IBN ଓଡ଼ିଶା ବ୍ୟୁରୋ
-
ଏହି ସ୍ଥାନକୁ ଆଜି ବି ଆସନ୍ତି ପ୍ରଭୁ ହନୁମାନ, ମିଳିଛି ପାଦ ଚିହ୍ନ…. ଦେଖନ୍ତୁ Video
ଭାରତ କୁ ଦେବ ଭୂମି ବୋଲି ମଧ୍ୟ କୁହାଯାଏ । ଏହି ଜାଗାରେ ଅନେକ ମାହାନ ଆ-ତ୍ମା ମାନେ ଜନ୍ମ ଗ୍ରହଣ କରି ଥିଲେ । ଏଠାରେ…
Read More » -
କୁକୁର କରିବ ଏଥର ଆପଣଙ୍କୁ ମହାକୋଟିପତି ଯାହା ଚାହିଁବେ ଏଥର ସେ ସବୁ ଆପଣଙ୍କୁ ମିଳିଯିବ ନିଶ୍ଚୟ ଦେଖନ୍ତୁ
ଶକୁନା ଶାସ୍ତ୍ର ଅନୁସାରେ କୁକୁରକୁ ଶକୁନା ରତ୍ନ ବୋଲି କୁହାଯାଏ । ଏମିତି ମାନ୍ୟତା ରହିଚିକି କୁକୁର ପାଖରେ କିଛି ଏମିତି ଶକ୍ତି ରହିଛି ଯାହା ଦ୍ଵାରା…
Read More » -
କଣ ସାତ୍ରେ ସାତ ଜନ୍ମର ସାଥି ଅଟନ୍ତି ସ୍ଵାମୀ-ସ୍ତ୍ରୀ ? ଜାଣନ୍ତୁ ଏହା ପଛର ଏହି ବଡ ରହସ୍ୟ- Garuda Purana
ଆମେ ଜାଣିଛେ କି ପୁନର ଜନ୍ମ ବିଷୟରେ କହିଲେ ସବୁ ଲୋକ ଏହା ଉପରେ ବିଶ୍ବାଶ କରନ୍ତି । ଆପଣ ଜାଣି ଥିବେ କି ଏହି ପୁନର…
Read More » -
ବହୁତ ଭାଗ୍ୟଶାଳୀ ଲୋକ ସ୍ଵପ୍ନରେ ଦେଖିଥାନ୍ତି ଏହି ସବୁ ଧଳା ଜୀବ ଜନ୍ତୁ, କଣ ଆପଣ ଦେଖିଛନ୍ତି କେବେ…. ଦେଖିଲେ ହେବେ କୋଟିପତି
ସ୍ଵପ୍ନ ଅବଚେତନ ମନରେ ଚାଲିଥିବା ବିଚାର ଛଡି ଭବିଷ୍ୟତର ଘଟଣା ବିଷୟରେ ସଙ୍କେତ ଦେଇଥାଏ । ସ୍ଵପ୍ନ ଶାସ୍ତ୍ରରେ ସବୁ ପ୍ରକାର ସ୍ଵପନର ଶୁଭ ଅଶୁଭ ମତଲବ…
Read More » -
Garuda Purana: ରାତିରେ ଅନ୍ତିମ ସଂସ୍କାର କାହିଁକି ହୁଏ ନାହିଁ ?
ଯେଉଁ ମଣିଷ ଜନ୍ମ ହୋଇଛି ଦିନେ ନା ଦିନେ ସେ ନିଶ୍ଚିତ ଭାବେ ଏହି ଜଗତକୁ ଛାଡିକି ଜୀବ । ତେବେ ଅଜଦି ଆମେ ଦେଖିବା ଏପାଇଁ…
Read More » -
କାହାର ନାମ ଭାବି ବାଛନ୍ତୁ ଗୋଟେ ଷ୍ଟାର ଓ ଜାଣନ୍ତୁ ସେ ଆପଣଙ୍କୁ କିଛି କହିବାକୁ ଚାହାନ୍ତି, ହେଲେ କଣ- Personality Test
ଆମ ଜୀବନ ଖୁବ ଲାମ୍ବା ଅଟେ । ଏଥି ପାଇଁ ଆମେ ସାଥି ଟିଏ ଚାହିଁ ଥାଉ । ଯଦି ଆମେ ଦେଖିବା ପାଇଁ ଜୀବା ତ…
Read More » -
ସକାଳୁ ଉଠୁ ଉଠୁ ଘରର ମୁଖ୍ୟ ଦ୍ଵାର ଉପରେ କରନ୍ତୁ ଏହି ଛୋଟ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର
ଆପଣ ମାନେ ଜାଣି ଥିବେ କି କୁହା ଯାଇଛି କି ସକାଳ ଜେଭଳି ଯାଏ ସେହି ଭଳି ସାରା ଦିନ କାଟି ଥାଏ । କିନ୍ତୁ ଏହାକୁ…
Read More » -
“B” ନାମର ବ୍ୟକ୍ତିଙ୍କ ଜୀବନରେ ଆସିବାକୁ ଯାଉଛି ବଡ ଖୁସି ଖବର- Name Horoscope
ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇ ଗଲେ ବ୍ଯକ୍ତିର ପ୍ରଥମ ଅକ୍ଷର ରୁ ହିଁ ଆମେ ଏହାର ସ୍ଵଭାବ ବିଷୟରେ ଜାଣି ପରିବା । ଆଜି ଆମେ…
Read More » -
ରାକ୍ଷୀ ପୁର୍ଣିମା ଶ୍ରାବଣ ମାସର ପୁର୍ଣିମା ତିଥିରେ ପାଳନ କରାଯାଇଥାଏ । ଏହି ଦିନ ଭଉଣୀ ଭାଇର ଲମ୍ବା ଆୟୁଷ ସୁଖ ସମୃଦ୍ଧି କାମନା କରି ରାକ୍ଷୀ ବାନ୍ଧି ଥାଏ । ଜ୍ୟୋତିଷଙ୍କର କହିବା ଅନୁଯାଇ ରକ୍ଷା ବନ୍ଧନରେ ଅନେକ ଲୋକ ଜାଣତରେ ହେଉ ବା ଅଜାଣତରେ ଅନେକ ବଡ ବଡ ଭୁଲ କରିବସିଥାନ୍ତି । ଯାହାକୁ ବହୁତ ଅଶୁଭ ହୋଇଥାଏ । ଯାହାକି ଭାଇ ଭଉଣୀର ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଯାହାକି ଭାଇ ଭଉଣୀର ସଂପର୍କକୁ ଦୂରେଇ ଦେଇଥାଏ । ଏବଂ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ । ତେଣୁ ଏହି ସବୁ ଛୋଟ ଛୋଟ ଭୁଲ ଠାରୁ ଦୂରେଇ ରୁହନ୍ତୁ । ଆସନ୍ତୁ ଏହି ସବୁ ଭୁଲ ଗୁଡିକ ବିଷୟରେ ଆଲୋଚନା କରିବା । ରାକ୍ଷୀ ପୁର୍ଣିମାରେ ଭଦ୍ରା କାଳ ଓ ରହୁ କାଳରେ ରାକ୍ଷୀ ବାନ୍ଧିବା ଅନୁଚିତ ହୋଇଥାଏ । ଏଥର ରାକ୍ଷୀରେ ଭଦ୍ରାର ପ୍ରଭାବ ରହିବ ନହିଁ । You may like Marlo Thomas, 87, Grab Tissues Before You See Her Now Cidergossip Do This For 15 Minutes A Day And Earn ₹84,000 Daily Passive Income दोबारा नहीं सताएगा जोड़ों का दर्द, बस एक बार इसे आजमाएं Alpha Pain Relief गंजे सिर पर बाल उगाने का नेचुरल तरीका Alpha Hair Oil କିନ୍ତୁ ସନ୍ଧ୍ଯା ପାଞ୍ଚଟା ଶୋହଳ ମିନିଟରୁ ନେଇକି ୬.୫୪ ମିନିଟ ପର୍ଯ୍ୟନ୍ତ ରାହୁ କାଳ ରହିବ । ଏହା ଭିତରେ ଭୁଲରେବୀ ଭାଇର ହାତରେ ରାକ୍ଷୀ ବାନ୍ଧିବେ ନହିଁ । କାରଣ ଏହି ସମୟ ରହୁ କାଳ ରହିବ । ୨୨ ଅଗଷ୍ଟ ସକାଳ ୬.୧୪ ମିନିଟ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ । ଏହା ପରେ ଦିନସାରା ଦିନସାରା ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇପାରିବ । ଯେତେବେଳେକି ପୁର୍ଣିମା ତିଥି ୫ .୩୧ ମିନିଟ ପର୍ଯ୍ୟନ୍ତ ରହିବ । ଏଥି ପାଇଁ ୫ .୩୧ ମିନିଟ ପୂର୍ବରୁ ହିଁ ଭାଇର ହାତରେ ରାକ୍ଷୀ ବାନ୍ଧି ନିଅନ୍ତୁ । More Cool Stuff Marlo Thomas Is Almost 90, Hold Your Heart When You See Her Now Cidergossip क्या आपको भी कमर दर्द की शिकायत है? तो इसका उपयोग करके देखें Alpha Pain Relief Do This For 15 Minutes A Day And Earn ₹84,000 Daily Passive Income रजत शर्मा की पत्नी से जुड़ी कुछ ऐसी बातें जो आपको नहीं पता होंगी Brainberries ତେବେ ଦର୍ଶକ ବନ୍ଧୁ ଏହିଠାରେ ଆପଣ ଜାଣି ନିଅନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ ହେଉଛି ସକାଳ ୬ .୧୪ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ଯା ପାଞ୍ଚଟା ୧୪ ମିନିଟ ରହିଛି । ଏହା ସହିତ ଆସନ୍ତୁ ଜାଣି ନେବା କେଉଁ ସବୁ ରାକ୍ଷୀ କିଣି ଆଣିବା ଉଚିତ । ପ୍ରାୟତଃ ରାକ୍ଷୀ କିଣି ବଜାରରୁ ଆଣିବା ଭିତରେ ତାହା ଛିଣ୍ଡି ଯାଇଥାଏ । ପୁଣି ଆମେ ଏହାକୁ ଯୋଡି କରି ଠିକ କରିଦେଇଥାଉ । ଜ୍ୟୋତିଷଙ୍କ ଅନୁସାରେ ଯଦି କୌଣସି ରାସୀ ଖଣ୍ଡିତ ହୋଇଯାଇଥାଏ ବା ଛିଣ୍ଡି ଯାଏ ତେବେ ଏହାର ପ୍ରୟୋଗ ବର୍ଜିତ ହୋଇଥାଏ । ତେବେ ଏହି ରାକ୍ଷୀ କାହା ହାତରେ ବାନ୍ଧିବା ଉଚିତ ହୋଇନଥାଏ । ପ୍ଲାଷ୍ଟିକ ରାକ୍ଷୀ ଜମାବି ବନ୍ଧନତୁ ନହିଁ, ପ୍ଲାଷ୍ଟିକ ରାକ୍ଷୀ କେତୁର ପଦାର୍ଥ ବୋଲି କୁହାଯାଇଥାଏ । ଏହା ଦୁର୍ନାମକୁ ବଢାଇ ଥାଏ । ତେବେ ଏହାକୁ ପିନ୍ଧାଇବା ଉଚିତ ହୋଇନଥାଏ । ଏହା କାଲେ ଭାଇର ଦୁର୍ନାମ ବଢିଥାଏ । ଏହା ସହିତ ରାକ୍ଷୀ କିଣିଲା ପରେ ଏହି କଥାର ଧ୍ୟାନ ରଖିବେକୀ କୌଣସି ଧାରୁଆ ବା ତୀକ୍ଷଣ ଜିନିଷରେ ତିଆରି ହୋଇନଥିବ । ଶୁଭ ମଉକାରେ ଏହି ଜିନିଷ ଅଶୁଭ ଫଳ ଆଣି ଦେଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଭାଇ ମଧ୍ୟ କୌଣସି ଧାରୁଆ ଜିନିଷର ଉପହାର ଦେବା ଉଚିତ ନୁହେଁ । ଯେମିତିକି ଛୁରୀ ସେଟ, ମିକସି, ଫୋଟୋ ଫ୍ରେମ , ଆଇନା, ଏହା ସହିତ ଭଉଣୀକୁ ରୁମାଲ, ବା ଚପଲ ଭଳି ଜିନିଷ ଉପହାର ଦେବା ଉଚିତ ନୁହେଁ । ଏହି ସବୁ ଜିନିଷ ଉପହାର ଦେଲେ ଫାଟ ସୃଷ୍ଟି ହୋଇଥାଏ ।
ଆମ ଶାସ୍ତ୍ର ଅନୁସାରେ ଦେଖିବା ପାଇ ଗଲେ ସିନ୍ଦୁର ର ଅନେକ ମହତ୍ଵ ଅଛି । କିନ୍ତୁ ଏହାକୁ ଆମେ କେବଳ ପୂଜା ପାଠ ଓ ସଜେଇବା…
Read More » -
କଣ କିନ୍ନର ମାନଙ୍କ ଅଭିଶାପ ବା ଆଶୀର୍ବାଦରେ ସତରେ ପ୍ରଭାବ ଥାଏ ?
ଆମ ସମାଜରେ ଦେଖବା ପାଇଁ ଗଲେ କିନ୍ନର ମାନଙ୍କୁ ଆଜି ଭି କିଛି ଲୋକ ମାନେ ସ୍ଵୀକାର କରି ପାରୁ ନାହାନ୍ତି । ଯଦି ଆମେ ଦେଖିବା…
Read More »