IBN ଓଡ଼ିଶା ବ୍ୟୁରୋଅପରାଧ

୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍

IBN ଓଡିଶା(ବ୍ୟୁରୋ):- ଭୁବନେଶ୍ୱର:  ଆଜି ପ୍ରାୟ  ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍  । ଏହାସହ ଜଣଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ । ଏନେଇ ପୋଲିସ ଡିଜି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ କରି ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ।
ସୂଚନାନୁସାରେ, ଆଜି ସକାଳେ ଓଡ଼ିଶା ପୋଲିସର ଏସଟିଏଫ ମୟୂରଭଞ୍ଜର ଏକ ସ୍ଥାନରୁ ପ୍ରାୟ ୩.୨୮ କେଜି ବ୍ରାଉନସୁଗାର ଜବତ କରିଛି  । ଏହାର ମୂଲ୍ୟ ପ୍ରାୟ  ୩ କୋଟିରୁ ଅଧିକ ଟଙ୍କା ହେବ । ଏବଂ ଏଥିରେ  ଜଣଙ୍କୁ ଗିରଫ କରାଯାଇଛି ।  ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button