IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗୋଟେ ଦିନରେ ମୁହଁକୁ ଏତେ ଗୋରା କରିଦେବ ଏହି ଉପାୟ କରିଲେ କି ଆପଣ ବିଶ୍ବାସ ବି କରିପାରିବେନି

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ କେମିତି ଗୋଟେ ଆଳୁ ଦ୍ଵାରା ନିଜର ଚେହେରାକୁ ସାଙ୍ଗେ ସାଙ୍ଗେ ଚମକାଇ ପାରିବେ । ଆଳୁ ଆପଣଙ୍କ ଚେହେରାର ସବୁ ପ୍ରକାର ଅସୁବିଧାକୁ ଦୂର କରିଥାଏ, ଯେମିତି କି ଦାଗ, ଡ୍ରାଏ ସ୍କ୍ରିନ, ଡାର୍କ ସରକାଳ କୁ ଦୁର କରି ଆପଣଙ୍କ ଚେହେରାରେ ଏକ ନୂତନତ୍ଵ ଆଣିଥାଏ । ଆପଣ ବିୟୁଟି ପାରଳର ର କ୍ରିମକୁ ବ୍ୟବହାର କରିବା ପରିବର୍ତେ ଏହାକୁ ବ୍ୟବହାର କରନ୍ତୁ । ବିୟୁଟି ପାରଳର ର କ୍ରିମ ଆପଣଙ୍କ ସ୍କ୍ରିନରେ ଧୀରେ ଧୀରେ କଳା ପଡିବାରେ ଲାଗେ କିନ୍ତୁ ଏହା ଆପଣଙ୍କୁ ଜୀବନସାର ସୁନ୍ଦର ରଖିବାରେ ସାହାର୍ଯ୍ୟ କରେ ।

ଏଥିପାଇଁ ଆପଣଙ୍କୁ ଗୋଟେ ମିଡିୟମ ସାଇଜର ଆଳୁ ନେବେ ଏବଂ ତାହା ପରେ ତାହାର ଚୋପା ଛଡାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ପେଷ୍ଟ କରିଦିଅନ୍ତୁ ।

ଏହା ପରେ ଏହାକୁ ଛାଣି ନିଅନ୍ତୁ ଏବଂ ଏହାର ରସ ବାହାର କରନ୍ତୁ । ଏହା ପରେ ଆପଣ ଏହାକୁ ଏକ ସଫା ଗିନାରେ  ନିଅନ୍ତୁ ଏବଂ ସେଥିରେ କଞ୍ଚା କ୍ଷୀର ମିଶାନ୍ତୁ ।

 

ଯେତିକି ପରିମାଣରେ ଆଳୁ ର ରସ ବାହାରିଛି ତାହାର ଅଧା ପରିମାଣ ର କ୍ଷୀର ନିଅନ୍ତୁ । ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

 

ତାହା ପରେ ସେଥିରୀ ଅଧା ଚାମଚ ହଳଦୀ ମିଶାଇ ଦିଆନ୍ତୁ । ତାହାକୁ ଭଲ ଭାବରେ ମିଶାନ୍ତୁ ।

ଏହା କଣ କାମ କରେ ?

ଏହା ଆପଣଙ୍କର ସ୍କ୍ରିନର ଭିତରକୁ ଯାଇ ପୁରା ପୁରୀ ଆପଣଙ୍କ ଚେହେରାକୁ ସାଫା କରେ । ଏହାକୁ ବାରମ୍ବାର କରିବା ଦ୍ଵାରା ଆପଣଙ୍କର ଚେହେରା ଚମକି ଉଠିବ । ଏହା ସବୁଠୁ ଶସ୍ତା ଉପାୟ ଅଟେ । ଏହାକୁ ଏକ ସଫା ତୁଳା ସାହାର୍ଯ୍ୟ ରେ ନିଜ ଚେହେରାରେ ଶୋଇବା ପୂର୍ବରୁ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ୫ ମିନିଟ ପର୍ଯ୍ଯନ୍ତ ମୁହଁରେ ମସାଜ କରିବାର ଅଛି । ଏହାକୁ ଆପଣ ପୁରା ରାତି ରଖି ପାରିବେ ନଚେତ ଆପଣ ଏହାକୁ ୨ ଘଣ୍ଟା ପରେ କୌଣସି ଫେସୱାସ ଦ୍ଵାରା ଧୋଇ ପାରିବେ ।

ଏହାକୁ ଆପଣମାନେ ସବୁଦିନ କରିବା ଉଚିତ । ମୁଖ୍ଯତଃ ଶୀତ ଦିନରେ ଏହା ବହୁତ ଭଲ କାମ କରି ଥାଏ । ଶୀତ ଦିନେ ଯଦି ଆପଣଙ୍କ ତ୍ଵଚା ଫାଟୁଛି ତେବେ ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button