ରାଜ୍ୟ

ହଷ୍ଟେଲ୍‌ ରୁମ୍‌ରୁ ମିଳିଲା ଡାକ୍ତରଙ୍କ ଝୁଲନ୍ତା ମୃତଦେହ – Ibnodisha

[ad_1]

ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର। ବାରିପଦା ପିଆରଏମ୍‌ ମେଡିକାଲ କଲେଜ ହଷ୍ଟେଲ ରୁମ୍‌ରୁ ଡାକ୍ତରୀ ଛାତ୍ର ସଚିନ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଘର କେନ୍ଦୁଝରରେ ବୋଲି ଜଣାପଡ଼ିଛି।

ଡାକ୍ତରୀ ପଢ଼ା ଶେଷ କରିବା ପରେ ସଚିନ ହାଉସ ସର୍ଜନ ଭାବେ ପିଆରଏମ୍‌ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଥିଲେ। ସୂଚନା ଅନୁସାରେ, ଗତକାଲି ସକାଳେ ମେଡିକାଲର ସର୍ଜରୀ ୱାର୍ଡରେ କାମ ସାରି ହଷ୍ଟେଲରେ ବିଶ୍ରାମ ନେଇଥିଲେ ସଚିନ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button