ଅପରାଧ

୬ଜୁଆଡ଼ି ଗିରଫ, ୧.୧୭ଲକ୍ଷ ଜବତ – Ibnodisha

[ad_1]


ବ୍ରହ୍ମପୁର, ୨୫।୯: ବୈଦ୍ୟନାଥପୁର ଥାନା ପୁଲିସ ବୈକୁଣ୍ଠନଗର ୨ୟଗଳିରେ ଚାଲିଥିବା ଏକ ଜୁଆ ଆଡା ଉପରେ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୈକୁଣ୍ଠନଗରର ଉପେନ୍ଦ୍ର ନାୟକ, ହରିଡ଼ଶଖଣ୍ଡିର କୁନା ମହାରଣା, ଗୋଲାସାହିର ଆକାଶ ନାନିରାଓ, ଫୁଲ୍ଟାର ଡମ୍ବରୁ ସାସମଲ୍,ପ୍ରେମନଗରର ପି.ପ୍ରସାଦ ଏବଂ ସାନରେଡ଼ିକା ସାହିର ସୁଶାନ୍ତ ସ୍ବାଇଁ। ସେମାନଙ୍କ ଠାରୁ ୧ଲକ୍ଷ୧୭ହଜାର ୯୫ଟଙ୍କା ସହ ତାସ୍‌, ଏବଂ ୪ଟି ମୋବାଇଲ୍ ଜବତ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button