IBN ଓଡ଼ିଶା ବ୍ୟୁରୋ

ଘରୁ ବାହାରିବା ପୂର୍ବରୁ ନିଜ ପକେଟ୍ ରେ ଚୁପଚାପ୍ ରଖିଦିଅନ୍ତୁ ଏହି ଗୋଟେ ଜିନିଷ, ଶନିଦେବ ହେବେ ପ୍ରସନ୍ନ, ମିଳିବ ଅପାର ଧନ !

ଜ୍ୟୋତିଷ ଶାସ୍ତ୍ର କୁ ଆମର ଜୀବନରେ ବହୁତ ମହତ୍ଵ କୁହା ଯାଇଛି , କୁହନ୍ତି କି ଯେତେବେଳେ ଗ୍ରହ ମାନଙ୍କର ଚଳନରେ ରେ ପରିବର୍ତ୍ତନ ହୋଇ ଥାଏ ତେବେ ତାହାର ପ୍ରଭାବ ସିଧା ଆମ ରାଶି ଉପରେ ପଡିଥାଏ ଏବଂ ରାଶିର ସିଧା ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଜ୍ୟୋତିଷ  ଶାସ୍ତ୍ରରେ ସବୁ ଗ୍ରହର ନିଜର ଅଲଗା ମହତ୍ଵ ଅଛି ବୋଲି କୁହା ଯାଇଛି କିନ୍ତୁ ବିଶେଷତଃ ଶନି ଗ୍ରହକୁ ବହୁତ ଅଧିକ ମହତ୍ଵ ଦିଆ ଯାଇଛି । ଆମେ ସମସ୍ତେ ଜାଣିଅଛୁ କି କୌଣସି ବ୍ୟକ୍ତିଙ୍କୁ ଶନିଦେବଙ୍କୁ ଖୁସି କରିବା ପାଇଁ କଷ୍ଟ ହୋଇ ଥାଏ ।

ଏହା ସହିତ ଆପଣଙ୍କୁ ଏହି କଥା କହିଦେଉଛୁ ଯେ ଯେତେବେଳେ ଥରେ ଶନିଦେବ କାହାଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ସେହି ଲୋକ ର ଭାଗ୍ୟ ବଦଳି ଯାଏ । ଏହା ର ବିପରୀତ ଯଦି କୌଣସି ପରିବାର ଉପରେ ଶନିଦେବଙ୍କର ଖରାପ ଛାଇ ପଡିଯାଏ ତେବେ ସେମାନଙ୍କୁ ଚାରି ଆଡୁ ଅସୁବିଧାରେ ଘେରି ଯାଇଥାଏ ।

ବର୍ତ୍ତମାନ ସମୟରେ ଦୁନିଆରେ ସମସ୍ତେ ଧନୀ ହେବାକୁ ଚାହୁଛନ୍ତି, ଟଙ୍କା ଆୟ କରିବା ପାଇଁ ଚାହୁଞ୍ଚନ୍ତି ଯାହା ଦ୍ଵାରା ସେ ନିଜର ପରିବାରକୁ ଠିକ ଭାବରେ ଧ୍ୟାନ ରଖି ପାରିବେ । ଯାହାପାଇଁ କେବଳ ଦିନ ରାତି କାମ କରନ୍ତି ନାହିଁ ଏବଂ ତାହା ସହିତ ଭଗବାନଙ୍କୁ ଖୁସି କରିବା ପାଇଁ ମଧ୍ୟ ଚେଷ୍ଟା କରଥାନ୍ତି । ଏହା ସହିତ ଆଜି ଆମେ ଆପଣଙ୍କୁ ସେହି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ସବୁ ଅସୁବିଧା ଶେଷ ହୋଇଯିବ ଏବଂ ଆପଣ ମାଲାମାଲ ହୋଇ ଯିବେ । ତେବେ ଚାଳନ୍ତୁ ଜାଣିବା କଣ ଅଟେ ସେହି ଉପାୟ ଗୁଡିକ ..

ଶନିବାର ଦିନ ଆପଣ ଯେତେବେଳେ ଘରୁ ବାହରିବେ ତେବେ ଆପଣ ନିଜର ପକେଟରେ ଅଳ୍ପ କଳା ତିଳ ରଖି ଦିଅନ୍ତୁ, ଏହା କରିବା ଦ୍ଵାରା ଆପଣଙ୍କର ସବୁ ଅସୁବିଧା ଦୂର ହୋଇଯିବ ।

ଘରୁ ବାହାରିବା ସମୟରେ ନିଜ ସହିତ ନିଜ ପକେଟରେ ନୀଳ ଫୁଲ ରଖନ୍ତୁ, ଏହା କରିବା ଦ୍ଵାରା ଆପଣଙ୍କୁ ଧନଲାଭ ହେବ ।

ଶନିବାର ଦିନ କଳା ବିରି ର ଦାନ କରିବା ଦ୍ଵାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ ଏବଂ ତାଙ୍କ ବିଶେଷ କୃପା ଆପଣଙ୍କ ସହିତ ରହିବ ।

କହିଦେଉଛୁ ଯେ ଏହି ଉପାୟ କୁ କରିବା ଦ୍ଵାରା ଆପଣଙ୍କ ସବୁ ସଙ୍କଟ ଦୂର ହୋଇଯିବ ଏବଂ ଆପଣଙ୍କର ପ୍ରଚୁର ଧନ ପ୍ରାପ୍ତି ହେବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button