IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପୁଜା କରିବା ସମୟରେ ଆଖିରେ ଲୁହ ଆସିବା, ଫୁଲ ପଡିବା, ହାଇ ଆସିବା ର ମାନେ କଣ ? ଜାଣନ୍ତୁ ଏହାର ରହସ୍ୟ

ପୂଜା କରିବା ସମୟରେ  ଅନେଆ ଲୋକଙ୍କ ଆଖିରୁ ପାଣି ବାହାରି ଥାଏ । କିଛି ଲୋକଙ୍କୁ ଛିଙ୍କ ଓ  କିଛି ଲୋକଙ୍କୁ ଅଳସ ଲାଗେ ତେବେ ଏଭଳି କିଛି ଲୋକ ଅଛନ୍ତି ଯେଉଁ  ମାନଙ୍କୁ  ପୂଜା କରିବା ସମୟରେ ଅନେକ ଖରାପ ଜିନିଷର ଧ୍ୟାନ କିମ୍ବା ବିଚାର ଆସି ଥାଏ । ଶାସ୍ତ୍ର ମତ ଅନୁସାରେ ଏହା ଖରାପ ଲକ୍ଷଣ ଅଟେ । ଶାସ୍ତ୍ରରେ ଲେଖା ହୋଇଛି କି ଯେତେ ବେଳେ ପୃଥିବୀର ଆରମ୍ଭରେ ସବୁ ଆଡେ ଅନ୍ଧାର ଥିଲା । ପ୍ରଥମେ ଗୋଟେ ଶିବ ଲିଙ୍ଗ ପ୍ରଜ୍ଵଳିତ ହୋଇଥିଲା ଏବଂ ଏହା ପରେ ସବୁ ଧାତୁ ର ସୃଷ୍ଟି ହୋଇ ଥିଲା । ଏହା ପରେ ପାଞ୍ଚ ଧାତୁର ସୃଷ୍ଟି  ଓ ଜୀବଜଗତର ଆରମ୍ଭ ହୋଇଥିଲା  ।

ତେଣୁ ପ୍ରତେକ ଜିନିଷରେ ଭଗବାନ ଶିବଙ୍କ ସ୍ଥିତି ଅଛି ବୋଲି ଆମେ ମାନି ଥାଉ । ଶିବ ହିନ ଆଦି ସେ ହିଁ ଅନ୍ତ  । ଯେତେବେଳେ ଆମେ ପୂଜା ରେ ବସି ଥାଉ ଆମର ଆତ୍ମା ଈଶ୍ବରଙ୍କ ସହ ଯୋଡି ହୋଇ ଥାଏ । ସେତେବେଳେ ଇଶ୍ଵର ଆମକୁ କିଛି ସଂକେତ ଦେଇ ଥାନ୍ତି ଦ୍ରୁଶ୍ଯ ମାଧ୍ୟମରେ । ଅନେକ ସମୟରେ  ଆମେ ଏହାକୁ ଅଣ ଦେଖା କରି ଥାଉ ।

ଯେତେବେଳେ ଆମେ ପୂଜା ରେ ବସ ଆମେ ଭଗବାନ ଙ୍କ ସହ ମିଶିଷ ପାରୁ ସେଥି ପାଇଁ ଆଖ ପାଖର ପରିବେଶ ଶାନ୍ତି ପୂର୍ଣ୍ଣ ହୋଇ ଥାଏ । କେତେକ ସମୟରେ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢିବା  ସମୟରେ ମା ସରସ୍ବତୀଙ୍କୂ ପୂଜା କରି ଥାଉ ଓ ସେହି ସମୟରେ ଆଖିରୁ ପାଣି ବାହାରେ କିମ୍ବା ନିଦ ଆସିଥାଏ ତେବେ ଜାଣି ନିଅନ୍ତୁ ଏହା ଦ୍ଵାରା ମା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଅନେକ ସମୟରେ ଆମେ ପୂରାଣ ସୂଣିବା ସମୟରେ ଆମ ଆଖିରୁ ଲୁହ ବାହାରି ଥାଏ ଏହା ଦ୍ଵାରା ଆମେ ଈଶ୍ବରଙ୍କ ନିକଟ ବର୍ତ୍ତି ହୋଇ ଥାଉ ।

ଆଜି ଆମେ  ଆପଣ ମାନଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯଦି ଆପଣ ଏହି ଭଳି କିଛିଇ ହେବାର ଅନୁଭବ କାରୁଛନ୍ତି ତେବେ ଏହାର କାରଣ କିମ୍ବା ସଂକେତ କଣ ଅଟେ ।ପ୍ରଥମେ ପୂଜା କରିବା ସମୟରେ ଆଖିରେ ଲୁହ ଆସିବା ଏହାର ଅର୍ଥ ହେଉଛି ଆପଣଙ୍କର ମନ ସଫା ହୋଇ ଯାଇଛି  ଓ ଆପାଣ ଭଗବାନଙ୍କୁ ପ୍ରକୃତ ମନରେ ପୂଜା କରୁଛନ୍ତି ଓ ଆପଣଙ୍କର ମନ ସଫା ଅଟେ । ଆପଣ ନିଜର ମନ କଥା ଏହି ସମୟରେ ଭଗବାନଙ୍କୁ ଜଣେଇ ପାରିବେ ।

ଆପଣଙ୍କର ପୂଜା ସମୟରେ ଯଦି ଆପଣ ଙ୍କର ଦୀପ ଜୋରେ ଜଳେ ତେବେ ମାନେ ରଖନ୍ତୁ ଏହା ଏକ ଶୁଭ ସଂକେତ ଅଟେ । ଯଦି  ଧୂପ ଦେବା ସମୟରେ ଆପଣଙ୍କର ଧୂପ କାଠିର ଧୂଆଁ ଭଗବାନଙ୍କ ଆଡକୁ ଯାଉଛି  ତେବେ ଆପଣଙ୍କର ପୂଜା ସଫଳ ହୋଇଛି । ଯଦି ପୂଜା କରିବା ସମୟରେ ଆପଣଙ୍କର ଆଖିରରୁ ଖରାପ କଥା ପାଇଁ ପାଣି ବାହାରେ ତେବେ ଆପଣ ଯାନୀ ନିଅନ୍ତୁ ଏହା ଖରାପ ସଂକେତ । ଏହା ସହ ଯଦି ଖରାପ ଚିନ୍ତା ମନକୁ ଆସେ ।

ତାହେଲେ ଜାଣି ନିଅନ୍ତୁ ଏହା ଦ୍ଵାରା ଆପଣ ଖରାପ ଶକ୍ତି ଦ୍ଵାରା ଘେରି ହୋଇ ରହିଛନ୍ତି । ଆପଣଙ୍କର ପୂଜାରେ ମନ ଲାଗିବା ଗୋଦା ବିନ୍ଧା ହେବା  ଏସବୁ ଭଲ ନୁହେଁ । ଆପଣ ପ୍ରତେକ ଦିନ ସକାଳୁ ଉଠି କିଛି ମନ୍ତ୍ର ଶୁଣନ୍ତୁ ଯାହା ଦ୍ଵାରା ଆପଣ ନକାରାତ୍ମକ ଶକ୍ତି ଦୂରେଇ ଜୀବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button