ମନୋରଞ୍ଜନ

ନିଜ ମାଙ୍କର “କାର୍ବନ କପୀ” ହେଉଛନ୍ତି ଏହି 7ଟି ବଲୀଉଡ ଅଭିନେତ୍ରୀ, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ – ଦେଖନ୍ତୁ ଫୋଟୋ

ମା ଶବ୍ଦ ଆଗରେ ସବୁ ଛୋଟ ଲାଗେ । କୁହନ୍ତି କି ମାଙ୍କ ଚରଣରେ ଦୁନିଆ ଥାଏ ଏବଂ ମା ପିଲା ମଧ୍ୟରେ ଥିବା ସମ୍ପର୍କ ସବୁଠୁ ବଡ ଅଟେ । ମା ଛୁଆଙ୍କ ସମ୍ପର୍କ ଠାରୁ ବଡ ଆଉ କିଛି ନାହିଁ, ଗୋଟେ ମା ନିଜ ଛୁଆର ଅକୁହା କଥା ମଧ୍ୟ ବୁଝି ଯାଇଥାଏ। କୁହାଯାଏ କି ଝିଅ ମାନେ ମା ମାନଙ୍କ ସବୁଠୁ ଅଧିକ ନିକଟତର ଅଟନ୍ତି। ଝିଅ ମାନେ ଦେଖିବାକୁ ନିଜର ମା ଭଳି ହୋଇ ଥାନ୍ତି। ଏହାର ଉଦାହରଣ ବଲୀଉଡ ର କିଛି ଏମିତି ଝିଅ ଯେଉଁ ମାନେ ଅବିକଳ ସେମାନଙ୍କ ମା ଭଳି ଦେଖା ଯାଆନ୍ତି। ତେବେ ଆସନ୍ତୁ ଦେଖିବା ସେହି ଭଳି କିଛି ମା ଝିଅଙ୍କ ଯୋଡି।

ସୋନୀ ରାଜଦାନ – ଆଲିୟା ଭଟ୍ଟ

ଆଲିୟା ଭଟ୍ଟ ବହୁତ ସୁନ୍ଦର ଏବଂ ମାସୁମ ଦେଖା ଯାଆନ୍ତି । ଆଲିୟାଙ୍କୁ ଏହି ସୁନ୍ଦରତା ତାଙ୍କ ମା ସୋନୀ ରାଜଦାନଙ୍କ  ଠାରୁ ମିଳିଛି । ଏହି ଫୋଟରେ ଦେଖନ୍ତୁ ଦୁଇଜଣ କିପରି ଏକା ଦେଖା ଯାଉଛନ୍ତି ।

ବବୀତା – କରୀନା କପୂର

ଏହି ଫଟୋ ଦେଖି ଆପଣଙ୍କୁ ମା ଝିଅ ମଧ୍ୟରେ ପାର୍ଥକ୍ୟ ଜଣା ପଡିବ ନାହିଁ । କରୀନା କପୂର ଆଖିଠୁ ନେଇ ତାଙ୍କର ଚେହେରା ପର୍ଯ୍ଯନ୍ତ ସବୁ ତାଙ୍କ ମା ସହ ମିଶୁଛି । ଏହା କହିବା ଭୁଲ ହବନି କି କରିନା କପୁରଙ୍କୁ ସବୁ ସୁନ୍ଦରତା ବିରାଶତ ରେ ମିଳିଛି ।

ସାରିକା – ଶ୍ରୁତି ହାସନ

ସାଉଥ ସୁପରଷ୍ଟାର କମଳ ହାସନ ଏବଂ ସାରିକାଙ୍କ ଝିଅ ଶ୍ରୁତି ହାସନ । ଶ୍ରୁତିଙ୍କ ହସ ଏବଂ ଆଖି ମା ସାରିକାଙ୍କ ସହ ପ୍ରାୟତଃ ମିସି ଯାଏ । ଦୁଇଜଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ସମୀରା – ଇଲିୟାନା ଡିକ୍ରୂଜ

ଇଲିୟାନା ଡିକ୍ରୂଜ ବଲୀଉଡ ର ସୁନ୍ଦର ଅଭିନେତ୍ରୀ ମାଙ୍କ ମଧ୍ୟରୁ ଜଣେ । ଆପଣ ଇଲିୟାନାଙ୍କ ମା ଙ୍କୁ ବୋଧେ କେବେ ଦେଖି ଥିବେ । ଫଟୋ ରେ ଆପଣ ଦେଖନ୍ତୁ ଇଲିୟାନାଙ୍କର ଚେହେରା ପୁରା ତାଙ୍କ ମା ଭଳି ମିଶୁଛି ।

ପୂନମ ସିନ୍ହା – ସୋନାକ୍ଷୀ ସିନ୍ହା

ପୂନମ ସିନ୍ହା ସୋନାକ୍ଷୀ ସିନ୍ହାଙ୍କର ମା ଅଟନ୍ତି । ଆପଣ ଏହି ଫୋଟ କୁ ଦେଖି ଜାଣି ପାରୁଥିବେ । ସୋନାକ୍ଷୀଙ୍କ ସୁନ୍ଦରତା ତାଙ୍କ ମାଙ୍କ ଦ୍ଵାରା ଦିଆ ଯାଇଥିବା ଏକ ଉପହାର ଅଟେ ।

ଡିଂପଲ କପାଡିୟା – ଟ୍ୱିଂକଲ ଖନ୍ନା

ଡିଂପଲ କପାଡିୟା ନିଜ ଜମାନାରେ ହଟ ଅଭିନେତ୍ରୀ ଥିଲେ । ତାଙ୍କର ସୁନ୍ଦରତା ତାଙ୍କ ଝିଅ ଟ୍ୱିଂକଲ ଖନ୍ନାଙ୍କ ଚେହେରା ରେ ପୂରାପୂରି ଦେଖା ଯାଏ । ଫୋଟରେ ଦେଖନ୍ତୁ ଦୁଇଜଣ କିପରି ପରସ୍ପର ସହ ମିସୁଛନ୍ତି ।

ଶର୍ମୀଲା ଟୈଗୋର – ସୋହା ଅଲୀ ଖାନ

ଶର୍ମୀଲା ନିଜ ସମୟର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଥିଲେ ।

ସୋହା ଅଲୀ ଖାନ ପୁରା ତାଙ୍କ ମା ପରି ଦେଖାଯାଉଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button