IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହଇଜା ହେଉଥିଲେ ଧଳା ପିଆଜ ରସ ସହିତ ମିଶାଇ ପିଅନ୍ତୁ କଲରା ଜୁସ୍‌, ମିଳିବ ଫାଇଦା

କଲରା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ବୋଲି ଆମେ ସମସ୍ତେ ଜାଣିଛେ। ଏଥିରେ ଥିବା ଭିଟାମିନ ଏବଂ ପୋଷକ ତତ୍ୱ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏହାର ସ୍ୱାଦ ପିତା ହୋଇଥାଏ ନିଶ୍ଚିତ, କିନ୍ତୁ ଏହା ଶରୀର ରେ ଥିବା ଆଣ୍ଟିଭାଇରସ ଜୀବାଣୁକୁ ନଷ୍ଟ କରିଦିଏ। କଲରା ଜୁସ୍‌ ଆମ ଶରୀର ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ କଲରା ଜୁସ୍‌, ଏହା ଆମେ ଜାଣିଛେ। କିନ୍ତୁ ଏହା ଶରୀରର ଆଉ କେଉଁ ସମସ୍ୟା ଦୂର କରିଥାଏ, ଆସନ୍ତୁ ଜାଣିବା

bb

– ତ୍ୱଚାରେ ହେଉଥିବା ସଂକ୍ରମଣରୁ ରୋକିବା ପାଇଁ କଲରା ଜୁସ୍‌ ବେଶ୍‌ ଉପକାରୀ।

– କୋଷ୍ଠକାଠିନ୍ୟ ସମସ୍ୟା ଥିଲେ, ଏହାର ମୁଖ୍ୟ କାରଣ ରକ୍ତ। ରକ୍ତ ଅଶୁଦ୍ଧ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ରକ୍ତରେ ଶୁଦ୍ଧତା ଆଣିବା ପାଇଁ ପ୍ରତିଦିନ କଲରା ଜୁସ୍‌ ପିଅନ୍ତୁ।

aaa

– ଅତ୍ୟଧିକ ମଦ୍ୟପାନ କରିଥିଲେ ନିଶା ଉତାରିବାକୁ କଲାରା ଜୁସ୍‌ ବେଶ୍‌ ଫାଇଦାଯୁକ୍ତ। କଲାରା ଜୁସ୍‌ ଲିଭରକୁ ସଫା କରିଦିଏ।

– ହଇଜା ହେଉଥିଲେ ଦୁଇ ଚାମଚ କଲରା ଜୁସ୍‌ ଧଳା ପିଆଜ ରସ ସହିତ ପ୍ରତିଦିନ ଖାଆନ୍ତୁ। ସୁଧୁରିଯିବ ଆପଣଙ୍କ ଅବସ୍ଥା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button