ଦେଶ

ଏହି ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ମିଳିବ ନାହିଁ ଗ୍ୟାସ ସବସିଡି, ମୋଦି ସରକାର ଜାରିକଲେ ବଡ ନିଷ୍ପତି…

ଆଜି ଆମେ ଆପଣଙ୍କୁ ଏମିତି ବ୍ୟାଙ୍କ ଅକାଉଂଟ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଗ୍ୟାସ ସବସିଡି ମିଳିବ ନାହିଁ, ଯେମିତି କି ଆମେ ସମସ୍ତେ ଜାଣିଛୁ କି କିଛି ସମୟ ପୂର୍ବରୁ ଗ୍ୟାସ ଏଜନ୍ସି ର ସଂଖ୍ୟା ବିଶେଷ ନଥିଲା, ଆଜି କା ସମୟରେ ଏତେ ଗ୍ୟାସ ଏଜନ୍ସି ହୋଇ ଯାଇଛି ଏବଂ ଏହି କାରଣରୁ ଆମ ମାନଙ୍କୁ ଗ୍ୟାସ ସିଲିଣ୍ଡର ପାଇବା ପାଇଁ କିଛି ସମସ୍ୟା ହେଉ ନାହିଁ । ପୂର୍ବରୁ କିଛି ଏମିତି ଥିଲା କି ଲୋକ ମାନଙ୍କୁ ଗ୍ୟାସ ସିଲିଣ୍ଡର ମିଳୁ ନଥିଲା ଏବଂ ଏହାର କଳା ବଜାରୀ ହେଉ ଥିଲା ।

ଏହାକୁ ରୋକିବା ପାଇଁ ପ୍ରଧାନ ମନ୍ତ୍ରୀ ଏକ ନୂଆ ଉପାୟ ବାହାର କରିଛନ୍ତି । ଏହି ଉପାୟ ଦ୍ଵାରା ସିଲିଣ୍ଡର ନେଉଥିବା ବ୍ଯକ୍ତିର ସବସିଡି ତାର ଖାତା ରେ ଚାଲି ଯାଏ । ଯାହା ଫଳରେ ସିଲିଣ୍ଡର କଳା ବଜାରୀ ହେଇ ପାରୁନି କିନ୍ତୁ ମୋଦୀ ସରକାର ଏକ ନୂଆ ନିୟମ ସାମ୍ନା କୁ ଆସିଛି ଯେଉଁଥିରେ କେତେକ ଲୋକ ମାନଙ୍କ ବ୍ଯାଙ୍କ ଅକାଉଂଟ ରେ ସବସିଡି ନ ମିଳିବା ପାଇଁ କଥା ଶୁଣା ଯାଉଛି ।

ଆପଣଙ୍କୁ କହିଦେଉଛୁ କି ମୋଦୀ ସରକାର ଙ୍କ ଜାରି କରା ଯାଇଥିବା ନୋଟିସ ହିସାବରେ ଯଦି ଆପଣଙ୍କ ବ୍ଯାଙ୍କ ଏକାଉନ୍ଟ ରେ ୩୦୦୦ ରୁ କମ ଟଙ୍କା ଅଛି ତେବେ ଆପଣଙ୍କୁ ଗ୍ଯାସ ସବସିଡି ଦିଆ ଯିବ ନାହିଁ । ଗ୍ୟାସ ସବସିଡି ପାଇଁ ଆପଣଙ୍କ ଆକାଉଣ୍ଟ ରେ ଅତି କମ ରେ 3000 ଟଙ୍କା ରହିଥିବା ଆବଶ୍ୟକ । ଆମେ ସମସ୍ତେ ଜାଣିଛୁ ଯେ ପୂର୍ବ କିଛି ବର୍ଷ ହବ ଉଜ୍ଜୱଲ ଯୋଜନା ଅନୁସାରେ ହଜାର ମହିଳା ଙ୍କୁ ଫ୍ରୀ ରେ ଗ୍ଯାସ ସିଲିଣ୍ଡର ମିଳିଥିଲା ଯାହା ପରେ ତାଙ୍କର ଗ୍ଯାସ ସବସିଡି ର ଟଙ୍କା ତାଙ୍କ ବ୍ଯାଙ୍କ ଏକାଉନ୍ଟ ରେ ପକା ଯାଇ ଥାଏ ।

ଏଥିରେ କୋଟି କୋଟି ସଂଖ୍ଯାରେ ଜନଧନ ରେ ଖୋଲା ଯାଇଥିବା ଖାତା ଅଛି, ଯେଉଁଥିରେ ଲେନ ଦେନ ନ ହବା ଦ୍ଵାରା ଖାତା ଗୁଡିକ ବନ୍ଦ ହୋଇ ଗଲା । ଏବଂ ଏଥିର ପେନାଲ୍ଟୀ ବି ଲାଗିଲା । ଏହି ସବୁ ଖାତା କୁ ଚଳେଇବା ପାଇଁ ମୋଦୀ ସରକାର ଏହି ଉପାୟ ବାହାର କରିଛନ୍ତି । ଯାହା ଦ୍ଵାରା ଲୋକ ମାନଙ୍କର ଧ୍ୟାନ ବ୍ୟାଙ୍କ ଉପରେ ବଢିବ । ଲୋକ ମାନଙ୍କର ବ୍ଯାଙ୍କ ଖାତା ରେ ଲେନଦେନ ବଢିବ , ଏବଂ ଯେଉଁ ଖାତା ବନ୍ଦ ଥିବ ତାଙ୍କୁ ସବସିଡି ମିଳିବ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button