ମନୋରଞ୍ଜନ

ଟ୍ରେଣ୍ଡ ହିସାବରେ ନିଜକୁ ବଦଳାନ୍ତୁ, ଏହି ୫ଟି କଥାକୁ ନଜରରେ ରଖି ଝିଅଙ୍କୁ କରନ୍ତୁ ଇମ୍ପ୍ରେସ୍‌

କେବଳ ପଇସା ନୁହେଁ, ପୁଅମାନଙ୍କ ପାଖରେ ଏମିତି କିଛି ଗୁଣ ରହିଥାଏ, ଯାହା ପ୍ରତି ଝିଅମାନେ ଆକର୍ଷିତ ହୋଇଥାଆନ୍ତି। ଯେପରି, ସେମାନଙ୍କ କଥାବାର୍ତ୍ତା, ହାବଭାବ, ଷ୍ଟାଇଲ ଆଦି। ଆଜି ଆମେ ଆପଣଙ୍କୁ ଏ ବିଷୟରେ ୫ଟି କଥା କହିବାକୁ ଯାଉଛୁ। ଆସନ୍ତୁ ଜାଣିବା।

a222

୧. ଯେଉଁ ପୁଅମାନଙ୍କର ଚକ୍‌ଚକ୍‌ ଏବଂ ଘନ କେଶ ଥାଏ, ସେମାନଙ୍କ ଉପରେ ଝିଅମାନେ ଫିଦା ହୋଇଯାଆନ୍ତି।

୨. କିଛି ପୁଅ ଏଭଳି ଢଙ୍ଗରେ କଥାବାର୍ତ୍ତା ହୋଇଥାଆନ୍ତି ଯେ ଝିଅମାନେ ସେମାନଙ୍କୁ ଶୁଣିବା ପାଇଁ ଇଚ୍ଛା କରିଥାଆନ୍ତି। ତେଣୁ କଥା କୁହା ଷ୍ଟାଇଲରେ ମଧ୍ୟ ଆପଣ ଝିଅମାନଙ୍କୁ ଇମ୍ପ୍ରେସ୍‌ କରିପାରିବେ।

v1

୩. ଡ୍ରେସିଂ ସେନ୍ସ ଆପଣଙ୍କ ପର୍ସନାଲିଟି ଉପରେ ବହୁତ ପ୍ରଭାବ ପକାଇଥାଏ। ତେଣୁ ଆପଣ ସେଭଳି କପଡ଼ା ପିନ୍ଧି ବାହାରକୁ ଯାଆନ୍ତୁ, ଯାହା ଆପଣଙ୍କ ଉପରେ ଭଲ ମାନୁଥିବ ଏବଂ ଏହାଦ୍ୱାରା ଆପଣ ଝିଅମାନଙ୍କୁ ଆକର୍ଷିତ କରିପାରିବେ।

୪. ବଦଳୁଥିବା ଫ୍ୟାଶନ ସହ ଅପ୍‌ ଟୁ ଡେଟ୍‌ ରହିବା ଆଜିକା ଦିନର ଡିମାଣ୍ଡ। ତେଣୁ ଟ୍ରେଣ୍ଡ ହିସାବରେ ନିଜକୁ ବଦଳାନ୍ତୁ ଏବଂ ସମସ୍ତଙ୍କୁ ଇମ୍ପ୍ରେସ୍‌ କରନ୍ତୁ।

୫. ଆପଣଙ୍କ ଷ୍ଟାଇଲ୍‌ କୁଲ୍‌ ଡୁଡ୍‌ ଭଳି ହେବା ଦରକାର। ସେମାନଙ୍କ ଭଳି ଷ୍ଟାଇଲ, କଥାବାର୍ତ୍ତା, ଚାଲିବା, ହେୟାର ଷ୍ଟାଇଲ୍‌ ଆଦି ଆପଣଙ୍କୁ ପପୁଲାର୍‌ କରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button