ମନୋରଞ୍ଜନ

କୃଷକ ହେଲିକପ୍ଟର ରେ ବିଦା କଲେ ନିଜ ଗେଲ୍ହା ଝିଅକୁ, ପରେ ଝିଅଟି ଯାହା କହିଲା ଶୁଣିକି କାନ୍ଦି ପକେଇଲେ ଗାଁର ଲୋକମାନେ

କୁହନ୍ତି କି ଝିଅ ମା ବାପା ପାଇଁ ପର ଧନ ହୋଇ ଥାଏ ଏବଂ ସେଥିପାଇଁ ତାଙ୍କର ବାହାଘର ପରେ ତାଙ୍କୁ ନିଜର ବାପା ମାଙ୍କ ଠାରୁ ଦୂରରେ ନିଜର ଶଶୁରଘରେ ଯିବାକୁ ପଡିଥାଏ । ଏହା ଦୁନିଆ ର ରୀତି ଅଟେ । ଝିଅର ବାହାଘରେ ବାପା ମ ନିଜର କ୍ଷମତା ହିସାବରେ ଯେତେ ଦେଇ ପାରନ୍ତି ତାହା ସବୁ କରନ୍ତି । ଦାନ ଯୌତୁକ ଦିଅନ୍ତି ଏବଂ ଶଶୁର ଘରର ସବୁ କଥାର ସମାନ୍ନ ରକହନ୍ତି ।

ଝାଂସୀ, ଉତ୍ତର ପ୍ରଦେଶ ର ବୁଂଦେଲଖଂଡ ର ଚାଷୀ ଏବେବି କରଜ ଏବଂ ଦରିଦ୍ର ରେ ଥାଆନ୍ତୁ ନା କାହିଁକି, କିନ୍ତୁ ଝିଅ ପାଇଁ କିଛି ବି କରିବାର ଇଛା ବର୍ତ୍ତମାନ ଭି ଅଛି ଏମାନଙ୍କ ପାଖରେ । ଝାଂସୀ ଜିଲ୍ଲାର ମୈରୀ ଗାଁ ର ଜଣେ ଚାଷୀ ଦମ୍ପତି ରବିବାର ଦିନ ନିଜର ଝିଅର ବିଦାଇ ହେଲୀକପ୍ଟର କରି ଏହା ପ୍ରମାଣ ବି କରି ଦେଇଛନ୍ତି । ଝାଂସୀ ଜିଲ୍ଲା ର ମୈରୀ ଗାଁ ର ଜଣେ ଚାଷୀ ରାକେଶ ୟାଦବ ଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛି, ଦୁଇ ଝିଅଙ୍କର ବାହାଘର ସେ ଆଗରୁ କରି ଦେଇଥିଲେ ।

 

ସବୁଠୁ ଛୋଟ ଝିଅ ସୁଧା ର ବାହାଘର ପାଲର ଗାଁ ର ଅଜୟଙ୍କ ସହିତ କରିଲେ ଏବଂ ଝିଅର ଇଛାନୁସାରେ ରବିବାର ଦିନ ତାହାର ବିଦାଇ ହେଲୀକପ୍ଟର ରେ କରିଥିଲେ । ଯାହାକୁ ଦେଖି ପୁରା ଗାଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ରାକେଶ ସିଂହ ୟାଦବ ଏହି ବିଷୟରେ କହିଲେକି ତାଙ୍କ ଝିଅ ତାଙ୍କୁ ବାହାଘରର କିଛି ଦିନ ପୂର୍ବରୁ ଗୋଟିଏ ମନ କଥା କହିଥିଲେ କି ତାଙ୍କର ବିଦାଇ ହେଲୀକପ୍ଟର ରେ କରିବା ପାଇଁ । ସଙ୍ଗେ ସଙ୍ଗେ ବାପା ଝିଅର ଏହି ଇଚ୍ଛାକୁ ପୂରଣ କଲେ ।

ଯେତେବେଳେ ଝିଅକୁ ଏହି ବିଷୟରେ ପଚରାଗଲା , ସେ କହିଲା କି ହେଲୀକପ୍ଟର ର ବିଦାଇ ମୋର ଏକ ସ୍ଵପ୍ନ ଥିଲା, ଯାହାକୁ ମୋର ବାପା ମା ଏବଂ ଭାଇ ମିଶିକାରୀ ପୁରା କରି ଦେଲେ । ବର୍ତ୍ତମାନ ମୁଁ ଜୀବନ ସାରା ବାପା ମାଙ୍କୁ କିଛି ମାଗିବି ନାହିଁ । ମୁଁ ବହୁତ ବେଶି ଖୁସି ଅଛି ।

ଏଠି ଆଉ ଏକ କଥା ଯାହା ଆଶ୍ଚର୍ଯ୍ୟ କରିଦେବ କି ବର ବେକରେ ପଡିଥିବା ଟଙ୍କାର ମାଳ । ଏଥିରେ କେବଳ ୨୦୦୦ ଟଙ୍କାର ନୋଟ ଥିଲା ଏବଂ ଏହା ପାଖାପାଖି ୬ ଲକ୍ଷ ଟଙ୍କା ର ବୋଲି ଚର୍ଚା ଚାଲିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button