IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଝାଡୁ ସହିତ ଜଡିତ ଏହି ଖାସ ଉପାୟ କରିଲେ ଦୂର ହେଇଯିବ ଆର୍ଥିକ ସମସ୍ୟା, ବନି ରହିବ ମା ଲକ୍ଷ୍ମୀଙ୍କ କୃପା, କେବଳ କରିବାକୁ ହେବ ଏହି ଗୋଟେ କାମ

ସମସ୍ତେ ଧନୀ ହେବା ପାଇଁ ସ୍ଵପ୍ନ ଦେଖିଥାନ୍ତି । ଧନୀ ହେବା ପାଇଁ ବହୁତ ଚେଷ୍ଟା ବି କରନ୍ତି । କିନ୍ତୁ ପରିଶ୍ରମ କରିବା ସତ୍ବେ ବି କେତେକ ଲୋକମାନେ ଟଙ୍କା ଆୟ କରିବାରେ ଅସଫଳ ହୁଅନ୍ତି । ଏହା ଛଡା କେତେକେ ଲୋକମାନଙ୍କ ପାଖରେ ଟଙ୍କା ଆସିଥାଏ କିନ୍ତୁ ତାଙ୍କ ହାତରେ ଟଙ୍କା ରୁହେ ନାହିଁ । ଯଦି ଆପଣଙ୍କ ସହିତ ବି ଏମିତି କିଛି ହେଉଛି ତେବେ ତଳେ ଦିଆ ଯାଇଥିବା ଉପାୟକୁ କରନ୍ତୁ ।

ଝାଡୁ ଦ୍ଵାରା ଏହି ଖାସ ଉପାୟକୁ କରିବା ଦ୍ଵାରା ଦୂର ହୋଇଯାଇଥାଏ ଆର୍ଥିକ ସମସ୍ୟା –

ସଠିକ ଦିନ କ୍ରୟ କରନ୍ତୁ ଝାଡୁ –

ଝାଡୁକୁ ମାତା ଲକ୍ଷ୍ମୀଙ୍କ ସହ ଯୋଡା ଯାଇଥାଏ । ଏମିତି କୁହାଯାଏ କି ଯଦି ଆପଣ ସଠିକ ଦିନ ଏବଂ ସଠିକ ସମୟରେ ଝାଡୁ କ୍ରୟ କରୁଛନ୍ତି, ତେବେ ମାତା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବିରାଜମାନ ରହିବେ ।

କେବେ କିଣିବେ ଝାଡୁ –

ଝାଡୁ କ୍ରୟ କରିବା ପାଇଁ ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ସବୁଠୁ ଉତ୍ତମ ଅଟେ । କିନ୍ତୁ ଯଦି ଆପଣଙ୍କ ଉପରେ ଶନିଦେବଙ୍କର ସାଢେସାତୀର ପ୍ରୋକପ ଅଛି ତେବେ ଶନିବାର ଦିନ ଝାଡୁ କ୍ରୟ କରନ୍ତୁ ନାହିଁ ।

ଏହି ଦିନ ଘରୁ ବାହାର କରି ଦିଅନ୍ତୁ ପୁରୁଣା ଝାଡୁକୁ –

ନୂଆ ଝାଡୁ କିଣିବା ପରେ ଘରୁ ପୁରୁଣା ଝାଡୁକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଉଚିତ ନୁହେଁ । ପୁରୁଣା ଝାଡୁକୁ ତୁରନ୍ତ ହିଁ ବାହାର କରି ଦିଅନ୍ତୁ । ଧ୍ୟାନ ରଖିବେ କି ପୁରୁଣା ଝାଡୁକୁ କେବେ ବି ଶୁକ୍ରବାର ଦିନ ଘରୁ ବାହାର କରିବେ ନାହିଁ । କାରଣ ଏହି ଦିନକୁ ମାତା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ ।

ଝାଡୁକୁ ଫୋପାଡି ପାଇଁ ସବୁଠୁ ସଠିକ ଦିନ ହେଉଛି ଶନିବାର । ଏମିତି କୁହାଯାଏ କି ଏହି ଦିନରେ ଘରୁ ଝାଡୁ ବାହାର କରିବା ଦ୍ଵାରା ଦରିଦ୍ରତା ଦୂର ହୋଇଯାଇଥାଏ ।

ନୂଆ ଝାଡୁ ଆଣିବା ପାଇଁ କରନ୍ତୁ ଏହି କାମ –

ଯେତେବେଳ ଆପଣ ନୂଆ ଝାଡୁ ଆଣୁଛନ୍ତି ତେବେ ସର୍ବେ ପ୍ରଥମେ ଝାଡୁ ଉପରେ ଏକ ଧଳା ସୂତା ବାନ୍ଧି ଦିଅନ୍ତୁ । ଏହା କରିବା ଦ୍ଵାରା ଘରୁ ମାତା ଲକ୍ଷ୍ମୀ କେବେ ବି ବାହାରକୁ ଯାଆନ୍ତି ନାହିଁ । ସର୍ବଦା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଥାଏ ।

ଶନିବାର ଦିନ କରନ୍ତୁ ବ୍ୟବହାର –

ନୂଆ ଝାଡୁ କିଣିବା ପରେ ଆପଣ ତାହାର ବ୍ୟବହାର ସର୍ବେ ପ୍ରଥମେ ଶନିବାର ଦିନ ହିଁ କରନ୍ତୁ । ଏହା ଛଡା ଆପଣ ନିଜ ଝାଡୁକୁ ଘରର ବାହାରେ ରଖନ୍ତୁ ନାହିଁ । ଏହାକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠି କାହାର ବି ନଜର ପଡିବ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button