ଦେଶ
ଆସିଲା ନୂଆ ଟ୍ରେନ୍ ସମୟ ସାରଣୀ – Ibnodisha

[ad_1]
ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ନୂଆ ଟ୍ରେନ୍ ସମୟ ସାରଣୀ ଜାରି କରାଯାଇଛି ଯାହା ଅକ୍ଟୋବର ୧ରୁ ଲାଗୁ ହୋଇଛି। ନୂଆ ସମୟ ସାରଣୀରେ ୬୪ଟି ବନ୍ଦେ ଭାରତ ଟ୍ରେନ୍ ଓ ୭୦ଟି ଅନ୍ୟ ଟ୍ରେନ୍କୁ ସାମିଲ କରାଯାଇଛି। ପ୍ରମୁଖ ଷ୍ଟେସନରୁ ଟ୍ରେନ୍ଗୁଡ଼ିକର ଆଗମନ ଓ ପ୍ରସ୍ତାନ ସମୟ ବିଷୟରେ ସେଥିରେ ସୂଚନା ରହିଛି। ଭାରତୀୟ ରେଳ ପକ୍ଷରୁ ୯୦ଟି ଟ୍ରେନ୍କୁ ଅନ୍ୟ ସ୍ଥାନକୁ ସମ୍ପ୍ରସାରଣ କରାଯାଇଥିବା ବେଳେ ୧୨ଟି ଟ୍ରେନ୍ର ଚଳାଚଳକୁ ବୃଦ୍ଧି କରାଯାଇଛି। ୨୨ଟି ଟ୍ରେନ୍କୁ ସୁପରଫାଷ୍ଟ୍ ବର୍ଗରେ ସାମିଲ କରାଯାଇଛି।
[ad_2]




