IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏକା ଥରେ ଘର ଛାଡି ପଳାଇବେ ସବୁ ମୂଷା, ବାସ ଘରେ ବସି କରନ୍ତୁ ଏହି ସହଜ ଉପାୟ (Get Rid of Rats)

ଘରେ ମୂଷା ଥିଲେ ଆମର ବିଭିନ୍ନ ଦାମୀ ଜିନିଷ ନଷ୍ଟ କରିଦେବା ସହ ଆମ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ହାନିକାରକ ହୋଇଥାନ୍ତି । ଆଉ ମାର୍କେଟରୁ ଯେଉଁ ମୂ-ଷା-ମ-ରା ଔଷଧ ଆଣି ଥାଉ ତାହା ଘରେ ଥିବା ଛୋଟପିଲାଙ୍କ ପ୍ରତି ବି-ପ-ଦ-ଜନକ ହୋଇଥାଏ । ଏଥିପାଇଁ ମୂଷା ଦାଉରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ ସହଜ ଘରୋଇ ଉପାୟ କହିବୁ । ଏହାକୁ ଆପଣ ନିଜ ଘରେ ବହୁତ କମ୍ ଖର୍ଚ୍ଚରେ ବନାଇ ପାରିବେ ଓ ମୂଷା ଦାଉରୁ ରକ୍ଷା ପାଇପାରିବେ ।

ଆପଣ ମୂଷାଙ୍କୁ ମା-ରି-ବା ବଦଳରେ ଘରୁ ଘଉଡାଇ ଦେଇପାରିବେ । ମୂଷା ଘଉଡାଇବା ଔଷଧ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥେମ ଆବଶ୍ୟକ ହେବ କିଛି ଜ-ର୍ଦ୍ଦା । ଏହା ଆମ ସ୍ଵାସ୍ଥ୍ୟପକ୍ଷେ କେତେ ହା-ନି-କାରକ ତାହା ଆମେ ସମସ୍ତେ ଜାଣିଛୁ । ତେଣୁ ଏହା ମୂଷା ପାଇଁ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହେବ । ଏହା ସେବନ କରିବା ଫଳରେ ମୂଷାକୁ ଅତ୍ୟନ୍ତ ଶୋଷ ଲାଗିବ ଓ ବେ-ହୋ-ସ ହେବା ପରି ଅନୁଭବ କରି ଆପଣଙ୍କ ଘର ଛାଡି ପଳାଇବ । ଏକ ପାତ୍ରରେ ଦୁଇ ଚାମୁଚ ଜ-ର୍ଦ୍ଦା ନିଅନ୍ତୁ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କିଛି ଗୁଆ ଘିଅ । ଗୁଆ ଘିଅର ସୁଗନ୍ଧ ପ୍ରାୟତଃ ଲୋକଙ୍କୁ ଭଲ ଲାଗେ ଓ ମନକୁ ମଧ୍ୟ ଆକର୍ଷିତ କରେ । ଏହି ଔଷଧରେ ଗୁଆ ଘିଅର ପ୍ରୟୋଗ କରିବା ଦ୍ଵାରା ମୂଷା ମଧ୍ୟ ଆକର୍ଷିତ ହୋଇ ଆସି ଏହାକୁ ଭୋଜନ କରିବେ । ଜ-ର୍ଦ୍ଦା ରଖିଥିବା ପତ୍ରରେ ଏକ ଚାମୁଚ ଘିଅ ପକାଇ ଉଭୟକୁ ମିଶାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କିଛି ଅଟା କିମ୍ବା ବେସନ । କିନ୍ତୁ ବେସନର ପ୍ରୟୋଗ କରିବା ଅତ୍ୟନ୍ତ ଲାଭଦାୟକ ହେବ । କାରଣ ଶୀଘ୍ର ଶୁଖିଯାଏ ଓ ମୂଷା ଏହାକୁ ଖାଇବାକୁ ଭଲ ପାଇବେ ନାହିଁ ।

ଜ-ର୍ଦ୍ଦା ଓ ଗୁଆ ଘିଅ ମିଶ୍ରଣରେ ଏବେ ଏକ ଚାମୁଚ ବେସନ ମିଶାଇ ଦିଅନ୍ତୁ ଓ ଅଟା ଚକଟିବା ଭଳି ଚକଟି ଏଥିରୁ ଏକ ଗୁଳା ପ୍ରସ୍ତୁତ କରନ୍ତୁ । ଏବେ ଏହା ଉପରେ ଆଉ ଟିକେ ଘିଅ ଲଗାଇ ଦିଅନ୍ତୁ ଓ ତା’ପରେ ସେଥିରୁ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମୂଷା ଘଉଡାଇବା ଔଷଧ । ଏହି ଛୋଟ ଛୋଟ ଗୁଳା ଗୁଡିକୁ ଆପଣ ମୂଷା ଦେଖା ଦେଉଥିବା ସ୍ଥାନ ମାନଙ୍କରେ ରଖି ଦିଅନ୍ତୁ ।

ମୂଷା ଏହାକୁ ସେବନ କରିବା ପରେ ତାକୁ ଅତ୍ୟନ୍ତ ଶୋଷ ଲାଗିବ ଆଉ ତାକୁ ବେ-ହୋ-ସ ହେବା ପରି ମଧ୍ୟ ଲାଗିବ । ଯାହାଫଳରେ ମୂଷା ପାଣି ଖୋଜିବେ । ସେଥିପାଇଁ ଏହି ଔଷଧ ଦେବା ବେଳେ ଘରେ ଥିବା ପାଣି ଲୁଚାଇ ଦିଅନ୍ତୁ । ମୂଷାକୁ ଯଦି ଘରେ ପାଣି ପିଇବାକୁ ମିଳିଯାଏ ତେବେ ସେ ଘର ଛାଡି ଯିବ ନାହିଁ । ଆଉ ଯଦି ପାଣି ନ ମିଳିବ ତେବେ ମୂଷା ପାଗଳ ପ୍ରାୟ ହୋଇ ଆପଣଙ୍କ ଘର ଛାଡି ପଳାଇବ ।

ଏହିପରି ଭାବେ ଆପଣ ମୂଷାକୁ ଜୀବନରେ ମା-ରି-ବେ ନାହିଁ ଏବଂ ନିଜେ ମଧ୍ୟ ମୂଷା ଦାଉରୁ ରକ୍ଷା ପାଇଯିବେ । ଆପଣଙ୍କୁ ଏହି ପୋଷ୍ଟ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button