IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଦେଶର ଏହି ବଡ ଡାକ୍ତର ବ୍ଲାକ ଫଙ୍ଗସ ଉପରେ କଲେ ବଡ ଖୁଲାସା, ଜାଣନ୍ତୁ କେଉଁ ଭୁଲ ଆପଣଙ୍କ ପାଇଁ ସବୁଠୁ ଅଧିକ ମାରାତ୍ମକ

ଆପଣ ମାନେ ଆଜି କଲି ଖବର କାଗଜ ହେଉ କିମ୍ବା ଟିଭି ରେ ଏହାକୁ  ଦେଖିଥିବେ କି ବ୍ଲ୍ଯାକ ଫଙ୍ଗସ ଦେଖା ଯାଉଛି ଅଧିମ କରୋନା ରୋଗୀଙ୍କ ପାଖରେ । ତେବେ ମ୍ୟୁକୋମାଇକୋସୀସ କଣ କିମ୍ବା ଆପଣ ବ୍ଲାକ ଫଙ୍ଗସ କଣ ବୋଲି ଜାଣି ନଥିବେ ।

ଆମେ ଏହା ବିଷୟରେ ଆପଣଙ୍କୁ କହିବା ପାଇଁ ଯାଉଛୁ ଓ କହିବୁ କି ଆପଣ ଏହାକୁ କିଭଳି ସାମନା କରିବେ । ତେବେ ମ୍ୟୁକୋମାଇକୋସୀସ ଏକ ସାଧାରଣ ଫଙ୍ଗସ ଏହାକୁ ଆପଣ ଦେଖିଥିବେ କି ଯଦି କିଛି ଟେବୁଲ ଅନେକ ଦିନରୁ ସଫା ହୋଇନି । ଏହା ଉପରେ କିଛି ଧୁଳି ଦେଖି ଥିବେ ଏହା ହେଉଛି ମ୍ୟୁକୋମାଇକୋସୀସ । ଏହା ସାଧାରଣ ଭାବେ ଆମ ଚାରି ପାଖରେ ଥାଏ ଏହା କେବଳ ସେହି ରୋଗୀଙ୍କୁ ଆକ୍ରାନ୍ତ କରେ ଯେଉଁ ମାନଙ୍କ ଇମ୍ୟୁନିଟି ଶକ୍ତି କମ ଅଛି ସେମାନଙ୍କୁ ଏହା ଅଧିକ ହୋଇ ଥାଏ ।

ଜେଭଳି ଆପଣ ଡାଇବେଟିସ ରୋଗୀ ଦେଖନ୍ତୁ କିମ୍ବା ଆପଣ କିଡନି ର କିଛି ରୋଗୀଙ୍କ ପାଖେ ଏହା ହେବାର ଅଧିକ ସମ୍ଭାବନା ଥାଏ । ତେବେ ଏହା କରୋନା ରୋଗୀଙ୍କୁ ଏଥି ପାଇଁ ହୁଏ କାରଣ ତାଙ୍କ ଶରୀରରେ ଅଧିକ ମାତ୍ରାରେ ଷ୍ଟେରନ ଥାଏ ।

ଏହା ପାଇଁ ତାଙ୍କୁ ଏହା ଅଧିକ ମାତ୍ରାରେ ହେଉଛି । ଏହା ସେହି ରୋଗୀଙ୍କ ପାଖେ ଅଧିକ ହୋଇ ଥାଏ  ଯେଉଁ ମାନଙ୍କର ଡାଇବେଟିସ ଅଛି ଓ ସେମାନେ ଅଧିକ ମାତ୍ରାରେ ଷ୍ଟେରନ ନେଇଛନ୍ତି କିମ୍ବା ଯେଉଁ ମାନେ ଜାଣି ନାହାଁନ୍ତି କି ସେମାନଙ୍କ ର ଡାଇବେଟିସ ଅଛି ସେମାନଙ୍କୁ ଏହା ଖୁବ ଅଧିକ ମାତ୍ରାରେ ହୋଇ ଥାଏ । କାରୋନାରେ ଯେଉଁ ମାନଙ୍କୂ ଅକ୍ସିଜେନ ଦିଆ ଯାଉଛି ତାଙ୍କ ନାକ ପାଖରେ  ଥିବା ଚମଡା ସୁଖୀ ଯିବା ଯୋଗୁ ଏହା ନିଜର ବଂଶ ବିସ୍ତାର ପାଇଁ ରାସ୍ତା ପାଇ ଯାଉଛି ।

ଏହା କୁ ଆପଣ ଜାଣିବେ କିଭଳି ଏହାକୁ ଜାଣିବା ପାଇଁ କିଛି ସଂକେତ କୁହା ଯାଇଛି ତାହା ହେଉଛି ପ୍ରଥମେ ଆପଣଙ୍କ ନାକ ଶୁଖିଲା ରହିବା, ନାକରୁ ରକ୍ତ ପଡିବା, ଆଖି କିମ୍ବା ମୂହ ଫୁଲିବା । ଏହା ବେଳେ ଆମ ଆଖି ଓ ମୁଣ୍ଡକୁ ମଧ୍ୟ ଚାଲି ଯାଏ । ଏହା ପାଇଁ ଆପଣ ଦେଖିବେ ଆଖି କୁ ଭଲ କି ଦେଖା ନ ଯିବା, ମୁଣ୍ଡ ବିନ୍ଧା ହେବା, ବାନ୍ତି ହେବା ଏଭଳି କିଛି ହୋଇ ପାରେ । ଯଦି ଆପଣଙ୍କ ଆଖ ପାଖରେ କିମ୍ବା ଆପଣଙ୍କ ପରିବାରରେ କେହି ଏଭଳି ରୋଗୀ ଥାନ୍ତି ତେବେ ଆପଣ ତାଙ୍କୁ ତୁରନ୍ତ ENT ଡକ୍ଟର ଙ୍କ ପାଖକୁ ନେଇ ଯାଅନ୍ତୁ ସେମାନେ ତାଙ୍କୁ ସେଠାରେ ରାଖୀ ଚିକିସ୍ଛା କରିବେ ।

ଏଥିରୁ ବଞ୍ଚିବା ପାଇଁ ଆପଣ ନାଜାଲ ଡ୍ରପ ର ବ୍ୟବହାର କରନ୍ତୁ ନିଜ ନାକ ପାଖ ଚମଡାକୁ ଶୁଷ୍କ ଭାବେ ଛାଡନ୍ତୁନି ଯେଉଁ ମାନ ଏଡାଇବେଟିସ ରେ ଅଛନ୍ତି ସେମାନେ ନିଜ ଡକ୍ଟର ଙ୍କ ସହ କଥା ହୋଇ ଏହାର ପରିମାଣ କୁ କିଭଳି କଣ କରିବେ ସେ ବିଷୟରେ କଥା ହୁଅନ୍ତୁ । ଏହା ସହ ଆପଣ ଧ୍ୟାନ ରଖନ୍ତୁ କି ଆପଣ ଅଧିକ ସୁଗାର ଲେବଲ କୁ କାମେବା ପାଇଁ ଚେଷ୍ଟା କରନ୍ତୁ ।ଏହି ପଦକ୍ଷେପ ଦ୍ଵାରା  ଆପଣ କିଛି ମାତ୍ରାରେ ନିଜକୁ ସୁରକ୍ଷା ଦେଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button