IBN ଓଡ଼ିଶା ବ୍ୟୁରୋ

ଆଇ ମା ସମୟରୁ ବନ୍ଦ ପଡିଥିଲା ଯୋତା ଦୋକାନ, ବ୍ୟକ୍ତି ଜଣକ ଯେତେବେଳେ ଖୋଲିଲେ ଚମକି ଉଠିଲା ତାଙ୍କ ଭାଗ୍ୟ, ଜାଣନ୍ତୁ କେମିତି ??

କୁହନ୍ତି କି କୌଣସି ବ୍ୟକ୍ତିଙ୍କୁ ନିଜର ଭବିଷ୍ୟ ବିଷୟରେ କିଛି ଜଣା ନଥାଏ । କିଛି ଲୋକ ଭାଗ୍ୟ ଉପରେ ବିଶ୍ଵାସ କରନ୍ତି ଏବଂ କିଛି ଲୋକ ଭାଗ୍ୟ ଭଳି ଜିନିଶ ଉପରେ ବିଶ୍ଵାସ କରନ୍ତି ନାହିଁ । କିନ୍ତୁ କେତେଥର ଭାଗ୍ୟ ବୋଲି ଜିନିଷ ଥାଏ, ଏହାର ଉଦାହାରଣ ମିଳି ସାରିଛି । ବର୍ତ୍ତମାନ ଏହି ଦୁନିଆରେ କିଛି ଏମିତି ଘଟଣା ଘଟିଥାଏ, ଯାହା ଦ୍ଵାରା ଏହି କଥା ଜଣା ପଡିଥାଏ ଭାଗ୍ୟ ଭଳି କିଛି ଜିନିଷ ଅଛି ।

ପରିବାର ଲୋକମାନେ ଦୋକାନକୁ ବେଶୀ ନଜର ଦେଲେନାହିଁ :

ପ୍ରାୟତଃ ଆମକୁ କେତେ ଥର ଏମିତ ଜାଗାରେ ବହୁତ ମହଙ୍ଗା ଜିନିଷ ମିଳି ଯାଇ ଥାଏ, ଯାହାକୁ ସେହି ଜାଗାରେ ମିଳିବାର ଆମକୁ କୌଣସି ଆଶା ବି ନଥାଏ । ବର୍ତ୍ତମାନ ଜଣେ ବ୍ୟକ୍ତିକୁ ଭାଗ୍ୟ ରୁ ଏମିତି କିଛି ଜିନିଷ ମିଳିଛି, ଯାହା କାରଣରୁ ସେ ରାତାରାତି ଧନୀ ହୋଇଗଲେ ।

ଆମେରିକା ର ଗୋଟିଏ ପରିବାରକୁ ଜେଜେମାଙ୍କ କାରଣରୁ ଏକ ବହୁତ ପୁରୁଣା ଦୋକାନ ମିଳିଲା । ସେହି ସମୟରେ ତାଙ୍କ ପରିବାର ସେହି ଦୋକାନକୁ ବେଶି ନଜର ଦେଉ ନ ଥିଲେ । କିନ୍ତୁ ଯେତେବେଳେ କେତେ ବର୍ଷ ପରେ ସେହି ଦୋକାନ କୁ ଖୋଲିଲେ ସେତେବେଳେ ସେଥିରେ ଯାହା ଦେଖା ଗଲା, ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ ।

ସ୍ୱାସ୍ଥ୍ୟ ଖରାପ ରହୁ ଥିବାରୁ ବନ୍ଦ କରି ଦିଆ ଗଲା ଦୋକାନ :

ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ ଯେ ଆମେରିକା ର ଏକ ପରିବାରକୁ ଏକ ଦୋକାନ ମିଳିଲା । ଏହି ଦୋକାନ ୧୯୪୦ ରୁ ୧୯୬୦ ମଧ୍ୟରେ ଖୋଲିଥିଲା । ଯେତେବେଳେ ଜେଜେମାଙ୍କ ସ୍ୱାସ୍ଥ୍ୟ ଖରାପ ରହିବାରେ ଲାଗିଲା ସେଥିପାଇଁ ଦୋକାନ କୁ ବନ୍ଦ କରି ଦିଆ ଗଲା ।

ଏହ ପରେ ସେମାନେ ଭାବିଲେ କି ସେମାନେ ଏହି ଦୋକାନ କୁ ନେଇ କଣ କରିବେ ? କିନ୍ତୁ ଯେତେବେଳେ ୨୦୧୪ ମସିହାରେ ଏହି ଦୋକାନକୁ ଖୋଲିବା ପାଇଁ ନିସ୍ପତି ନେଲେ ।

ଏହି ଭିଣ୍ଟେଜ ଜୋତାର ମୂଲ୍ୟ ବହୁତ ବେଶି :

ଯେତେବଳେ ସେମାନେ ଦୋକାନକୁ ଭଲ ଭାବରେ ଦେଖିଲେ, ସେତେବେଳେ ତନକର ଖୁଶିର ଠିକଣା ରହିଲା ନାହିଁ । ଦୋକାନରେ ସେହି ସମୟର କିଛି ଜୋତା ଏମିତି ମିଳିଲା ଯାହାକି ଆଜିକା ସମୟରେ ବହୁତ ଦାମର ଅଟେ । ଏବଂ ଏହି ଜୋତା ଗୁଡିକ ଭଲ ଅବସ୍ଥାରେ ଅଛି । ବର୍ତ୍ତମାନ ସୋସିୟାଲ ମିଡିୟାରେ ଏହି ଦୋକାନ ର ଫଟୋ ଏବଂ ଜୋତା ଗୁଡିକର ଫଟୋ ବହୁତ ଭାଇରାଲ ହେଉଛି । ଏସବୁ ଦେଖିଲା ପରେ ଲୋକମମାନେ କହୁଛନ୍ତି କି କେତେବେଳେ କାହା ଭାଗ୍ୟ ଖୋଲିବ ତାହା କହିବା ସମ୍ଭବ ନୁହେଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button