IBN ଓଡ଼ିଶା ବ୍ୟୁରୋ

ଶରୀରରେ ଅକ୍ସିଜେନ ଲେବଲ କେତେ ରହିବା ଦରକାର ? ଯଦି ଆପଣଙ୍କର ଅକ୍ସିଜେନ ଲେଭଲ କମ ହେଉଛି ତେବେ ଜାଣନ୍ତୁ ଘରେ ବସି ଏହାକୁ କିପରି ବଢେଇବେ ?

କୋରୋନାର ଦିତୀୟ ଲହରରେ ଅନେକ ପ୍ରକାରର ସମସ୍ଯା ଉତ୍ପନ ହେଉଛି । କୋରୋନାରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କର ଜୀବନ ହା-ନି ଘଟୁଛି । ଏହା ଛଡା କୋରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଭେଣ୍ଟିଲେଟର ଅପେକ୍ଷା ଅକ୍ସିଜେନର କମି ଦେଖା ଯାଉଛି ।

ଆମ ଦେଶରେ ଅକ୍ସିଜେନର ଘୋର ଅଭବ ଦେଖା ଯାଉଅଛି । ଯାହା ଫଳରେ ଅନେକ ଲୋକଙ୍କର ପ୍ରା-ଣ ହା-ନି ଘଟୁଛି । ଯେଉଁ କୋରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ସେମାନଙ୍କର ମଧ୍ୟ ଅକ୍ସିଜେନ ଅଭାବରୁ ମୃ-ତ୍ୟୁ ହେଉଛି । ଏହା ଛଡା ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେଉଁ ମାନେ ଘରେ ରହି କୋରୋନା ସହ ଲଢେଇ କରୁଛନ୍ତି ସେମାନକ ପାଇଁ ଏହା ବହୁତ ବିପଦଜନକ କଥା ଅଟେ । ଘରେ ଏତେ ମାତ୍ରାରେ ଅକ୍ସିଜେନ ମିଳିବା ସମ୍ଭବ ହୋଇ ନ ଥାଏ ।

ତେଣୁ ଯେଉଁ ମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ସେମାନେ ନିଜ ଅକ୍ସିଜେନ ଲେବଲ ବଢେଇବା ପାଇଁ କଣ କରିବା ଦରକାର ବା ଯଦି ଅକ୍ସିଜେନ ଶରୀରରେ କମ ରହିଥାଏ ସେହି ସମୟରେ କଣ କରିବା ଠିକ ହେବ ସେହି ବିଷୟରେ ଆମେ ଆପଣ ମାନକ ସହ ଆଲୋଚନା କରିବାକୁ ଯାଉଛୁ । ପ୍ରଥମେ କୋରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଯେଉଁ ମାନେ ଘରେ ଅଛନ୍ତି ସେମାନେ ନିଜ ଅକ୍ସିଜେନ ଲେବଲ ଚେକ କରିବା ଉଚିତ । ଯଦି ଅକ୍ସିଜେନ ଲେବଲ ୯୦ରୁ କମ ରୁହେ ତେବେ ତୁରନ୍ତ ହସ୍ପିଟାଲ ଯିବା ଉଚିତ ।

ଯଦି ଅକ୍ସିଜେନ ଲେବଲ ୯୦ରୁ ୯୪ ରହେ ତେବେ ସେହି ରୋଗୀକୁ ଦେଶୀ ଘିଅକୁ ନାକରେ ପକାଇଲେ ଅକ୍ସିଜେନ ଲେବଲ ନିୟନ୍ତ୍ରଣ ହୋଇଥାଏ । ଏହା ପରେ ରୋଗୀକୁ କିଛି ସମୟ ପାଇଁ ବ୍ୟାୟାମ କରିବା ଉଚିତ । ଯଦି କେଉଁ ବ୍ୟକ୍ତିକୁ କୋରୋନା ହୋଇ ନାହି ବା ସେହି ବ୍ଯକ୍ତିର ଅକ୍ସିଜେନ ଲେବଲ ଠିକ ରହିଛି ତେବେ କିଛି ଉପାୟ କରିଲେ ଏହାର ସଠିକ ନିୟନ୍ତ୍ରଣ ହୋଇ ପାରିବ ।

ଏଥିପାଇଁ ହଳଦୀ ପକାଇ କ୍ଷୀର ସେବନ କରିବା ଉଚିତ । ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ କାଢାର ସେବନ କରିବା ଉଚିତ । ଏଥିପାଇଁ ଗିଲୋଇ, ତୁଳସୀ ପତ୍ର, ନିମ ପତ୍ର, ହଳଦୀ ଆଦିର ଭଲ ଭାବେ ପାଣିରେ ଫୁଟାଇ କାଢା କରି ସେବନ କରିବା ଉଚିତ । ଏହି କାଢାକୁ ପ୍ରତି ଦିନ ସକାଳେ ଖାଲି ପେଟରେ ସେବନ କରିଲେ ଶରୀରରେ ଇମ୍ୟୁନିଟି ପାୱାର ବଢିଥାଏ । ଏହା ସହ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କର ବ୍ୟବହାର କରିବା ଉଚିତ । ଯେଉଁ ମାନେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button