IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସାରା ରାତି ପାଣିରେ ପାଣିରେ ଭିଜେଇ ଖାଇ ଦିଅନ୍ତୁ ଏହି 5 ଟି ଜିନିଷ, ଶରୀର ଭରିଦେବ ଷଣ୍ଢ ଭଳି ଶକ୍ତି ଆଉ ଜୋସ (health tips)

ବନ୍ଧୁଗଣ ଆପଣ ମାନଙ୍କୁ ଗରମ ଦିନରେ ଏମିତି କେଉଁ ଜିନିଷର ସେବନ କରିଲେ ଶାରୀରିକ ଫୁର୍ତ୍ତି ଆସିଥାଏ, ହାଡ ମଜବୁତ ହୋଇଥାଏ, ଆଖି ସମସ୍ଯା, କେସ ସମୟା, ଚେହେରାରେ ଚମକ ଆସୁନଥିବ ତେବେ ଏହି ୫ଟି ଜିନିଷର ସେବନ ଦ୍ଵାରା ଏହି ସବୁ ସମସ୍ୟାର ସମାଧାନ ହୋଇଥାଏ । ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ୧- ଆଲମଣ୍ଡ : ଆଲମଣ୍ଡକୁ ରାତିରେ ପାଣିରେ ଭିଯାଇ ଦେଇ ସକାଳେ ଏହାର ଚୋପା ଛଡାଇ ଏହାର ସେବନ କରିଲେ ଶାରୀରିକ ଫୁର୍ତ୍ତି ଆସିଥାଏ ।

ଏହାର ଚୋପା ଛଡାଇ ଖାଇବା ଦ୍ଵାରା ଏଥିରେ ଥିବା ନ୍ୟୁଟ୍ରେସନ ଆମ ଶରୀରକୁ ଆସିଥାଏ । ଏହାକୁ ଖାଇବା ଦ୍ଵାରା ସ୍ମରଣ ଶକ୍ତି, କେସ ସମସ୍ଯା, ଚେହେରାରେ ଚମ ଆସିଥାଏ, ଶାରୀରିକ କମ୍ଜୋରି ମଧ୍ୟ ଦୂର ହୋଇଥାଏ । ଏହାକୁ କ୍ଷୀରରେ ପକାଇ ମଧ୍ୟ ସେବନ କରି ହେବ ।

୨- ଆଲସୀ : ଏଥିରେ ଥିବା ଭିଟାମିନ, ଆଇରନ ଓ ପ୍ରୋଟିନ ଅଧିକ ମାତ୍ରାରେ ଥିବାରୁ ଏହାର ସେବନ ଦ୍ଵାରା ଆମ ଶରୀରର ହାଡ ମଜୁବୁତ ହୋଇଥାଏ । ରାତିରେ ଏକ ଚାମଚ ଆଲସୀ ପାଣିରେ ତିନ୍ତା ସକାଳେ ସେବନ କରିଲେ ବହୁତ ଲାଭଦାୟକ ହୋଇଥାଏ । ଏହାକୁଉ ସପ୍ତାହକୁ ୩ରୁ ୪ଥର କରି ପାରିବେ ।

୩- କୁଲଥିର ଡାଲି : କୁଲଥିର ଡାଲିକୁ ସକାଳେ ପାଣିରେ ତିନ୍ତାଇ ଏହାକୁ ରାତିରେ ଗୋଟେ କପଡାରେ ବାନ୍ଧି ଦେଇ ସକାଳେ ଏହାର ସେବନ କରିବା ଉଚିତ । ଏହି ଡାଲିକୁ ଦୁଇ ଚାମଚରୁ ଅଧିକ ସେବନ କରିବା ଉଚିତ ନୁହେ । କାରଣ ଏହା ବହୁତ ଗରମ ଜିନିଷ ଅଟେ । ଏହି ଡାଲିର ସେବନ କରିବା ଦ୍ଵାରା ଶାରୀରିକ କ୍ଷମତା ବୃଦ୍ଧି ପାଇଥାଏ ।

୪- ୱାଲନଟ ବା ଅଖରୋଟ : ଅଖରୋଟରେ ଓମେଗା-୩ ଭରପୁର ମାତ୍ରାରେ ଥିବାରୁ ଏହାର ସେବନ କରିଲେ ଆମ ଶରୀର ପାଇଁ ଲାଭଦ୍ୟକ ହୋଇଥାଏ । ଏହାକୁ ରାତିରେ ତିନ୍ତାଇ ସକାଳେ ସେବନ କରିଲେ କେସ, ଆଖି ସମସ୍ଯା ଦୂର ହୋଇଥାଏ । କେବଳ ଗୋଟିଏ ଅଖରୋଟର ସେବନ କରିବା ଉଚିତ । ସବୁ ଜିନିଷକୁ ଲିମିଟ ଅନୁସାରେ ସେବନ କରିବା ଉଚିତ ଯାହା ଦ୍ଵାରା ଆମ ଶରୀରର କୌଣସି କ୍ଷତି ହୋଇ ନ ଥାଏ ।

୫- ତିଲ : ତିଲର ସେବନ ଦ୍ଵାରା ରକ୍ତର କମି ପୂରଣ ହୋଇଥାଏ, କ୍ୟାଲସିୟମ କମି ପୂରଣ ହୋଇଟହାଏ, ଯଏଣ୍ଟ ପେନ ମଧ୍ୟ ଦୂର ହୋଇଥାଏ । ଏହାକୁ ରାତିରେ ପାଣିରେ ତିନ୍ତାଇ ସକାଳେ ସେବନ କରିଲେ ଏହି ସବୁ ସମସ୍ଯା ଦୂର ହୋଇଥାଏ । ତିଲର ମାତ୍ର ଅଧ ଚାମଚ ସେବନ କରିବା ଆବଶ୍ୟକ ଅଟେ କାରଣ ଏହା ବହୁତ ଗରମ ହୋଇଥାଏ ।

ଏହା ବ୍ଯତୀତ ତିଲର ସେବନ ଦ୍ଵାରା କେସ ଝଡୁଥିଲେ ଏହା ବନ୍ଦ ହୋଇଥାଏ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button