ମନୋରଞ୍ଜନ

ମୁକେଶ ଅମ୍ବାନୀଙ୍କ ଘରର ଚାକର ମାନଙ୍କ ସାଲାରୀ କେତେ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଏମିତି ବହୁତ କମ ଲୋକ ଥିବେ ଯିଏ କି ମୁକେଶ ଆମ୍ବାନୀଙ୍କ ବିଷୟରେ ଜାଣିଥିବେ କିନ୍ତୁ ଯେତେବେଳେ ତାଙ୍କର ଜିଓ ଫୋନ ଆସିଥିଲା ତାଙ୍କୁ ସମସ୍ଥେ ଜାଣି ପାରିଥିଲେ । ଯେତେବେଳେ ବଜାରକୁ ନୂଆ ନୂଆ ବଜାରକୁ ଆସିଲା ସେତେବେଳେ ତାଙ୍କର ସଂମ୍ମାନ ବଢିବା ସହିତ ତାଙ୍କର ଧନ ବଢିବାରେ ଲାଗିଲା ।

ଏବେ ସେ ବହୁତ ବଡ ଧନୀ ବ୍ୟକ୍ତି ଭାବରେ ବ୍ୟବଚିତ ହେଉଛନ୍ତି । ସେ ଏବେ ତାଙ୍କ ଏହି ବିଜନେସ ମାଧ୍ୟମରେ ସେ ବହୁତ କଷ୍ଟ କରି ସେ ଏତେ ବଡ ଧନୀ ବ୍ୟକ୍ତି ଭାବରେ ଗଣତି ହେଉଛନ୍ତି । କାରଣ ଏହି ବୀଜନେସ ଦ୍ଵାରା ତାଙ୍କର ପ୍ରଚୁର ପରମାଣରେ ଲାଭ ହେଲା । ଆମ୍ବାନୀଙ୍କ ପରିବାରକୁ ତାଙ୍କର ଥିବା ଧନ କୁ ନେଇ ହିଁ ତାଙ୍କୁ ସମସ୍ଥେ ଚିହ୍ନିଥାନ୍ତି ।

ଏମିତି କହିବାକୁ ଗଲେ ପୁରା ଦୁନିଆରେ ଧନୀ ପରିବାର ମଧ୍ୟରୁ ତାଙ୍କର ପରିବାର ୫୦ ରେ ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ ତାଙ୍କ ଘରେ କାମ କରୁଥିବା ଚାକରର ଦରମା କେତେ ।

ଏହି ଆଣ୍ଟିଲିଆ ଘର ୨୭ ମହାଲା ଅଟେ । ଏହା କୁ ଦେଖା ଶୁଣା କରିବାପାଇଁ ଏଥିରେ ସର୍ବୋ ମୋଟ ୬୦୦ ଲୋକ ଅଛନ୍ତି । ଏହା ମୁମ୍ବାଇ ସହରର ଅଲ୍ଟାମାଉଣ୍ଡ ରୋଡ, କୁମବାଲା ହିଲ୍ଲ ପାଖରେ ଅବସ୍ଥିତ । ଏହି ଘରର ସୁରକ୍ଷା ଦେବାପାଇଁ ସବୁ ମାସରେ ୧୫ ଲକ୍ଷ ଟଙ୍କା ଖର୍ଚ ହେଉଛି । ଏହି ଘରକୁ ଏକ ଶିକୁରିଟୀ ଦିଆଯାଇଛି ଓ ସିଆରପିଏଫ ମଧ୍ୟ ଦିଆଯାଇଛି ।

ସେ ତାଙ୍କ ଚାକରକୁ ଚାକର ନଭାବି ସେ ତାଙ୍କ ଘରର ସଦସ୍ୟ ବୋଲି ଭାବିଥାନ୍ତି । ସେ ତାଙ୍କ ସହ ସେହିପରି କଥା ହୁଅନ୍ତି ଯେପରି ତାଙ୍କ ପରିବାର ସହ କଥା ହୋଇଥାନ୍ତି । ଯେହେତୁ ଏତେ ଲୋକ କରନ୍ତି ତେବେ ତାଙ୍କର ସାଲାରି ମଧ୍ୟ କେତେ ହୋଇଥିବା ଆସନ୍ତୁ ଜାଣିବା । କହିବାକୁ ଗଲେ ତାଙ୍କ ଘରେ କାମ କରୁଥିବା ଲୋକଙ୍କର ଦରମା ଥିଲା ମାସକୁ ୬୦୦୦ ଟଙ୍କା ଓ ଯେତେବେଳେ ତାଙ୍କ ବିଜନେସ ବଢିବାକୁ ଲାଗିଲା ସେ ସେତେବେଳେ ତାଙ୍କ ପାଖରେ କାମ କରୁଥିବା ବ୍ୟକ୍ତିର ସାଲାରି ୨ ଲକ୍ଷ କରିଥିଲେ ଓ ତାଙ୍କ ଘରେ କାମ କରିଥିବା ଲୋକଙ୍କୁ ବହୁତ ପ୍ରକାରର ସୁବିଧା ଦେଇଥାନ୍ତି ।

କହିବାକୁ ଗଲେ ସେ ତାଙ୍କ ଘରେ କାମ କରୁଥିବା ପିଲାଙ୍କ ପାଇଁ ଯିଏ ଯେଉଁ ଭଳି ପାଠ ପଢୀଥିବା ପିଲାଙ୍କୁ ସେହିଭଳି କାମ ସହିତ ତାଙ୍କର ଜୀବନ ବୀମା ଓ ତାଙ୍କର ଥିବା ଦୁଇ ପିଲାଙ୍କୁ ଆମେରିକା ରେ ସ୍କୁଲରେ ପାଠ ପଢାଇଥାନ୍ତି । ତାଙ୍କ ଘର ବହୁତ ବଡ ହୋଇଥିବାରୁ ସେ ସେଠାରେ ୭ ମହାଲା ବିଶିଷ୍ଟ ଗ୍ଯାରେଜ ଘର କରିଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button