ରାଜ୍ୟ

ଚିନ୍ତା ବଢାଉଛି ସ୍କ୍ରବ୍‌‌ ଟାଇଫସ୍‌‌ ; ବଲାଙ୍ଗୀର ଜିଲାରେ ସର୍ବାଧିକ – Ibnodisha

[ad_1]

ବଲାଙ୍ଗୀର : ଚିନ୍ତା ବଢାଉଛି ସ୍କ୍ରବ୍‌‌ ଟାଇଫସ୍‌‌। ଧିରେ ଧିରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନଜର ଆସୁଛି। ବଲାଙ୍ଗୀର ଜିଲାରେ ସବୁଠାରୁ ଅଧିକ ସ୍କ୍ରବ୍‌‌ ଟାଇଫସ୍‌‌ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ୩୩୭ ସ୍କ୍ରବ ଟାଇଫସ୍‌‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ ମାସରେ ୧୨୮୩ ନମୁନାରୁ ୩୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେହିପରି ସୁନ୍ଦରଗଡ଼ରେ ଆଉ ୧୦ ଜଣ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ପଜିଟିଭ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button