ରାଜ୍ୟ

ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି, ‘ସମ୍ବାଦ’ ଉପରେ ଆକ୍ରମଣ ନେଇ ମନ୍ତବ୍ୟ ରଖିଲେ ବୈଜୟନ୍ତ – Ibnodisha

[ad_1]

ଭୁବନେଶ୍ୱର: ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ପଦକ୍ଷେପ ନେଇ ବିଜେପି ନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ଆଗରୁ ମଧ୍ୟ ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଇଛି l ଏବେ ଯେଉଁ ଗଣମାଧ୍ୟମ ଉପରେ ଆକ୍ରମଣ ହେଉଛି ତାହାକୁ କେବଳ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ବୋଲି କୁହାଯିବ | ସେ କହିଛନ୍ତି ଯେ ଆଗରୁ ସବୁ ଭଲ ଥିଲା, ନେତା ବି ଭଲ ଥିଲେ ଓ ଆଗରୁ ସରକାର କଣ ଜାଣିନଥିଲେ |

ହେଲେ ଏବେ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି | ସେ କହିଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟରେ ଆଗରୁ କିଛି କରୁନଥିଲେ ବା ଏବେ କରୁଛନ୍ତି | ଲୋକ ସବୁ ଜାଣିବା ଉଚିତ, ଲୋକଙ୍କ ଆକ୍ରୋଶ ଏବେ ଦେଖାଯାଉଛି | ଲୋକ ଜାଣିବା ଉଚିତ ଯେ କେଉଁ ପ୍ରକାର ଭ୍ରଷ୍ଟାଚାର ଏଠି ହେଉଛି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button