IBN ଓଡ଼ିଶା ବ୍ୟୁରୋ

ପୁଅମାନେ ମାନନ୍ତୁ କି ନ ମାନନ୍ତୁ ଏହି ୪ଟି ସୌନ୍ଦର୍ଯ୍ୟ ଥିବା ଝିଅ ସେମାନଙ୍କର ହୋଇଥାନ୍ତି ପ୍ରଥମ ପସନ୍ଦ

ଯୁବତୀମାନେ ନିଜ ପାର୍ଟନରଙ୍କୁ ବହୁତ ଭାବିଚିନ୍ତି ଚୟନ କରିଥାନ୍ତି। କିନ୍ତୁ ଏହି ମାମଲାରେ ପୁଅମାନେ ବି ଝିଅମାନଙ୍କଠାରୁ କମ ନୁହନ୍ତି। ନିଜ ପାଇଁ ପାର୍ଟନର ଚୟନ କରିବା ପୂର୍ବରୁ ଯୁବତୀ, ଯୁବକମାନେ ଅନେକ ଜିନିଷ ଉପରେ ଧ୍ୟାନ ଦିଅନ୍ତି। ଆସନ୍ତୁ ଜାଣିବା ଝିଅମାନଙ୍କର ଏମିତି କେଉଁ ସବୁ ଗୁଣ ପୁଅମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ।

dds

୧. କୁହାଯାଏ, ପ୍ରଥମ ଦେଖାରେ ଆପଣଙ୍କ ହସ ଆପଣଙ୍କ ଶବ୍ଦଠାରୁ ଅଧିକ ଛାପ ଛାଡିଯାଇଥାଏ। ଆପଣ ଆପଣଙ୍କ ହସ ଦ୍ୱାରା ଅନ୍ୟର ହୃଦୟରେ ଜାଗା ସୃଷ୍ଟି କରିପାରିବେ। ଝିଅମାନଙ୍କର ଏହି କୋମଳ ହସରେ ପୁଅମାନେ ଫିଦା ହୋଇଯାନ୍ତି।

୨. ଆଜିକାଲି ମର୍ଡନ ପୁଅମାନଙ୍କୁ ଏମିତି ଝିଅ ପସନ୍ଦ ଆସିଥାନ୍ତି, ଯେଉଁମାନଙ୍କଠାରେ ଆତ୍ମବିଶ୍ବାସ ଭରପୂର ଥାଏ। କାରଣ, ସେମାନଙ୍କୁ ଜଣାଥାଏ ଯେ କେଉଁ ସମୟରେ କେଉଁଭଳି ବ୍ୟବହାର କରିବାକୁ ହେବ। ଏମିତି ଝିଅଙ୍କ ପ୍ରତି ପୁଅମାନେ ଅଧିକ ଆକର୍ଷିତ ହୋଇଥାନ୍ତି।

b

୩. ପୁଅମାନେ ଝିଅମାନଙ୍କ ଡ୍ରେସିଂ ସେନ୍ସ ପ୍ରତି ଅଧିକ ପ୍ରଭାବିତ ହୋଇଥାନ୍ତି। ଯେଉଁ ଝିଅମାନେ ଅନ୍ୟ ଝିଅଙ୍କୁ କପି ନ କରି ନିଜର ନ୍ୟାଚୁରାଲ ଷ୍ଟାଇଲରେ ରୁହନ୍ତି, ସେମାନଙ୍କୁ ପୁଅମାନେ ପସନ୍ଦ କରିଥାନ୍ତି। ତେବେ ସେ ଡ୍ରେସ ହେଉ କି ମେକଅପ କିମ୍ବା ଫୁଟୱେୟାର।

fff

୪. ଆଖିକୁ ବ୍ୟକ୍ତିତ୍ୱର ଆଇନା କୁହାଯାଏ। ପୁଅମାନଙ୍କୁ ଆକର୍ଷିତ କରିବା ପାଇଁ ଝିଅମାନଙ୍କ ସୁନ୍ଦର ଆଖି ହିଁ ଯଥେଷ୍ଟ। ପୁଅମାନଙ୍କୁ ସାଧାରଣତଃ ବଡ଼ ଆଖି ଥିବା ଝିଅ ପସନ୍ଦ ଆସିଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button