IBN ଓଡ଼ିଶା ବ୍ୟୁରୋ

ଗାଧୋଇବା ସମୟରେ ଏହି 3 ଟି କାମ କେବେ ବି କରିବେ ନାହିଁ, ପୁରା ପରିବାର ହେଇଯିବ ବର୍ବାଦ- Chanakya Niti

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ କିପରି ଗାଧୋଇବା ଦରକାର ଓ ସେହିପାରି ଗାଧୋଇବା ଦ୍ଵାରା ଆପଣଙ୍କର ଭଲ ହେବ ସେହି ବିଷୟରେ ଗରୁଡ ପୁରାଣରେ ଲେଖା ଯାଇଥିବା କିଛି ଉକ୍ତି ଆପଣ କରିବା ଦ୍ଵାରା ପାପର ଭୋଗୀ ହେବେ ନାହିଁ । ଯଦି ସେହି ନିୟମ ମାନ ନାହାନ୍ତି ତେବେ ଆପଣ ସେହି ପାପର ଭାଗୀଦାର ହେବା ସହିତ ଦେବତା ମାନେ ମଧ୍ୟ ରୁଷ୍ଟ ହୋଇଥାନ୍ତି । ହିନ୍ଦୁ ଧର୍ମ ରେ ଗାଧୋଇଲା ସମୟରେ ଏମିତି କିଛି ନକରିବା ପାଇଁ ବିରୋଧ କରାଯାଇଛି ।

ଏବେ ଯେଉଁ ପରି ସ୍ନାନ କରୁଛି ତାହା ଠିକ ନୁହେଁ କାରଣ ଯେଉଁ ଠାରେ ନଦୀ ଓ ପୁଷ୍କରିଣୀରେ ଗାଧୋଇଥିଲେ ଠିକ ଥିଲା କିନ୍ତୁ ଏବେ ନିବୁଜ ଘରେ ଯେଉଁ ପରି ସ୍ନାନ କରୁଛନ୍ତି ଯାହାକି ପୁରା ଲୁଚି ରହିଲାଭଳି ରହୁଛି । ସ୍ନାନ କରିବା ସମୟରେ ପୂର୍ଣ ନଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ ଏହା କରିବା ଦ୍ଵାରା ଦେବତା ଆମ ଉପରେ ରୁଷ୍ଟ ହେବା ସହିତ ବରୁଣ ଦେବତାଙ୍କର ଅପମାନ ହୋଇଥାଏ ଓ ପାପର ଭାଗୀଦାର ହୋଇଥାଏ ।

ପଦ୍ମ ପୁରାଣରେ ଏକ କଥା କୁହାଯାଇଛି ଯେ ଯେତେବେଳେ ଗୋପୀ ମାନେ ସ୍ନାନ କରୁଥିଲେ ସେହି ସମୟରେ ଶ୍ରୀକୃଷ୍ଣ ଯାଇ ତାଙ୍କର ବସ୍ତ୍ର ହରଣ କରିଥିଲେ ଏହାପରେ ଗୋପୀମାନେ ତାଙ୍କ ବସ୍ତ୍ର ମାଗିଥିଲେ କିନ୍ତୁ ଶ୍ରୀକୃଷ୍ଣ କହିଥିଲେ କି ଗଛ ଉପରେ ଅଛି ଆସି ନେଇଯାଅ ।

 

ଗୋପୀ କହିଲେ ଆମେ ଯେବେ ସ୍ନାନ କରିବାକୁ ଆସିଲୁ ସେତେବେଳେ କେହି ନଥିଲେ କିନ୍ତୁ ଏବେ ଆମେ କେମିତି ବାହାରକୁ ଯିବୁ ଏହା ପରେ ଶ୍ରେକୃଷ୍ଣ କହିଲେ କିଏ କହିଲା ତମକୁ ଏହାକାହିଁକି ଲାଗିଛି ଏଠାରେ କେହି ନାହାନ୍ତି ବୋଲି ମୁଁ ସବୁଜାଗାରେ ଥାଏ ଆକାଶରେ ଉଡୁଥିବା ପକ୍ଷୀ, ପାଣିରେ ଖେଳୁଥିବା ମାଛରେ, ଜଳରେ ରହିଥିବା ବରୁଣ ଦେବତା ମଧ୍ୟ ତମକୁ ସ୍ନାନ କରିଥିବା ସମୟରେ ନଗ୍ନ ଅବସ୍ଥାରେ ଦେଖିଛନ୍ତି । ଏହା ତାଙ୍କର ଅପମାନ ଅଟେ ଓ ଆପଣ ପାପର ଭୋଗି ମଧ୍ୟ ହେବେ ।

ଯେତେବେଳେ ଆପଣ ସ୍ନାନ କରନ୍ତି ସେତେବେଳେ ଆପଙ୍କର ପରଛାଇ ମଧ୍ୟ ସେଠାରେ ଥାଏ ଯାହାକି ଆପଣ ସ୍ନାନ କରୁଥିବା ବାସ୍ତ୍ରରୁ ପାଣି ଗ୍ରହଣ କରି ତୃପ୍ତି ଆରୋହଣ କରନ୍ତି । ନିବସ୍ତ୍ର ହୋଇ ସ୍ନାନ କତରିବା ଦ୍ଵାରା —- ରାଗିଥାନ୍ତି । ଯାହା ଦ୍ଵାର ପ୍ରାଣିର ବଳ, ଧନ, ଆୟୁ କମିବା ସହିତ ତାଙ୍କୁ ପିତୃ ଦୋଷ ମଧ୍ୟ ଲାଗିଥାଏ । ସ୍ନାନ କରିବା ସମୟରେ କେବେବି ଖାରପ ପାଣି ରଖନ୍ତୁ ନାହିଁ ଏହା କରିବା ବହୁତ ବଡ ଭୁଲ ଖରାପ ହୋଇଥାଏ । କିଛି ଲୋକେ ସ୍ନାନ କରିବା ପରେ ଖାରପ ପାଣି ସଫା କରନ୍ତି ନାହିଁ ଓ ଅଯଥା ପାଣି ନଷ୍ଟ କରିଥାନ୍ତି । ଏଥିରେ ବରୁଣ ଦେବତା ରାଗିଥାନ୍ତି ।

ଏହି ଆଦତ ଆପଣଙ୍କର ଘରକୁ ଦୁର୍ଭାଗ୍ୟ ଆଣିଥାଏ । ଏହା ଛଡା ତାଙ୍କୁ ଚନ୍ଦ୍ର ଦୋଷ ଲାଗିବା ସହିତ ରାହୁ କେତୁଙ୍କର ମଧ୍ୟ ନଜର ପଡିଥାଏ ଯିଏ କି ସବୁ ସମୟରେ ବକ୍ର ହୋଇ ରହିଥାନ୍ତି । ଏହି ଗ୍ରହ ଗୋଟେ ରାସୀରେ କେବଳ ୧୮ମାସ ଧରି ରହିଥାନ୍ତି । ଯାହା ଦ୍ଵାରା କି କାଳ ସର୍ପର ଯୋଗ ମଧ୍ୟ ଲାଗିଯାଏ । ରାହୁ କେତୁ ଏମିତି ଏକ ଗ୍ରହ ଅଟନ୍ତି ଯାହା କିଛି ସମୟରେ ପ୍ରାଣିର ଭାଗ୍ୟକୁ ପରିବର୍ତନ କରିବା ପାଇଁ ବେସୀ ସମୟ ଲାଗିନଥାଏ ସେ ଏହି ସମୟ ଭିତରେ କିଛି କରିପାରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button