IBN ଓଡ଼ିଶା ବ୍ୟୁରୋ

ବରଫକୁ ଏମିତି ବ୍ୟବହାର କରିବା ଦ୍ଵାରା ଆପଣ ବି ଘରେ ବସି ନିଜ ପେଟର ଚର୍ବି କମ କରି ପାରିବେ, ଜାଣନ୍ତୁ କେମିତି

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଆଜିର ଦୁନିଆରେ ସମସ୍ତେ ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି । କିନ୍ତୁ ବହୁତ ଲୋକମାନେ ନିଜର ମୋଟା ଅଣ୍ଟା ଓ ବଡ ପେଟ ପାଇଁ ବହୁତ ଚିନ୍ତିତ ରହୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହା ସବୁ ଆମର ଖାଇବା ପିଇବା ଉପରେ ନିର୍ଭର କରିଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାର ବ୍ୟବହାର କରିବା ଦ୍ଵାରା ଆପଣ ସହଜରେ ନିଜର ମୋଟା ପେଟକୁ କମ କରି ପାରିବେ । ଆପଣ ସମସ୍ତଙ୍କୁ କହିଦେଉଛୁ କି ତାହା ହେଉଛି ଆଇସ କ୍ୟୁବ ।

ଆପଣଙ୍କ ମଧ୍ୟରୁ ବହୁତ ଲୋକମାନେ ଏହା ଜାଣି ନାହାନ୍ତି କି ଆଇସ କ୍ୟୁବ ସାହାର୍ଯ୍ୟରେ ବି ଆପଣ ନିଜର ମୋଟା ଅଣ୍ଟା ଓ ମୋଟା ପେଟକୁ କମ କରି ପାରିବେ । ଆପଣ ସମସ୍ତଙ୍କୁ କହିଦେଉଛୁ କି ଏକ ରିସର୍ଚ ଦ୍ଵାରା ଏହା ସାମ୍ନାକୁ ଆସିଛି କି ଯଦି ବରଫର କିଛି ଖଣ୍ଡକୁ ଫ୍ୟାଟ ବାଲା ସ୍ଥାନ ଉପରେ ରଖାଯାଏ, ତେବେ ଏହା ଦ୍ଵାରା ଫ୍ୟାଟ ବର୍ନ ସହଜରେ ହୋଇଥାଏ । କହିଦେଉଛୁ କି ଅନ୍ୟ ଦେଶ ଗୁଡିକରେ ଲୋକମାନେ ବାଗ ଆଈସ ଥେରେପୀ ସାହାର୍ଯ୍ୟରେ ନିଜର ଫ୍ୟାଟ ବର୍ନ କରିଥାନ୍ତି ।

ଚାଲନ୍ତୁ ଜାଣିବା କଣ ଅଟେ ଆଈସ ଥେରେପୀ । ଯେଉଁ ଲୋକମାନେ ଅଧିକ ମୋଟ ହୋଇଥାନ୍ତି, ସେହି ଲୋକମାନଙ୍କ ପାଇଁ ଆଇସ ଥେରେପୀ ବହୁତ ଜରୁରୀ ହୋଇଥାଏ । କାରଣ ଆଈସ ଥେରେପୀର ବ୍ୟବହାର କରିବା ଦ୍ଵାରା ଦିନ ମଧ୍ୟରେ ଫ୍ୟାଟ ବର୍ନ ହୋଇଯାଏ । ବର୍ତ୍ତମାନ ଆମେ ଆପଣଙ୍କୁ କହିଦେଉଛୁ କି ଆପଣ ଏହାର ଉପଯୋଗ କେମିତି କରିବେ ।

ତେବେ ଆମେ ଆପଣଙ୍କୁ କହିଦେଉଛୁ କି ସର୍ବ ପ୍ରଥମେ ଏକ ଜିପ ଲକ ବ୍ୟାଗ ନିଅନ୍ତୁ ଓ ସେଥିରେ କିଛି ବରଫ ରଖି ଫ୍ୟାଟ ଥିବା ଜାଗାରେ ଲଗାଇ ରଖନ୍ତୁ । ଯଦି ଆପଣଙ୍କ ପାଖରେ ଜିପ ଲକ ବ୍ୟାଗ ନାହିଁ ତେବେ ଆପଣ ଏକ କପଡାରେ ବି ବରଫକୁ ବାନ୍ଧି ନିଜ ଫ୍ୟାଟ ବାଲା ଜାଗାରେ ରଖି ପାରିବେ । ଏହା କରିବାର କିଛି ଦିନ ମଧ୍ୟରେ ହିଁ ଆପଣ ପାର୍ଥକ୍ୟ ଦେଖି ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button