ମନୋରଞ୍ଜନ

ପ୍ରଥମ କିସିଂଗ ସିନ୍ ପରେ କାନ୍ଦି ପକାଇଥିଲେ ରେଖା, ତା ପରେ ଏମିତି 5ଟି ବୋଲ୍ଡ ସିନ ଦେଇ ଦୋହଲାଇ ଦେଇଥିଲେ ବଲିଉଡକୁ – ଦେଖନ୍ତୁ

ବଲୀଉଡ ର ସବୁଠୁ ଚର୍ଚ୍ଚିତ ଅଭିନେତ୍ରୀ ରେଖା, ଏବେ 63 ବର୍ଷ ର ହୋଇ ସାରିଲେଣି। ସେ ଏବେ ମଧ୍ୟ ସେତିକି ସୁନ୍ଦର ଦେଖାଯାଉଛନ୍ତି କି ଦେଖିବା ଲୋକ ତାଙ୍କ ସୁନ୍ଦରତା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ରେଖା ନିଜର ବଲୀଉଡ କ୍ଯାରିୟର ରେ ବହୁ ଲୋକପ୍ରିୟତା ପାଇ ସିନେମା ଜଗତରେ ରାଜ କରୁଥିଲେ। ଆଜି ଆମେ ସେହି ରେଖାଙ୍କ ଜୀବନ ବିଷୟରେ କିଛି ମହତ୍ଵ ପୂର୍ଣ୍ଣ କଥା କହିବାକୁ ଯାଉଛୁ।

ରେଖା ଙ୍କର ପୁରା ନାମ ଭାନୁରେଖା ଗଣେଶନ ଅଟେ। ରେଖା ତାମିଲ ଅଭିନେତା ଜେମିନୀ ଗଣେଶନ ଓ ତେଲଗୁ ଅଭିନେତ୍ରୀ ପୁଷ୍ପବଲ୍ଲୀ ଙ୍କର ଝିଅ। ତାଙ୍କ ପିତା  ପୁଷ୍ପବଲ୍ଲୀ ଙ୍କୁ ବିବାହ କରି ନଥିଲେ। କୁହା ଯାଏ କି ରେଖାଙ୍କ ଜନ୍ମ ସମୟରେ ତାଙ୍କ ବାପା ମା ଙ୍କର ବିବାହ ହୋଇନଥିଲା। ତାଙ୍କ ର ପିଲା ବେଳ ବହୁତ ସଂଘର୍ଷ ପୂର୍ଣ୍ଣ ଥିଲା। କାହିଁକି ନା ତାଙ୍କର ପିତା କେବେବି ତାଙ୍କୁ ଭଲପାଉ ନଥିଲେ। ତାଙ୍କ ପିତା ରେଖାଙ୍କୁ କେବେ ବି ନିଜର ନାମ ବା ପରିଚୟ ଦେଇ ନଥିଲେ। ତାଙ୍କର ପାଞ୍ଚ ଟି ଭାଇ ଭଉଣୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କେହି ବି ତାଙ୍କ ସହ ଭଲ ସମ୍ପର୍କ ରାଖୀ ନାହାନ୍ତି। ସେ କେବେ ବି ଗୋଟେ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ, କିନ୍ତୁ ପରିସ୍ଥିତି ରେ ପଡି ସେ ଅଭିନେତ୍ରୀ ହେବାକୁ ବାଧ୍ୟ ହୋଇଥିଲେ। ପ୍ରଥମେ ସେ ବି ଓ ସି ଗ୍ରେଡ ତେଲୁଗୁ ଫିଲ୍ମ ରେ ଅଭିନୟ କରିବା ପରେ ହିନ୍ଦୀ ସିନେମା ରେ ଏଣ୍ଟ୍ରି କରିଥିଲେ, ଏବଂ ବହୁତ ଭଲ ଭଲ ଫିଲ୍ମ ରେ କାମ କରିଲେ।

ସେ ହିନ୍ଦୀ ଠିକ ସେ କହି ନ ପାରୁ ଥିବାରୁ ଓ ତାଙ୍କ ରଙ୍ଗ ଏତେ ସଫା ନ ଥିବାରୁ ସେ ବଲୀଉଡ ରେ ପ୍ରଥମେ ପ୍ରଥମେ କାମ ପାଇ ନ ଥିଲେ, ଏହା ପରେ ସେ ନିଜକୁ କିଛି ସମୟ ଦେଇ 1976 ରେ ନିଜକୁ ସଂପୂର୍ଣ୍ଣ ବଦଳାଇବା ପରେ “ଦୋ ଅଂଜାନେ”  ରେ ଧମାକା ଏଣ୍ଟ୍ରି ନେଇଥିଲେ।

 

ଏମିତି ତ ସେ ବହୁତ ଭଲ ଫିଲ୍ମ ଦେଇଛନ୍ତି କିନ୍ତୁ ଆଜି ଆମେ ତାଙ୍କର କିଛି ଏଭଳି ଫିଲ୍ମ ବିଷୟରେ କହିବୁ ଯେଉଁଥିରେ ସେ ବୋଲ୍ଡ ସିନ ଦେଇଛନ୍ତି।

ସେହି ଫିଲ୍ମ ଗୁଡିକ ହେଲା-

ଆସ୍ଥା

 

1997 ରେ ଏହି ଫିଲ୍ମ ରେ ସେ ଓମ ପୁରୀ ଙ୍କ ସହ ବୋଲ୍ଡ ସିନ ଦେଇଥିଲେ।

 

କେବଳ ଓମ ପୁରୀ ନୁହେଁ ଏହି ଫିଲ୍ମ ରେ ନବୀନ ନିଶ୍ଚଳ ଙ୍କ ସହ ମଧ୍ୟ ସେ ବୋଲ୍ଡ ସିନ ଦେଇଥିଲେ, ଏଥିରେ ସେ ସବୁ ସୀମା ପାର କରିଯାଇଥିଲେ।

ଉତ୍ସବ

 

ଏଥିରେ ସେ ଶେଖର ସୁମନ ଙ୍କ ସହ କିଛି ବୋଲ୍ଡ ସିନ ଦେଇଥିଲେ। ଏହା 1984 ରେ ଆସିଥିଲା।

ଘର

 

ଏହି ଫିଲ୍ମ 1978 ରେ ଆସିଥିଲା ଓ ଏଥିରେ ସେ ବିନୋଦ ମେହେର ଙ୍କ ସହ ଏକ ରୋମାନ୍ଟିକ ସିନ ଦେଇଥିଲେ ଯାହାକି ବହୁତ ବୋଲ୍ଡ ଥିଲା।

ଖିଲାଡିୟୋ କା ଖିଲାଡୀ

 

ଏହି ଫିଲ୍ମ ରେ ରେଖା ନିଜଠୁ ବୟସରେ ସାନ ଅକ୍ଷୟ କୁମାରଙ୍କ ସହ ରୋମାନ୍ସ କରିବାର ଦେଖିବାକୁ ମିଳିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button