ମନୋରଞ୍ଜନ

“କେଦାରନାଥ” ରିଲିଜ ପୂର୍ବରୁ ସାରା ମିଡିଆକୁ ଲେଖିଥିଲେ ଏହି ଲେଟର, ଦେଖନ୍ତୁ କଣ ଲେଖିଥିଲେ ସେ ଏଥିରେ

ବଲୀଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅଭିନେତ୍ରୀ ଅମୃତା ସିଂହଙ୍କ ଝିଅ ସାରା ଅଲି ଖାନ ଫିଲ୍ମ ଜଗତରେ ଡେବ୍ୟୁ କରିସାରିଛନ୍ତି । ୭ ଡିସେମ୍ବରରେ ସାରାଙ୍କର ଫିଲ୍ମ ‘କେଦାରନାଥ’ ରିଲିଜ ହେଇସାରିଛି । ଏହି ଫିଲ୍ମରେ ସାରା ସୁଶାନ୍ତଙ୍କ ସହ ଲିଡ ରୋଲରେ ନଜର ଆସୁଛନ୍ତି । ଫିଲ୍ମର ଡାୟରେକ୍ଟର ଅଭିଷେକ କପୁର ନିର୍ଦେଶିତ କରିଛନ୍ତି । ଫିଲ୍ମ କେଦାରନାଥରେ ସୁନ୍ଦରତା ପ୍ରାକୃତିକ ସହ ବିନାଶର ଦୃଶ୍ୟ ଦେଖା ଯାଉଛି ।

ଏମିତିରେ ସାରା ନିଜର ଫିଲ୍ମର ପ୍ରୋମସନ ବହୁତ ଜୋରସୋରରେ କରୁଛନ୍ତି । ସେ ଆସନ୍ତା ଦିନରେ କୌଣସି ଟିଭି ସୋ ଏବଂ ଇଣ୍ଟରଭିୟୁରେ ଦେଖା ଯାଉଛନ୍ତି । ନିଜର ସୁନ୍ଦରତା ପାଇଁ ସାରା ବର୍ତ୍ତମାନ ମିଡିୟାର ଚର୍ଚା ର ବିଷୟ ବନିଛନ୍ତି । ସେ ଜାଣି ସାରିଛନ୍ତି କି ଦିନ ରାତି ତାଙ୍କର ଫଟୋ ଉଠାଇବା ଏବଂ ତାଙ୍କ ବିଷୟରେ ଲେଖୁଥିବା ପତ୍ରକାର ତାଙ୍କର ଜୀବନର ଏକ ଅଙ୍ଗ ଅଟନ୍ତି ଏବଂ ସେଥିପାଇଁ ସାରା ପତ୍ରକାରଙ୍କ ପାଇଁ କିଛି ଅଲଗା କରିବା ପାଇଁ ଭାବିଛନ୍ତି ।

ସାରା ଅଲି ଖାନ ନିଜର ହାତରେ ଏକ ଲେଟର ଲେଖି ସୋସିୟାଲ ମିଡିୟାରେ ସମସ୍ତ ମିଡିୟାକୁ ଏବଂ ଫୋଟୋଗ୍ରାଫର୍ସଙ୍କୁ ହୃଦୟ ସହିତ ଧନ୍ୟବାଦ ଜଣାଇଛନ୍ତି । ଏତିକି ନୁହେଁ ସାରା ତାଙ୍କୁ କଫିରେ ମଧ୍ୟ ଇନଭାଇଟ ବି କରିଛନ୍ତି । ସାରା କହିଲେ କି ତାଙ୍କର ଡେବ୍ୟୁର ପୂର୍ବରୁ ତାଙ୍କୁ ଏତେ ମର୍ଯ୍ୟାଦା ଦେବା ପାଇଁ ଧନ୍ୟବାଦ । ଯଦି ଆପଣଙ୍କ ପାଖରେ ସମୟ ଅଛି ତେବେ ମୋ ସହିତ ଗୋଟିଏ କପ କଫି ପିଅନ୍ତୁ… ମୁଁ ଆପଣଙ୍କର ଆଭାରି ହେବି ।

କେଦାରନାଥ ଫିଲ୍ମ ୨୦୧୩ ରେ ଉତ୍ତରାଖଣ୍ଡ ରେ ଆସିଥିବା ବନ୍ୟା ର ଉପରେ ତିଆରି କରା ଯାଇଛି । ଏହି ପ୍ରାକୃତିକ ବିପର୍ଜୟ ଅଞ୍ଚଳର ସବୁ କିଛି ବରବାଦ କରି ଦେଇଥିଲା ଏବଂ କେବଳ କେଦାରନାଥ ମନ୍ଦିର ବଞ୍ଚିଥିଲା । ଏହି ଫିଲ୍ମ ସାରା ଅଲି ଖାନଙ୍କ ପ୍ରଥମ ଫିଲ୍ମ ଅଟେ । କେଡାରନାଥ ଧାମର ର ସୁନ୍ଦର ଦୃଶ୍ୟ ସହିତ ଫିଲ୍ମରେ ଗୋଟିଏ ହିନ୍ଦୁ ଝିଅ ଏବଂ ମୁସ୍ଲିମ ପୁଅ ମଧ୍ୟରେ ଇଣ୍ଟର ଫେଥ ରୋମାନ୍ସକୁ କହିଥାଏ ।

ଉତ୍ତରାଖଣ୍ଡରେ ୨୦୧୩ ରେ ଆସିଥିବା ବନ୍ୟାର ବୈକଡ୍ରପ ଏହି ଫିଲ୍ମ କୁ ସାହାର୍ଯ୍ୟ କରୁଛି, ଯାହାକୁ ଦେଖି ଆପଣଙ୍କ ଆଖିରେ ସେହି ପ୍ରାକୃତିକ ବିପର୍ଜୟ ର ଚିତ୍ର ପୁଣି ଥରେ ଆସିଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button