IBN ଓଡ଼ିଶା ବ୍ୟୁରୋ

ଆଜି ରାତି ୧୨ଟା ଠାରୁ ଏହି ୪ଟି ରାଶିର ଖୋଲିବ “ଭାଗ୍ୟ” ମିଳିବ ବହୁତ ବଡ ଖୁସିଖବର

ଆଜି ରାତି ୧୨ଟା ଠାରୁ ଏହି ୪ଟି ରାଶିର ଖୋଲିବ “ଭାଗ୍ୟ” ମିଳିବ ବହୁତ ବଡ ଖୁସିଖବର

ଭଗବାନ ହନୁମାନଙ୍କୁ ସଙ୍କଟ ମୋଚନ କୁହାଯାଏ । ଭଗବାନ ହନୁମାନ ସବୁ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି । ଯେଉଁ ବି ଭକ୍ତ ଭଗବାନ ହନୁମାନଙ୍କର ଭକ୍ତି କରିଥାଏ, ତାହାର ଜୀବନରେ କୌଣସି ପ୍ରକାରର ଦୁଃଖ ଓ ସମସ୍ଯା ଆସେ ନାହିଁ । ସେ ସବୁ ବେଳେ ଖୁସିରେ ରହିଥାଏ । ଏମିତି କିଛି ରାଶି ଅଛି ଯାହା ଉପରେ ଭଗବାନ ହନୁମାନଙ୍କର ଆଶୀର୍ବାଦ ସର୍ବଦା ବନି ରହିଥାଏ । ଏମିତି ତ ଭଗବାନ ସମସ୍ତ ରାଶି ଉପରେ ନିଜର କୃପା ଦ୍ରୁଷ୍ଟି ରାଖୀ ଥାନ୍ତି । କିନ୍ତୁ ଏହି 4ଟି ରାଶି ଉପରେ ତାଙ୍କର ଟିକେ ଅଧିକା କୃପା ଦ୍ରୁଷ୍ଟି ସହ ଆଶୀର୍ବାଦ ଥାଏ । ସେମାନଙ୍କ ସବୁ ସଙ୍କଟକୁ ଦୂର କରିଥାନ୍ତି ।

ଭଗବାନ ହନୁମାନଙ୍କ କୃପାରୁ ରାଶି ମାନଙ୍କର ଭାଗ୍ୟ ବଦଳିବାର ଅଛି । ଏମାନେ ଧନ ବାନ ହେବାର ଯୋଗ ଦେଖାଯାଉଛି । ଏମାନଙ୍କୁ ଭାଗ୍ଯର ପୁରା ସାଥ ମିଳିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ମାନଙ୍କ କୁଣ୍ଡଳୀରେ ଭଗବାନଙ୍କ କୃପାରୁ ବହୁତ ଖୁସି ମିଳିବ । ଧନ ସମ୍ବନ୍ଧୀୟ ସମସ୍ତ ସମସ୍ଯା ଦୂରହେବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ବର୍ଷିବ ।

ମିଥୁନ-

 

ମିଥୁନ ରାଶି ଲୋକ ମାନଙ୍କ ଉପରେ ଭଗବାନ ହନୁମାନଙ୍କ ଅପାର କୃପା ଦ୍ରୁଷ୍ଟି ରହିଛି । ଏହି କାରଣରୁ ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ବହୁତ ସଫଳତା ପାଇବେ, ବ୍ୟବସାୟରେ ବୃଦ୍ଧି ହେବ, ଓ ପ୍ରବଳ ଲାଭ ହେବାର ଯୋଗ ମଧ୍ୟ ବନୁଛି । ଚାକିରି କରୁଥିବା ଲୋକଙ୍କର ପଦନ୍ନୋତି ର ଯୋଗ ଅଛି । ଆୟରେ ବୃଦ୍ଧି ହେବା ସହ ସମାଜରେ ମାନସମ୍ମାନ ବୃଦ୍ଧି ହେବ । ପୁରୁଣା ରୋଗରୁ ଉପସମ ମିଳିବ, ଘର ପରିବାରରେ ସୁଖ ସମୃଦ୍ଧି ଦେଖା ଦେବ ।

ଧନୁ-

 

ଆଜି ଠାରୁ ଧନୁ ରାଶି ଉପରେ ହନୁମାନଙ୍କ ବିଶେଷ ଆଶୀର୍ବାଦ ରହିବ । ଯାହା ଫଳରେ ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଯେଉଁମାନେ ବ୍ୟବସାୟ କରୁଥିବେ ସେମାନଙ୍କୁ ଆକସ୍ମିକ ଧନଲାଭ ହୋଇପାରେ । ଏହି ରାଶିର ଲୋକ ମାନଙ୍କ ପାଇଁ ବହୁତ ବଡ ଖୁସି ଖବର ମିଳିବାର ସୁଯୋଗ ଅଛି । ଘର ପରିବାରରେ ସୁଖ ଶାନ୍ତିର ବାତାବରଣ ଦେଖା ଦେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଧନ ଅର୍ଜନ କରିବାର ନୂତନ ରାସ୍ତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା-

 

ଏହି ରାଶି ଉପରେ ମଧ୍ୟ ହନୁମାନଙ୍କ ର ବିଶେଷ କୃପା ହୋଇଛି, ସେହି କାରଣରୁ ଆପଣ ନିଜ ଜୀବନରେ ବହୁତ ପରିବର୍ତ୍ତନ ଲକ୍ଷ କରି ପାରିବେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଲୋକମାନଙ୍କ ର ଧନ ସମ୍ବନ୍ଧୀୟ ସମସ୍ତ ଚିନ୍ତା ଦୂର ହେବ । ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପରିଯୋଗିତାରେ ସଫଳତା ମିଳିବ, ଆକସ୍ମିକ ଧନ ଲାଭ ହେବ । ସମସ୍ତ ଦୁଃଖ ଦୂର ହେବ ।

କନ୍ୟା-

 

ଏହି ରାଶିର ବ୍ୟକ୍ତି ମାନେ ମଧ୍ୟ ହନୁମାନଙ୍କ କୃପା ପ୍ରାପ୍ତି କରିବେ । ବ୍ୟବସାୟୀ ମାନଙ୍କର ବେପାରରେ ଭଲ ଲାଭ ହେବ । ଆପଣଙ୍କ ଜୀବନରେ ବହୁତ ଖୁସି ଆସିବ, ଚାକିରି କରିଥିବା ଲୋକଙ୍କର ପଦୋନ୍ନତି ସହ ଦରମା ରେ ବୃଦ୍ଧି ହେବ । ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଭଲ ରହିବ । ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରରେ ସୁଖ ସମୃଦ୍ଧି ଦେଖା ଦେବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button