ରାଜ୍ୟ

ସାପ କାମୁଡ଼ାରେ ନାବାଳିକା ଗୁରୁତର – Ibnodisha

[ad_1]

କଲମପୁର : ମଙ୍ଗଳବାର ସାପ ଦଂଶନରେ ଗୁରୁତର ଥିବା ଜଣେ ବାଳିକାକୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଉକ୍ତ ବାଳିକା ଜଣକ କଲମପୁର ବ୍ଲକ ଅଧିନସ୍ଥ ଭଇଁରୀ ଭିର୍କାପଡାର। ସମ୍ପୃକ୍ତ ବାଳିକା ଜଣକ ଗାଁ ପୋଖରୀରେ ଗାଧୋଇ ସାରି ଜମି ହୁଡା ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଜମି ହୁଡାରେ ଥିବା ଏକ ବିଷାକ୍ତ ସାପ ତାର ପାଦରେ ଦଂଶନ କରିଥିଲା। ପରିବାର ଲୋକ ଘଟଣା ସମ୍ବନ୍ଧରେ ଜାଣିବା ପରେ ତୁରନ୍ତ ଉକ୍ତ ବାଳିକାକୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button