ରାଜ୍ୟ

କାନାରା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର ନିଖୋଜ – Ibnodisha

[ad_1]

ଭୁବନେଶ୍ୱର: ବ୍ୟାଙ୍କ୍‌କୁ ଯାଉଥିବା ବେଳେ କାନାଡା ବ୍ୟାଙ୍କ୍ ମ୍ୟାନେଜର ବାଟରୁ ନିଖୋଜ । ଦୁଇ ଦିନ ଛୁଟି ସାରି ସୋମବାର ଦିନ ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଟକ ଜିଲ୍ଲାର ବାଙ୍କୀ ବଡମ୍ବା ସ୍ଥିତ କାନାଡା ବ୍ୟାଙ୍କ୍ ଶାଖାକୁ ଯାଉଥିବା ବ୍ରାଞ୍ଚ ମ୍ୟାନେଜର ବୈଦେଶ୍ୱର୍ ଥାନାର କିଛି ବାଟ ପୂର୍ବରୁ ନିଖୋଜ ହୋଇ ଯାଇଛନ୍ତି ।

ଏନେଇ କଳାପଥର ଶାଖାର ବ୍ରାଞ୍ଚ ମ୍ୟାନେଜର କାନାଡା ବ୍ୟାଙ୍କ୍ ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁ ନିଜ ଘର୍ ବ୍ରହ୍ମପୁରରୁ ବାଇକରେ ଆସି ଠିକ୍ ସାଢ଼େ ନଅ ଟାରେ କଳପଥାର ଶାଖାରେ ପହଞ୍ଚି କିଛି ବ୍ୟାଙ୍କ୍ ସମ୍ପର୍କିତ କାର୍ଯ୍ୟ କରି ବାଇକ୍ ଯୋଗେ ବଡମ୍ବା ଯାଉଥିଲେ । ହେଲେ ପତନି ଛକ ପାସ କରିବା ପରେ ଆଉ ମ୍ୟାନେଜରଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button