀତିବାଣୀଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାରବରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଚର୍ମ ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ ।

ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଚର୍ମ ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି । ଯଦି ମୁହଁ ରେ କୌଣସି ଦାଗ ରହିଯାଏ ତେବେ ତାହା ଦେଖିବା ପାଇଁ ଭଲ ଲାଗି ନଥାଏ । ଆପଣଙ୍କ ମୁହଁ ବହୁତ ଖରାପ ଦେଖା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଯେଉଁ ଉପାୟ ଟି କହିବୁ ତାହାକୁ ରାତିରେ କେବଳ ୨ ମିନିଟ ପାଇଁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ମୁହଁ ରୁ ସମସ୍ତ ଦାଗ ଲିଭିଜିବ ଓ ଆପଣଙ୍କ ମୁହଁ ହୀରା ଭଳି ଚମକିବ । ତେବେ ଆସନ୍ତୁ ଜାଣିବା ସ୍ୱହି ଉପାୟ ବିଷୟରେ ।

ପ୍ରଥମେ ଏକ ସଫା ପାତ୍ର ନିଅନ୍ତୁ । ଏହା ପରେ କୌଣସି ଏକ ପାତ୍ର ରେ କ୍ଷୀର ଗରମ କରି ଏହାକୁ ଥଣ୍ଡା କରି ଦିଅନ୍ତୁ । ଏହା ପରେ ଦେଖନ୍ତୁ ଯେ କ୍ଷୀର ର ଉପର ଭାଗ ରେ ସର ଲାଗି ଯାଇଥିବ । ତେବେ ବନ୍ଧୁଗଣ ସେହି ସର କୁ ଏକ ଚାମଚ ସାହାଯ୍ୟ ରେ ଦୁଇ ଚାମଚ ସେହି ସଫା ପାତ୍ର ରେ ନେଇ ଆସନ୍ତୁ । ଏହା ପରେ ସେହି ଚାମଚ ସାହାଯ୍ୟ ରେ ସେହି ସର କୁ ଭଲ ଭାବରେ ଗୋଳେଇ ଦିଅନ୍ତୁ । ଏହାକୁ ଏକ କ୍ରିମ ଭଳି କରି ଦିଅନ୍ତୁ ।

ଗୋଳେଇ ସାରିବା ପରେ ସେଥିରେ ଏକ ଛୋଟ ଚାମଚ ସାହାଯ୍ୟ ରେ କିଛି ହଳଦୀ ଗୁଣ୍ଡ ପକାନ୍ତୁ ଏବଂ ତାକୁ ଭଲ ଭାବରେ ଗୋଳାନ୍ତୁ । ଯଦି ଆପଣଂକୁ ଶୁଖିଲା ଲାଗୁଛି ତେବେ ଆପଣ ସେଥିରେ ଏକ ଚାମଚ କ୍ଷୀର ମଧ୍ୟ ମିଶାଇ ପାରିବେ । ଏହା ପରେ ଏହାକୁ ଭଲ ଭାବରେ ମିଶାଇ ସାରିବା ପରେ ଆପଣଙ୍କ ର ପ୍ରାକୃତିକ ଉପାୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ । ତେବେ ଅଆନ୍ତୁ ଜାଣିବା ଏହାକୁ ଆମେ କିପରି ବ୍ୟବହାର କରିବା ।

ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଏହାକୁ ନିଜ ହାତ ରେ ନେଇ ସମ୍ପୂର୍ଣ୍ଣ ମୁହଁ ରେ ଲଗାନ୍ତୁ । ଏହାକୁ ମୁହଁ ରେ ଲଗାଇବା ପରେ ନିଜ ହାତ ରେ ଏହାକୁ ହାଲୁକା ଭାବରେ ମାଲିସ କରନ୍ତୁ । ଏହାକୁ ପ୍ରାୟତଃ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ନିଜ ମୁହଁ ରେ ମାଲିସ କରନ୍ତୁ । ମାଲିସ କରି ସାରିବା ପରେ ଆପଣ ଏହାକୁ ସାଧାରଣ ଥଣ୍ଡା ପାଣି ସାହାଯ୍ୟ ରେ ଧୋଇ ଦିଅନ୍ତୁ । ଧୋଇ ସାରିଲା ପରେ ଆପଣ ଅନୁଭବ କରିବେ ଆପଣଙ୍କ ମୁହଁ ବହୁତ ଚମକୁଥିବ ।

ତେବେ ବନ୍ଧୁଗଣ ଏହାକୁ ନିଶ୍ଚିତ ଭାବରେ ଏକ ସପ୍ତାହ ପର୍ଯ୍ୟନ୍ତ ନିୟମିତ ଲଗାନ୍ତୁ । ଏହା ପରେ ଆପଣ ଦେଖିବେ ଆପଣଙ୍କ ମୁହଁରେ ଥିବା ସମସ୍ତ ଦାଗ ଲିଭିଜିବ । ଯଦି ଆପଣଙ୍କ ମୁହଁ ରେ ବ୍ରଣ ହେଉଛି ତେବେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଉପରେ କୌଣସି ପ୍ରକାର ଖରାପ ପ୍ରଭାବ ପକାଇ ନ ଥାଏ । ତେବେ ବନ୍ଧୁଗଣ ଆପଣ ଏହାକୁ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁବ ଏହାର ଲାଭ ଉଠାନ୍ତୁ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button